Browsing Tag

good news

ଲକଡାଉନ ଯୋଗୁ ଘରକୁ ଫେରି ପାରିଲେନି ମାଆ, ବାପା ତ ପୋଲିସ ପିଲାଙ୍କ ପାଇଁ ଥାନାକୁ ହିଁ କରିଦେଲା ସ୍କୁଲ

ଦିଲ୍ଲୀର ଗ୍ରେଟର କୈଳାଶରେ ଦୁଇ ସ୍କୁଲ ଛାତ୍ରୀ ଏବଂ ଅନ୍ୟ 3ଜଣ ପିଲାଙ୍କ ବାପା, ମାଆ ଲକଡାଉନ ଯୋଗୁ ଘରକୁ ଫେରିପାରି ନାହାନ୍ତି। ଫଳରେ ସ୍ଥାନୀୟ ପୋଲିସ ପିଲାମାନଙ୍କୁ ଥାନାକୁ ନେଇଆସିଛି। ଏହି ପିଲାମାନେ କୈଳାଶ କଲୋନୀର ଏମସିଡି ଆଦର୍ଶ ସ୍କୁଲରେ ପାଠ ପଢୁଛନ୍ତି। ଦୁଇଜଣ ଝିଅ ପ୍ରଥମ ଓ ଚତୁର୍ଥ…

ଚର୍ଚ୍ଚାରେ ଶାଶୂ-ବୋହୂ ଯୋଡ଼ି, ଜଣେ ଗାଉଛି ଗୀତ ତ ଆଉ ଜଣେ ବଜାଉଛି ତବଲା, ଭାଇରଲ ହେଉଛି Video

ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ଅଛନ୍ତି ଏହି ଶାଶୂ-ବୋହୂ ଯୋଡ଼ି। ସାଧାରଣତଃ ଶାଶୂ-ବୋହୂଙ୍କ ମଧ୍ୟରେ ଅନେକ ସମୟରେ ତୁ ତୁ ମେ ମେ ଲାଗିରହୁଥିବା ବେଳେ ଏମାନେ କିନ୍ତୁ ସମସ୍ତଙ୍କ ପାଇଁ ବଡ଼ ଉଦାହରଣ ପାଲଟିଛନ୍ତି। ଭାଇରଲ ହେଉଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି, ବୋହୂ ହାର୍ମୋନିୟମ…

ତେଲେଙ୍ଗାନାର ବିଜୁଳିରୁ ଆଲୋକିତ ହେଲା ଛତିଶଗଡ଼ର ଏହି ଗାଁ, ସ୍ୱାଧୀନତାର 70 ବର୍ଷ ପରେ ଜଳିଲା ବଲବ !

ଲକଡାଉନ ଭିତରେ ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ସ୍ୱାଧୀନତାର 70 ବର୍ଷ ପରେ ପ୍ରଥମ ଥର ସୁକୁମାର ନକ୍ସଲ ପ୍ରଭାବିତ ଗୋଲାପଲ୍ଲୀ ଗାଁ ସରକାରୀ ବିଜୁଳିର ସୁବିଧା ପାଇଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏଠାରେ ବିଦ୍ୟୁତ ସହ ଅତ୍ୟାବଶ୍ୟକ ସୁବିଧା…

ଆନ୍ଧ୍ର ପ୍ରଦେଶ: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 971 ଟଙ୍କା ଦାନ କଲା 4 ବର୍ଷର ଶିଶୁ, ସାଇକେଲ କିଣିବା ପାଇଁ ଜମେଇ…

ଦେଶ ପାଇଁ ଏକ ଭଲ ଖବର। ଆନ୍ଧ୍ର ପ୍ରଦେଶ ବିଜୟୱଡାରେ 4 ବର୍ଷର ଜଣେ ଶିଶୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 971 ଟଙ୍କା ଦାନ କରିଛି। ସେ ମଙ୍ଗଳବାର ବାପା, ମାଆଙ୍କ ସହ ତାଡେପଲ୍ଲୀସ୍ଥିତ YSR କଂଗ୍ରେସ ଦଳ କାର୍ଯ୍ୟାଳୟ ଯାଇ ସୂଚନା ଓ ଜନସମ୍ପର୍କ ମନ୍ତ୍ରୀ ପେରୋନି ଭେଙ୍କଟରାମେୟାଙ୍କୁ ଏହି ରାଶି…

ହାଉସ୍‌ମେଡ୍‌ଙ୍କ ଭିଜିଟିଙ୍ଗ୍‌ କାର୍ଡ ହେଲା ଭାଇରାଲ, କାମ ପାଇଁ ଆସୁଛି ଅଫର ପରେ ଅଫର

ଭିଜିଟିଙ୍ଗ୍‌ କାର୍ଡ ମାଧ୍ୟମରେ କାମ କରିବାକୁ ଇଚ୍ଛା ରଖିଥିବା ଏହି ମହିଳା ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଛାଇଯାଇଛନ୍ତି। ମହିଳାଙ୍କ ନାଁ ଗୀତା କାଲେ। ଗୀତା ଅନ୍ୟ ଘରେ ମେଡ୍‌ କାମ କରିଥାଆନ୍ତି। ପୁନେର ବାବ୍‌ଧନ ଅଞ୍ଚଳରେ ଘରୋଇ କାମ କରୁଥିବା ଗୀତାଙ୍କର ଚାକିରି ଚାଲିଯାଇଥିଲା। ଚାକିରି ଯିବା…

ଗୁଡ୍ ନ୍ୟୁଜ୍ ଇଣ୍ଡିଆର ୧୦୭ ଛାତ୍ରଛାତ୍ରୀ , ପରୀକ୍ଷା ଦେବାକୁ ନେଇ ବଢ଼ିଛି ଚିନ୍ତା

ନବରଙ୍ଗପୁର (କେନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲାର ୧୦୭ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଠେଲି ହୋଇଯାଉଛି। ଅନାଥ ଶିଶୁ ଏବେ ଅସହାୟ ହୋଇପଡିଛନ୍ତି। ଗତ ଏକ ମାସ ତଳେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ହଷ୍ଟେଲରୁ ୧୦୭ଜଣ ଶିଶୁଙ୍କୁ ଉଦ୍ଧାର କରି ନିଜ ଘରକୁ ପଠାଇଥିଲା ଜିଲ୍ଲା ପ୍ରଶାସନ ।…