Browsing Tag

ganja farming

ଖୋଜିଲେ ବାହାରୁଛି ବିପୁଳ ଗଞ୍ଜେଇ ଚାଷ, ଗଞ୍ଜାମ ପାଲଟି ଯାଇଛି ଏବେ ଗଞ୍ଜେଇ ଗନ୍ତାଘର

ଗଞ୍ଜାମ(କେନ୍ୟଜ୍):  ଗଞ୍ଜେଇ ସନ୍ଧାନ ରେ ପୋଲିସ ଓ ଅବକାରୀ ବିଭାଗ । ଗଛ ପରେ ଗଛକୁ ନଷ୍ଟ କରାଯାଉଛି । ଘର ବାରିପଟ, ଜମିରେ ଓ ପାହାଡରେ ସବୁଠି ଗଞ୍ଜେଇ ଗଛ।  ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଗଞ୍ଜେଇ ଗଛକୁ ନଷ୍ଟ ସାଙ୍ଗକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଉଥିବା ବେଳେ  ଗଞ୍ଜାମ…

ଗଜପତି: ପୁଣି ମୋହନା ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ, ୧୬ କୋଟିର ଗଞ୍ଜେଇ ଚାଷକୁ କରାଗଲା ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମୋହନା ଥାନା ଅନ୍ତର୍ଗତ ଗୁବୁରିଗୁଡା ଏବଂ ମହୁଲମେଲାଣି ଗ୍ରାମର ଲଖାରି ସଂରକ୍ଷିତ ଜଙ୍ଗଲର ୮୧ ଏକର ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ କୁ କାଟି ପୋଡି ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇର ମୂଲ୍ୟ ୧୬ କୋଟି…

ଗଜପତି: ପୁଣି ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ, ୧୮ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲାରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ ଅଭିଯାନ ଜାରି ରହିଛି l ଆଜି ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ପାର୍ଟିପାଙ୍ଗା ଗ୍ରାମର ୯୪ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି…

ମୋହନା: ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ, ପୁଣି ୧୧ କୋଟିର ଗଞ୍ଜେଇ ଚାଷ ନଷ୍ଟ 

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ ଅଭିଯାନ ଜାରିରହିଛି। ଗୁରୁବାର ଅଡବା ଥାନା ଗେରଙ୍ଗ ଏବଂ ତଳଡକରପଙ୍କା ଗ୍ରାମର ୫୫ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି ପୋଲିସ ଏବଂ ଅବକାରୀ…

ମୋହନା ଅଞ୍ଚଳରେ ପୁଣି ପୋଲିସ ଏବଂ ଅବକାରୀ ଚଢ଼ାଉ, ୧୦ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲାରେ ଆରମ୍ଭ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜାରି ରହିଛି। ଗତ ଏକ ସପ୍ତାହ ମଧ୍ୟରେ ମୋହନା, ଆର. ଉଦୟଗିରି ଏବଂ ଅଡବା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୫୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ନୀଳଜହର…

ଗଜପତି: ପାହାଡିଆ ଅଞ୍ଚଳ ନୁହେଁ ମୋହନାର ରାସ୍ତା କଡରେ ମଧ୍ୟ ଗଞ୍ଜେଇ ଚାଷ କଲେଣି ଚାଷୀ, ପଡୁନି ପୋଲିସ କି ଅବକାରୀ…

ମୋହନା(କେନ୍ୟୁଜ୍): ଗଞ୍ଜେଇର ଖଣି ପାଲଟିଥିବା ଗଜପତି ଜିଲ୍ଲାରେ ତାଜୁବ କଲା ଭଳି ଛବି। ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରୁଥିବା ପୋଲିସକୁ ଚ୍ୟାଲେଞ୍ଜ କରି ବେଧଡକରେ ରାସ୍ତାକଡରେ ଚାଷ ଚଳାଇଛନ୍ତି ଗଞ୍ଜେଇ ଚାଷୀ।  ଗଜପତି ଜିଲ୍ଲାରେ ଏଭଳି  କିଛି ପାହାଡିଆ ଅଞ୍ଚଳ…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ବାଡ଼ିରେ ଗଞ୍ଜେଇ ଚାଷ, ଏଥିପାଇଁ ମାଓବାଦୀଙ୍କୁ ଦେବାକୁ ପଡୁଛି ମୋଟା ଅଙ୍କର…

ମାଲକାନଗିରି : ଗଞ୍ଜେଇ ଚାଷ ପାଇଁ ମାଓବାଦୀଙ୍କୁ ବଟି। ପଦାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ବାଡ଼ିରେ ପରିବା ଚାଷ ବଦଳରେ ହେଉଛି ଗଞ୍ଜେଇ ଚାଷ। କେବଳ ଗୋଟିଏ ଦୁଇଟି ଗାଁରେ ନୁହେଁ, ସମଗ୍ର ସ୍ୱାଭିମାନ ଅଞ୍ଚଳରେ ଚାଲିଛି ଗଞ୍ଜେଇ ଚାଷ। ଆଉ ଏଥିପାଇଁ…

ଖାରଜ ହେଲା ଗଞ୍ଜେଇ ଚାଷ ପ୍ରସ୍ତାବ, ଔଷଧୀୟ ଗୁଣ ଥିବା ଦର୍ଶାଯାଇ ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ ପ୍ରସ୍ତାବ…

ଭୁବନେଶ୍ବର(କେନ୍ୟୁଜ୍): ଖାରଜ ହେଲା ଗଞ୍ଜେଇ ଚାଷ ପ୍ରସ୍ତାବ। ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଯିବ ନାହିଁ। ଏହି ପ୍ରସ୍ତାବକୁ ଖାରଜ କରିଛି ଆଇନ ବିଭାଗ। ଗଞ୍ଜେଇ ଚାଷ ନେଇ ଅବକାରୀ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଔଷଧୀୟ ଗୁଣ ଥିବା ଦର୍ଶାଯାଇ ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ…