Browsing Tag

gold biscuits

ସିଟି ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଅଚଳାଚଳ ସଂପତ୍ତି, ଲକରରେ ରହିଛି ୧୯ଟି ସୁନା ବିସ୍କୁଟ

କେନ୍ୟୁଜ୍(ବ୍ୟୁରୋ): ସିଟି ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଅଚଳାଚଳ ସଂପତ୍ତି। ଦୁଇଟି ଲକରରୁ ପୁଣି ଠାବ ହେଲା ପାଞ୍ଚ ଲକ୍ଷ ୪୦ ହଜାର ଟଙ୍କା ଓ ଏକ କେଜିରୁ ଅଧିକ ସୁନା। ଏଥିରେ ରହିଛି ୧୯ଟି ସୁନା ବିସ୍କୁଟ। କଟକ ସିଡିଏରେ ଚିତ୍ତରଞ୍ଜନ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ନାଁରେ…

ବ୍ରହ୍ମପୁର : ଯାଞ୍ଚ ବେଳେ ମିଳିଲା ୧ କୋଟି ୨୨ଲକ୍ଷ ଟଙ୍କା ଗଞ୍ଜେଇ ସହିତ ୨୦ଟି ସୁନା ବିସ୍କୁଟ, ଜଣେ ଅଟକ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜେଇ ଯାଞ୍ଚ ବେଳେ ମିଳିଲା ସୁନା ବିସ୍କୁଟ। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରୁ କାରରୁ ନଗଦ ୧ କୋଟି ୨୨ଲକ୍ଷ ଟଙ୍କା ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ। ଜବତ ଟଙ୍କା ସହ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତି ମହାରାଷ୍ଟ୍ର ଭରତ ଗୋଖେ ନାୟକ। ସୁନା ବିକି…

ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍, ସୁନା ବିସ୍କୁଟ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର : ଆକାଉଣ୍ଟାଣ୍ଟଙ୍କ ଘରୁ ସୁନା ବିସ୍କୁଟ ଜବତ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟ । ୱେସ୍କୋ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଚଢାଉ ବେଳେ ସୁନା ବିସ୍କୁଟ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ ହୋଇଛି ।