Below header
Browsing Tag

ganja cultivation

ମିଶନ୍‌ ଗ୍ରୀନ୍‌ କ୍ଲିନ୍‌, ପୋଲିସ ଓ ଅବକାରୀ ବିଭାଗ ଜାଳି ଦେଲେ କୋଟି କୋଟି ଟଙ୍କାର ଗଞ୍ଜେଇ

କୋରାପୁଟ ଜିଲ୍ଲାର ମାଓପ୍ରବଣ ଦୁର୍ଗମ ଅଂଚଳରେ ଚାଲିଥିବା ଅବାଧ ଗଞ୍ଜେଇ ଚାଷକୁ ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଛି । ମିଳିତ ଚଢାଉ ସହ ବୈପାରିଗୁଡା ବ୍ଲକର ତୋଟାପଡା, ମହୁଲପଦର, ଜି. ମାଳିଗୁଡା, ଜାମଜୋଡି ଅଂଚଳରେ ଚଢାଉ କରି ପ୍ରାୟ ୫ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ…

ସମ୍ବଲପୁର ଜିଲ୍ଲାରେ ବି ଗଂଜେଇ ଚାଷ ଠାବ, ନାକଟିଦେଉଳରେ ପୋଡ଼ି ନଷ୍ଟ କରାଗଲା ସବୁଜ ଜହର ଗଛ

ରଢୋଖୋଲ : ବହୁ ବର୍ଷର ବ୍ୟବଧାନରେ ପୁଣି ଗଂଜେଇ ମାଫିଆଙ୍କ କଥା ଉଠିଛି ସମ୍ବଲପୁର ଜିଲ୍ଲାରେ । ଗଂଜେଇ ମାଫିଆ ପ୍ରଥମ ଥର ସମ୍ବଲପୁର ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛନ୍ତି । ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ସୀମା ନାକଟିଦେଉଳ ନିକଟରେ ଗଞ୍ଜେଇ ଚାଷକୁ ପୋଲିସ୍‌ ପ୍ରଶାସନ ନଷ୍ଟ କରିଛନ୍ତି ।…

ଗଜପତି: ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ନଷ୍ଟ କରାଗଲା ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ

ମୋହନା(କେ ନ୍ୟୁଜ): ଗଜପତି ଜ଼ିଲ୍ଲାରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ ଅଭିଯାନ ତୃତୀୟ ସପ୍ତାହରେ ପହଁଚିଛି l ଶୁକ୍ରବାର ମୋହନା ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବରେ ମୋହନା ଥାନା ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଜକରପଲ୍ଲୀ, ମାର୍ଦିଗୁମ୍ମା ଏବଂ ବାଲିପଙ୍କ…

୧୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ୍‌

ବାଲିଗୁଡା(କେ ନ୍ୟୁଜ): ବାଲିଗୁଡା ପୋଲିସ୍‌ ଆରମ୍ଭ କରିଛି ଗଞ୍ଜେଇ ନଷ୍ଟ ଅଭିଯାନ । ୧୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କରିଛି ବାଲିଗୁଡା ପୋଲିସ୍‌ । ବାଲିଗୁଡା ଥାନା ସୋଲାଗୁଡା ପଞ୍ଚାୟତ ଗୁଣ୍ଡେଲି, ମେଲେସିକିଆ, ଦଦଗାମୁଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଇଥିଲା ।…

ମୋହନା: ପୁଣି ନଷ୍ଟ ହେଲା ୧୮ କୋଟିର ଗଞ୍ଜେଇ ଚାଷ, ମାସକ ମଧ୍ୟରେ ସଫା ହେଲାଣି ୨୦୦ କୋଟିର ସବୁଜ ଜହର

ମୋହନା (କେ ନ୍ୟୁଜ୍‌) : ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ଅଭିଯାନରେ ଲାଗୁଛି ଗଜପତି ଜିଲ୍ଲା ଯେମିତି ଗଞ୍ଜେଇ ଚାଷରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ । ଆଜି ମୋହନା ଥାନା ବାଘମାରୀ-ବୁଡ଼ୁଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ଚଢ଼ାଉ କରି ପୁଣି ଗଞ୍ଜେଇ ଚାଷ ନଷ୍ଟ…