Below header
Browsing Tag

gem stone

ମହାନଦୀରେ ଖୋଜୁଥିଲେ ରତ୍ନ ପଥର, ଚାଲିଗଲା ଶ୍ରମିକଙ୍କ ପ୍ରାଣ

ବୌଦ୍ଧ: ବୌଦ୍ଧ କୁଲାରୀକୁଦା ମହାନଦୀରେ ଚାଲିଥିଲା ରତ୍ନ ପଥର ଖୋଜା। ହେଲେ ଏହି ରତ୍ନ ପଥର ଖୋଜୁ ଖୋଜୁ ଏତେ ବଡ଼ ଅଘଟଣ ଘଟିଯିବ ସେ ବିଷୟରେ ସ୍ୱପ୍ନରେ ବି ସୁଦ୍ଧା କେହି ଭାବି ନଥିଲେ । କିନ୍ତୁ ପଥର ସନ୍ଧିରେ ଗାତ କରି ପଥର ଖନନ ପ୍ରକ୍ରିୟା ଚାଲିଥିବା ବେଳେ ଘଟି ଯାଇଛି ବଡ଼ ଧରଣର ଅଘଟଣ। ଖନନ…

ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ, ଚାପି ହୋଇ ଯୁବକଙ୍କ ମୃତ୍ୟୁ

ବୌଦ୍ଧ (କେନ୍ୟୁଜ): ମହାନଦୀରେ ରତ୍ନ ପଥର ସନ୍ଧାନ ବେଳେ ଅଘଟଣ । ପଥର ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ଗାଁ ଲୋକଙ୍କ ସହ ମିଶି ରତ୍ନ ପଥର ଖୋଜିବା ବେଳେ ପଥର ତଳେ ପଡ଼ି ଯାଇଥିଲେ ଯୁବକ । ବୌଦ୍ଧ କୁଲାରିକୁଦରେ ଅଘଟଣ ଘଟିଛି । ମୃତ ଯବକଙ୍କ ନାଁ ସୁଶାନ୍ତ ଝାକର । ତାଙ୍କ…

ବୃହସ୍ପତି ଗ୍ରହ ପାଇଁ ଏହାକୁ ଧାରଣ କଲେ ବଦଳିଯାଏ ଭାଗ୍ୟ, ଜାଣନ୍ତୁ କଣ କହୁଛି ରତ୍ନ 

ରତ୍ନ ଶାସ୍ତ୍ରରେ ଅନେକ ରତ୍ନ ବିଷୟରେ ବର୍ଣ୍ଣନା କରାଯାଇଛି | ଏସବୁ ମଧ୍ୟରେ କିଛି ପ୍ରମୁଖ ରତ୍ନ ରହିଛି, ଯାହା ଜୀବନରେ ଗ୍ରହର ଅଶୁଭ ପ୍ରଭାବକୁ କମ କରିବା ସହ ଶୁଭ ପ୍ରଭାବ ବୃଦ୍ଧି କରିଥାଏ | ଏଭଳି ଏକ ରତ୍ନ ହେଉଛି ଫିରୋଜା, ଯାହାକୁ ଜ୍ୟୋତିଷଶାସ୍ତ୍ରରେ ପ୍ରଭାବଶାଳୀ ବୋଲି କୁହାଯାଇଛି |…

ମାଙ୍ଗଳିକ ଦୋଷ ଦୂର କରିବା ପାଇଁ ଧାରଣ କରନ୍ତୁ ଏହି ରତ୍ନ ,ଫଟାଫଟ ଦୂର ହେବ ମଙ୍ଗଳ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ରତ୍ନର ମହତ୍ୱ ବିଷୟରେ କୁହାଯାଇଛି | ଜାତକରେ ଗ୍ରହମାନଙ୍କର ସ୍ଥିତିକୁ ମଜବୁତ କରିବା ଏବଂ ସେମାନଙ୍କର ଅଶୁଭ ପ୍ରଭାବକୁ କମ କରିବା ପାଇଁ ରତ୍ନ ଧାରଣର ବିଶେଷତ୍ୱ ରହିଛି | ଆଜି ଆମେ ମୁଂଗା ବା ରକ୍ତ ପ୍ରବାଳ ରତ୍ନ ବିଷୟରେ ଜାଣିବା | ଏହି ରତ୍ନ ମଙ୍ଗଳ ଗ୍ରହର…

ମଣିଷକୁ ତଳିତଳାନ୍ତ କରିପକାନ୍ତି ଏହି ୨ଟି ରତ୍ନ, ଭୁଲରେ ବି ଏକାଠି ପିନ୍ଧନ୍ତୁ ନାହିଁ

ଜ୍ୟୋତିଷଙ୍କ ମୁତାବକ, ଜୀବନ ଉପରେ ରତ୍ନର ଗଭୀର ପ୍ରଭାବ ପଡ଼ିଥାଏ। ସବୁ ଗ୍ରହ ପାଇଁ ଅଲଗା ଅଲଗା ରତ୍ନ ରହିଛି। ଏସବୁ ରତ୍ନ ଗ୍ରହର ଖରାପ ପ୍ରଭାବରୁ ଆମକୁ ରକ୍ଷା କରିଥାନ୍ତି। ମଣିଷ ଶରୀରରେ ସବୁ ଗ୍ରହ ରହିଥାନ୍ତି। ଏମାନଙ୍କ ସମ୍ପର୍କ ନକ୍ଷତ୍ର ସହ ଥାଏ। ଯେତେବେଳେ ଶରୀରର ଗ୍ରହର ସମ୍ପର୍କ…

ରାୟଗଡା: ୧ କୋଟି ୫୦ ଲକ୍ଷ ଟଙ୍କାର ଚୋରା ରତ୍ନପଥର ଜବତ, ଜଣେ ଅଟକ

ରାୟଗଡ଼ା(କେନ୍ୟୁଜ୍): ରତ୍ନଗର୍ଭା ଓଡିଶାରେ ଅନେକ ଜାଗାରେ ରତ୍ନପଥରକୁ ଏଭଳି ଚୋରା ଚାଳଣ କରି ମାଲାମାଲ ହେଉଛନ୍ତି ଚୋରା ବେପାରୀ। ବାହାରା ରାଜ୍ୟରୁ ବୋପାରୀ ଆସି ଏହି ପଥରକୁ ଶାଗମାଛ ଦରରେ କିଣନ୍ତି ଆଉ ଉଚ୍ଚା ଦରରେ ବିକି ବେଶ୍ ଲାଭବାନ ହୁଅନ୍ତି। ଯାହାର ଟେର ବି ପାଉନି ପୋଲିସ।ବାହାରା…