Browsing Tag

ghatagaon news

ସିସିଟିଭି ଫୁଟେଜ ଓ ମୋବାଇଲ ଟ୍ରାକିଙ୍ଗରୁ ଗାଡି ଚୋରକୁ କାବୁ କଲା ଘଟଗାଁ ପୋଲିସ୍

ଘଟଗାଁ: ମିଳିଲା କେନ୍ଦୁଝର ଜିଲ୍ଲା ଘଟଗାଁ ପେଟ୍ରୋଲ ପମ୍ପ ନିକଟରୁ ଚୋରି ହୋଇଥିବା ମହିନ୍ଦ୍ରା ଟିୟୁଭି ଗାଡିଟି । ଗାଡି ମାଲିକ ଥାନାରେ ଅଭିଯୋଗ କରିବା ପରେ ଘଟଗାଁ ପୋଲିସ ଏସ.ଆଇ ମାନସ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଲୁଟ ଘଟଣାର…

ଘଟଗାଁ ତାରିଣୀ ମନ୍ଦିର ଶୀଘ୍ର ଖୋଲିବା ଦାବିରେ ମୌନବ୍ରତ, ଧାରଣାରେ ବସିଲେ ବିରୋଧୀ ଦଳର ମୁଖ୍ୟ ସଚେତକ

ଘଟଗାଁ:  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା ତାରିଣୀ ମନ୍ଦିର ଯଥାଶୀଘ୍ର ଖୋଲିବା ଦାବିରେ ମନ୍ଦିର ସମ୍ମୁଖରେ ଆଜି ମୌନ ବ୍ରତରେ ବସିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଗତକାଲି ଜିଲ୍ଲାପାଳ ଘଟଗାଁ ମା ତାରିଣୀ ମନ୍ଦିର ୧୮ ତାରିଖରେ ଖୋଲିବା ନେଇ ନିଷ୍ପତ୍ତି…

ଘଟଗାଁ ମେଲାଣ ଗ୍ରାମ ନିକଟ ୨୦ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମେଲାଣ ଗ୍ରାମ ନିକଟ ୨୦ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଏକ ପୋଲ ତଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ଘଟଗାଁ ପୋଲିସ ଉଦ୍ଧାର କରିଛି । ଖବର ଅନୁଯାୟୀ ଆଜି ସକାଳୁ ମୃତଦେହ ସମ୍ବନ୍ଧରେ ଖବର ପାଇ ଘଟଗାଁ ଆଇଆଇସି ବନ୍ଦନା ପାତ୍ର ,ଏସାଇ…

ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଦୁଇ ଯୁବକ, କଙ୍ଗାରୁ କୋର୍ଟରେ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଘଟଗାଁ: ଛେଳି ଚୋରି କରୁଥିବାବେଳେ ଧରାପଡିଲେ ଦୁଇ ଯୁବକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କାଶୀପୁର ଗାଁରେ ଘଟିଛି ଏହି ଘଟଣା । ତେବେ ଛେଳି ଚୋରଙ୍କୁ କାବୁ କରିବା ପରେ ଦୁହିଁଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦିଆଯାଇଛି । ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ମିଳିଥିବା ସୂଚନା…