Below header
Browsing Tag

gold price

ପୁଣି ଖସିଛି ସୁନା ଦର, ଜଲଦି କରନ୍ତୁ ଶୀଘ୍ର କିଣି ନିଅନ୍ତୁ

ମଙ୍ଗଳ ବାର ଦେଶ ବ୍ୟାପୀ ସୁନା ଦରରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଛି । ଦିନ ବ୍ୟାପି ବୃଦ୍ଧି ଓ କମ ପରେ ସୁନା ଓ ରୂପା ଉଭୟ ଦର କମିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହି ଦର ଦଶ ଗ୍ରାମ ପିଛା ୪୬,୦୦୦ ଟଙ୍କାରେ ସ୍ଥିର ରହିଛି । ଯେବେକି ମଙ୍ଗଳବାର ସକାଳେ ୨୨ କ୍ୟାରେଟ ସୁନା ଦର ଦଶ…

ସୁନା ଦରରେ ଆସିଛି ଏକ ବଡ ପରିବର୍ତ୍ତନ, ୧୦ ଗ୍ରାମ ପ୍ରତି ରହିଛି ଏତିକି ଟଙ୍କା

ଜୁନ ମାସ ପହିଲା ଅର୍ଥାତ ସୋମବାର ସୁନା ଦରରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି । ଏହି ଦିନ ୨୪ କ୍ୟାରେଟ ସୁନା ଦାମ ସକାଳେ ଦଶ ଗ୍ରାମ ପ୍ରତି ୩୭୭ ଟଙ୍କା ବଢିଥିବା ବେଳେ ଅପରାହ୍ନରେ ୧୧୪ ଟଙ୍କା ଖସିଛି । ଏହାପରେ ଦେଶର ଅଧିକାଂଶ ସହରରେ ସୁନା ଦାମ ୪୭,୦୪୩ ଟଙ୍କାକୁ ଆସିଛି । ଯେବେକି ଦେଶର…

ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ସୁନା ଦର !

ଏବେ ଚାଲିଛି ବିବାହ ଋତୁ। ଆଉ ଏହି ସମୟରେ ଗ୍ରାହକଙ୍କ ଝଟକା ଦେଉଛି ସୁନା ରୂପା ଦର। ସୁନା ଦର ଏବେ ସବୁ ସୀମା ପାର୍ କରିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ଆସିଥିବା ବୃଦ୍ଧି ହିସାବରେ ଶନିବାର ପାଖାପାଖି ୦.୮% ସୁନା ଦର ବୃଦ୍ଧି ପାଇଛି। ଶୁକ୍ରବାର ଏହି ଦର ୧୦ ଗ୍ରାମ ପିଛା ୪୬,୮୧୯ ଟଙ୍କା…

ରେକର୍ଡ ଭାଙ୍ଗିଲା ସୁନା-ରୂପା ଦର, ଲକଡାଉନ ସତ୍ତ୍ୱେ ରହିଛି ଆକାଶଛୁଆଁ

ଲକଡାଉନ ସତ୍ତ୍ୱେ ବଜାରରେ ଏବେ ସୁନା ଦର ଆକାଶଛୁଆଁ ହୋଇଛି। ବୁଧବାରର ସୁନା ଦର ଆଜି ପର୍ଯ୍ୟନ୍ତର ସମସ୍ତ ରେକର୍ଡ ଭାଙ୍ଗିଛି। ଏମସିଏକ୍ସରେ ସୁନା ଦାମ ୪୬,୭୮୫ରେ ପହଞ୍ଚି ଇତିହାସ ସୃଷ୍ଟି କରିଛି। ପୂର୍ବରୁ କେବେ ବି ସୁନା ମୂଲ୍ୟ ଏତେ ଟଙ୍କା ହୋଇନଥିଲା। କେବଳ ସୁନା ନୁହେଁ ରୂପା ଦାମ…

ହୁ ହୁ ହୋଇ ବଢ଼ୁଛି ସୁନା ଦର, ଏହି ସପ୍ତାହରେ ଭାଙ୍ଗିଲା ସବୁ ରେକର୍ଡ

ଏବେ ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଥିବା ବେଳେ ସୁନା ଦର କିନ୍ତୁ କମିବାର ନାଁ ନେଉନି। ଗତ ମାସେ ହେଲା ସୁନା ଦର ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବାନୁସାରେ ଏହି ସପ୍ତାହରେ ସୁନା ଦର ରେକର୍ଡ ଛୁଇଁବ। ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ପ୍ରାୟ ସାଢ଼େ ୭ ବର୍ଷର…

ଷ୍ଟକ୍ ମାର୍କେଟରେ କରୋନାର ପ୍ରଭାବ: ଭାରତୀୟ ବଜାରରେ ହ୍ରାସ ପାଇଲା ସୁନା ଓ ରୂପା ମୂଲ୍ୟ

ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟରେ କରୋନାର ପ୍ରଭାବ । ଭାରତୀୟ ସୁନା ବଜାରରେ ହ୍ରାସ ପାଇଛି ସୁନା ମୂଲ୍ୟ। ସୁନା ୧୦ ଗ୍ରାମ ପିଛା ୨୦୦୦ ଟଙ୍କା ହ୍ରାସ ପାଇଥିବା ସୂଚନା ମିଳିଛି । ଏହାସହିତ ରୂପା କିଲୋଗ୍ରାମ ପିଛା ୬୦୦୦ ରୁ ଅଧିକ ଟଙ୍କା ହ୍ରାସ ପାଇଛି। ବର୍ତ୍ତମାନ ୧୦ ଗ୍ରାମ ପିଛା ସୁନା ମୂଲ୍ୟ…

କରୋନା ଭାଇରସ୍‌ ଭୟରେ କାଙ୍ଗାଳ ହେଲା ପାକିସ୍ତାନ, ୯୪ ହଜାର ଟପିଲା ସୁନା ଦର

ନୋଭେଲ କରୋନା ଭାଇରସ୍‌(କୋବିଡ-୧୯) ଚୀନ୍‌ର ଅର୍ଥବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇଛି। ଏହି ଘାତକ ଭାଇରସ୍‌ ଯୋଗୁ କେବଳ ଚୀନ୍‌ର ଆର୍ଥିକ ବ୍ୟବସ୍ଥା ନୁହେଁ ବରଂ ଅନ୍ୟ ଦେଶ ଉପରେ ମଧ୍ୟ ପଡ଼ିଛି। ଇତି ମଧ୍ୟରେ ପାକିସ୍ତାନରେ ସୁନାର ଦର ସାମ୍ନାକୁ ଆସିଛି। ବର୍ତ୍ତମାନ ପାକିସ୍ତାନରେ ସୁନା ଦର…

ଗତ ୧୭ ଦିନ ଭିତରେ ସୁନା ପହଞ୍ଚିଲା ସର୍ବୋଚ୍ଚ ଦରରେ, ଜାଣନ୍ତୁ ଆଜିର ମୂଲ୍ୟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ତିନି ଦିନ ଧରି ବଢ଼ି ଚାଲିଛି ସୁନା ଦର । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ମୂଲ୍ୟ ରହିଛି ୩୮ ହଜାର ୬୨୦ ଟଙ୍କା । ଦିନକ ପୂର୍ବରୁ ଏହାର ମୂଲ୍ୟ ୩୮,୧୯୦ ଟଙ୍କା ଥିଲା । ସେହିପରି ୨୪ କ୍ୟାରେଟ୍‌ ସୁନାର ଦାମ୍‌ ଆଜି ୪୨ ହଜାର ୯୦ ଟଙ୍କା…

ସପ୍ତାହେ ଭିତରେ ୨ ହଜାର କମିଛି ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରତିଦିନ ଛାନିଆ କରୁଥିବା ସୁନା ଦର ଗତ ସପ୍ତାହକ ମଧ୍ୟରେ ପ୍ରାୟ ୨ ହଜାର ଟଙ୍କା କମିଛି । ଆଜି ଦେଶର ବିଭିନ୍ନ ସ୍ଥାନରେ ୧୦ ଗ୍ରାମ୍‌ ସୁନା ମୂଲ୍ୟ ୪୦ ହଜାର ଟଙ୍କା ରହିଥିଲା । ଗତ ସପ୍ତାହରେ ସୁନା ଦର ପହଞ୍ଚିଥିଲା ୪୨୮୦ ଟଙ୍କାରେ । ତେବେ ଆମେରିକା ଓ ଚୀନ୍‌…

ନିଜର ଲୋକଙ୍କୁ ସୁନା ଉପହାର ଦେବାକୁ ଚାହୁଁଛନ୍ତି କି? ତେବେ ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ସୁନାରେଟ

ଆପଣମାନେ ନିଜର ପ୍ରିୟର ଲୋକଙ୍କୁ ସୁନାର ଉପହାରା ଦେବାକୁ ଚାହୁଁଛନ୍ତି କି? କିନ୍ତୁ ଦ୍ବନ୍ଦରେ ଅଛନ୍ତି କେଉଁ ସହରରେ ଏହାର ଗ୍ରାମ ପ୍ରତି କେତେ ଟଙ୍କା ରହିଛି। ବିଶେଷ କରି ଭୁବନେଶ୍ବରରେ ଏହାର କେତେ ଦାମ ରହିଛି ତାହା ଜାଣିବାକୁ ଚାହୁଁଛନ୍ତି କି? ତେବେ  ଆମେ ଆପଣଙ୍କୁ ଜଣାଇବୁ ଆଜି…

ବଢ଼ିଲା ତେଲ ଦର, କମିଛି ସୁନା ଦର; ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ : ସାରା ଦେଶରେ ଖାଉଟି ଏବେ ହନ୍ତସନ୍ତ । ମହଙ୍ଗା ମାଡ଼ରେ ଅଥୟ । ପନିପରିବା ସାଙ୍ଗକୁ ପିଆଜର ଆକାଶ ଛୁଆଁ ଦର ଚିନ୍ତାରେ ପକାଇଥିବା ବେଳେ ଏବେ ସରକାର ତେଲ ଦର ବଢ଼ାଇ ଦେଲେଣି । ଆଜି ଜାତୀୟ ସ୍ତରରେ ପେଟ୍ରୋଲ ଦର ୭୫ ଟଙ୍କାରେ ପହଞ୍ଚିଛି । ଯାହା ଚଳିତ ବର୍ଷରେ ସର୍ବାଧିକ ଦର । ଆଜି…

କମିଲା ସୁନା ଦର, ଜାଣନ୍ତୁ କ’ଣ ରହିଛି ନୂଆ ମୂଲ୍ୟ

ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଜଲଦି କରନ୍ତୁ। ଗତି କିଛି ମାସ ହେବଣି ସୁନା ଦର ହୁ ହୁ ହୋଇ ବଢିଚାଲିଥିଲା। ଏଥିପାଇଁ ସୁନା କିଣିବାକୁ ଇଚ୍ଛୁକ ଥିବା ଲୋକ ଇଚ୍ଛା ଥାଇ ମଧ୍ୟ କିଣିପାରୁନଥିଲେ। କିନ୍ତୁ ଯଦି ଆପଣ ଏବେ ସୁନା କିଣିପାରିବେ। ସୁନା ଦର ୨୩୦୦ ଟଙ୍କା ହ୍ରାସ ପାଇଛି। ଗତ…