Browsing Tag

google app

ୟୁଜରଙ୍କ ସୁରକ୍ଷା ପାଇଁ ଗୁଗଲ ହଟାଇଲା ୨,୨୦୦ ଫ୍ରଡ୍‌ ଲୋନ୍‌ ଆପ୍ସ, ସରକାର ଦେଲେ ସୂଚନା

ଗୁଗଲ ସବୁବେଳେ ନିଜ ୟୁଜରଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଥାଏ । ଗୁଗଲ ନିଜ ୟୁଜରଙ୍କ ପାଇଁ ଏଭଳି କିଛି ପଦକ୍ଷେପ ନେଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁଗଲ ୟୁଜରଙ୍କ ସୁରକ୍ଷା କୁ ନଜରରେ ରଖି ଅନେକ ଲୋନ୍‌ ଆପକୁ ପ୍ଲେ ଷ୍ଟୋରରୁ ଡିଲିଟ କରିଛି । ଗୋଟିଏ କି ଦୁଇଟି ଆପ୍‌ ନୁହେଁ…

ଅମାନିଆ ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର, ବିମାନରେ ବସିବା ମାତ୍ରେ ଆପେ ଆପେ ଅନ୍ ହେବ ଫ୍ଲାଇଟ୍ ମୋଡ୍

ଗୁଗଲ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ଆଣିଥାଏ । ବର୍ତ୍ତମାନ ସମୟରେ ଲୋକମାନେ ଗୁଗଲର ବ୍ୟବହାର ପ୍ରତ୍ୟେକ କାମ ପାଇଁ କରୁଛନ୍ତି । ସକାଳର ଆରମ୍ଭରୁ ଶୋଇବା ପର୍ଯ୍ୟନ୍ତ ଲୋକମାନେ ବିନା ଗୁଗଲରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି । ଆଧୁନିକ ସମୟରେ ଟେକ୍ନୋଲୋଜିରେ…

ଭୁଲ ରାସ୍ତା ଦେଖାଇବନି ଗୁଗଲ ମ୍ୟାପ, ଆସୁଛି ଏହି ସାନଦାର ଫିଚର

(କେନ୍ୟୁଜ ବ୍ୟୁରୋ): ଅନେକ ସମୟରେ ଗୁଗଲ ମ୍ୟାପ ଭୁଲ ରାସ୍ତା ଦେଖାଇଥାଏ । ଏହା ଦ୍ୱାରା ଅନେକ ଲୋକ ସମସ୍ୟାରେ ପଡ଼ିଥାନ୍ତି । କିନ୍ତୁ ଖୁବଶୀଘ୍ର ଏହି ସମସ୍ୟାରୁ ମୁକ୍ତି ମିଳିବ । କାରଣ ଗୁଗଲ ମ୍ୟାପରେ ଏକ ନୂଆ ଷ୍ଟ୍ରିଟ ଭ୍ୟୁ ଫିଚର ଯୋଡ଼ା ଯାଉଛି । ପୂର୍ବରୁ ଏହି ଫିଚର ଦିଲ୍ଳୀ ସମେତ କେତେକ…

Google ଆମ ବିଷୟରେ କ’ଣ ଜାଣିଛି? ଜାଣିବା ପାଇଁ ଫଲୋ କରନ୍ତୁ ଏହି ସହଜ ଟିପ୍ସ

ଆଜିକା ସମୟରେ ଗୁଗଲ୍‌ର ଆବଶ୍ୟକତା ଏତେ ବଢ଼ି ଯାଇଛି ଯେ ଏହା ବିନା କୌଣସି କାର୍ଯ୍ୟ କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ସେ ବ୍ୟକ୍ତିଗତ କାର୍ଯ୍ୟ ହେଉ କି ଅଫିସ୍ କାର୍ଯ୍ୟ, ସବୁ ଜାଗାରେ ଗୁଗଲ ଦରକାର ପଡ଼ିଥାଏ। ଏହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଗଲାଣି। ଏହା ଆମକୁ ବିଭିନ୍ନ…

ହଠାତ୍‌ ଡାଉନ ହେଲା ଦୁନିଆର ବଡ ସର୍ଚ୍ଚ ଇଂଜିନ ଗୁଗଲ୍‌, ୪୦ ହଜାରରୁ ଅଧିକ ଲୋକେ ହେଲେ ପ୍ରଭାବିତ

ସାରା ବିଶ୍ୱରେ ଆଜି ଅର୍ଥାତ୍‌ ୯ ଅଗଷ୍ଟ ସକାଳ ପ୍ରାୟ ୭ଟାରେ ଗୁଗଲ୍ ସର୍ଚ୍ଚ ଇଞ୍ଜିନ୍ ପ୍ରାୟ ୧୦ ମିନିଟ୍ ପାଇଁ ଡାଉନ୍ ହୋଇଥିଲା । ଅବଶ୍ୟ କମ୍ପାନୀ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେଇଥିଲା, ଯେଉଁ କାରଣରୁ ଗୁଗଲର ସେବା ପୁନର୍ବାର କାମ କରିବା ଆରମ୍ଭ କରିଥିଲା । ତେବେ ଦୁନିଆର ସବୁଠୁ ବଡ…

ଏବେ ବିନା ଇଣ୍ଟରନେଟର ଜି-ମେଲର ବ୍ୟାକଅପକୁ କରିପାରିବେ ରିଷ୍ଟୋର, ଜାଣନ୍ତୁ କିପରି

ଗୁୁଗୁଲ ତାର ୟୁଜର୍ସଙ୍କ ପାଇଁ ବିଭିନ୍ନ ପ୍ରକାର ଫିଚର ଆଣିଥାଏ। ଏବେ କିନ୍ତୁ ଗୁଗୁଲର ନୂଆ ଫିଚର ରହିଛି ସବୁଠୁ ଅଲଗା। ଯାହାଦ୍ୱାରା ଆପଣ ଡିଲେଟ ମେସେଜକୁ ବ୍ୟାକଅପ କରିପାରିବେ। ସେ ପୁଣି ବିନା ଇଣ୍ଟରନେଟରେ। କେମିତି ଭାବୁଛନ୍ତି, ଭିିଡ଼ିଓରୁ ଜାଣନ୍ତୁ ଫର୍ମୁଲା.. ଗୁୁଗୁଲର ଜିମେଲ ଏକ ବଡ଼…

ସାବଧାନ! ହ୍ଵାଟସଆପ ସହ ଗୁଗୁଲ ଆପରୁ ଆପଣଙ୍କ ତଥ୍ୟ ହୋଇପାରେ ଚୋରି

ଇଣ୍ଡିଆନ କମ୍ପ୍ୟୁଟର ଏମରଞ୍ଜେନସି ରେସପନ୍ସ ଟିମର ରିପୋର୍ଟ ଅନୁଯାୟୀ ହ୍ଵାଟସଅପ ଓ ଗୁଗୁଲ କ୍ରୋମ ମୋବାଇଲ ଆପରୁ ତଥ୍ୟ ଚୋରି ହେବାର ଖବର ସାମ୍ନାକୁ ଆସିଛି। ଦେଶର ସାଇବର ସୁରକ୍ଷା ଏଜେନସି ଶନିବାର ଏ ସଂପର୍କରେ ସୂଚନା ଦେଇଛନ୍ତି। ହ୍ଵାଟସଆପରୁ ତଥ୍ୟ ଚୋରି ହେବାର ଖବର ସମସ୍ତଙ୍କ ଚିନ୍ତା…

ଆଣ୍ଡ୍ରଏଡ ଗ୍ରାହକଙ୍କ ପାଇଁ ବଦଳିବ ଗୁଗୁଲ ମେସେଜିଂ ଆପର ଚେହେରା, ମିଳିବ ଅନେକ ନୂଆ ଫିଚର

ନୂଆଦିଲ୍ଲୀ : ଗୁଗୁଲ ନିଜର ଏସଏମଏସ ଆପକୁ ସଂପୂର୍ଣ୍ଣ ଭାବେ ବଦଳିବାକୁ ଯାଉଛି ଯାହାର ଆରମ୍ଭ ଚଳିତ ମାସରୁ ହିଁ ଆରମ୍ଭ ହେବାକୁ ଯାଉଛି। ମିଡିଆ ରିପୋର୍ଟ ମୁତାବକ, ଗୁଗୁଲ ନିଜର ଏସଏମଏସ୍ ସର୍ଭିସକୁ (ଆରସିଏସ) ନାମକୁ ଏକ ନେକ୍ଟ ଜେନେରେସ୍ ପ୍ଲାଟଫର୍ମ ସହ ରିପ୍ଳେସ୍ କରିବାକୁ ଯାଉଛି।…