ଗ୍ରାମବାସୀଙ୍କ ସହ ବନ୍ଧୁ ବାନ୍ଧିଛନ୍ତି ବାଦୁଡି, ଏମାନେ ଗାଁରେ ରହୁଥିବାରୁ ବିପଦ ଆସୁନାହିଁ
ଘଟଗାଁ: ଲୁପ୍ତ ହୋଇଯାଉଥିବା ଉଡନ୍ତା ପ୍ରାଣୀ ବାଦୁଡ଼ି ସହ ବନ୍ଧୁତା ବାନ୍ଧିଛି ଏକ ଗାଁ । ଗାଁରେ ରହୁଥିବା ହଜାର ହଜାର ସଂଖ୍ୟାର ବାଦୁଡିଙ୍କ ପାଇଁ ଆହାର ଯୋଗାଉଛନ୍ତି ଗାଁ ଲୋକେ । ତେବେ ଏହି ବାଦୁଡ଼ିମାନଙ୍କୁ ସୁରକ୍ଷା ଦେଉଛନ୍ତି ଘଟଗାଁ ବ୍ଲକର ହଳଧରପୁର ଗ୍ରାମବାସୀ । କାହିଁ କେଉଁ ଅନାଦି…