ପୁଣି କମିଲା ସୁନା ଦର, ଭୁବନେଶ୍ୱରରେ ଅନ୍ୟ ସହର ତୁଳନାରେ ବହୁତ କମ୍ ରହିଛି ଦାମ୍
ପୁଣିଥରେ ସୁନା କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ସାମାନ୍ୟ କମିଲା ସୁନା ଦର । ଆଜି ପୁଣି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ସୁନା ଦାମ୍ ପୁଣି କମିଛି। ପାର୍ବଣ ଋତୁ ଚାଲିଥିବା ଯୋଗୁଁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ସୁନା ଓ ରୁପା…