ଭାରତରେ ଲଞ୍ଚ ହେଲା Google Pixel 9a, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
ସ୍ମାର୍ଟଫୋନ୍ କିଣୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଟେକ୍ ଜାଏଣ୍ଟ Google ବହୁତ୍ ଦିନର ଅପେକ୍ଷା ପରେ ଶେଷରେ Google Pixel 9a କୁ ଭାରତରେ ଲଞ୍ଚ କରିଛି । କମ୍ପାନୀ ଏହାକୁ ଭାରତ ସହିତ ଗ୍ଲୋବାଲ୍ ମାର୍କେଟରେ ପାଇଁ ମଧ୍ୟ ଉପସ୍ଥାପନ କରିଛି । Google ନିଜର ନୂଆ ସ୍ମାର୍ଟଫୋନରେ ବହୁତ…