Browsing Tag

gop news

ଭକ୍ଷକ ପାଲଟିଛି ରକ୍ଷକ, ମାଲିକ କଥାକୁ ମାନି ମାଛକୁ ଜଗିଛି ଆଜ୍ଞାଧିନ ବିରାଡ଼ି

କଥାରେ ଅଛି ରକ୍ଷକ ଯଦି ଭକ୍ଷକ ପାଲଟିଯାଏ, ତେବେ ସବୁ କଥା ସାରିଲା । କିନ୍ତୁ ଏଠି କଥାଟା ପୁରା ଓଲଟା ଦେଖୁନାହାନ୍ତି କିଭଳି ଭାବେ ଖାଦ୍ୟକୁ ଜଗି ବସିଛି ଖାଦକ । ଆଜି ମାଛ ବାର ଆଜ୍ଞା ଦୋକାନରେ ମାଛ ବି ରେଡି ହୋଇ ରଖାଯାଇଛି ବିକ୍ରି କରିବା ପାଇଁ । କମ୍ପ୍ୟୁଟର ଦଣ୍ଡି ପାଲ ବି ଥୁଆ ହୋଇଛି…

ନିଆରା ଢଙ୍ଗରେ ବଣ ଭୋଜି ମଜା ନେଉଛନ୍ତି ପର୍ଯ୍ୟଟକ, ପରିବାର ଓ ସାଙ୍ଗସାଥିଙ୍କ ମେଳରେ କରୁଛନ୍ତି ଉପଭୋଗ

ଗୋପ (କେନ୍ୟୁଜ୍‌): ଏବେ ପର୍ଯ୍ୟଟନ ଋତୁରେ ସବୁ ପର୍ଯ୍ୟଟନସ୍ଥଳ ଚଳଚଞ୍ଚଳ ହେଉଥିବା ବେଳେ କୋଣାର୍କ ଠାରୁ ଆରମ୍ଭକରି ମା ରାମଚଣ୍ଡୀ ମନ୍ଦିର ପର୍ଯ୍ୟନ୍ତ ସ୍ୱର୍ଣ୍ଣାଭ ବେଳା ଭୂମି ପାଲଟିଛି ଜନ ସମୁଦ୍ର । ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସି ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ…

ଗୋପ ପୋଲିସ୍ ହାତରେ ବାଇକ୍‌ ଲୁଟେରା ଗ୍ୟାଙ୍ଗ: ୪ଗିରଫ, ୮ରୁ ଉର୍ଦ୍ଧ୍ୱ ଗାଡି ଜବତ

ଗୋପ(କେନ୍ଯୁଜ୍): ଗୋପ ପୋଲିସର ବଡ଼ ସଫଳତା । ଚାରିଜଣ ବାଇକ ଚୋର ଗ୍ଯାଙ୍ଗକୁ ଗିରଫ କରି କୋର୍ଟ ଚାଲଣ କରିଛି। ସୂଚନା ଅନୁସାରେ ଗୋପ, ନିମାପଡା, କୋଣାର୍କ ଓ ବାଲିପାଟଣା ଅଞ୍ଚଳରୁ ଦୀର୍ଘ ଦିନହେବ ଲଗାତାର ଭାବେ ବାଇକ ଚୋରି ହେଉଥିବାରୁ, ଏହା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଗତ…

ବାଃ ଶ୍ୱଶୁର ଘର ହେବ ତ ଏମିତି, ଜ୍ୱାଇଁ ଡାକରାରେ ଖୁଆଇଲେ ୭୫ ବ୍ୟଞ୍ଜନ

ଆପଣ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ କିଭଳି ଆତିଥ୍ୟ ମିଳେ ସେ ବିଷୟରେ ନିଶ୍ଚୟ ଭଲ କରି ଜାଣିଥିବେ । ସେଠି ଜ୍ୱାଇଁର ଥାଟବାଟ ଟିକେ ଅଲଗା। ଶ୍ୱଶୁର ଘରେ ଜ୍ୱାଇଁଙ୍କ ଭାଉ ସବୁଠୁ ଅଧିକ । ସବୁଆଡେ ସବୁ କିଛି ଚଳିଯିବ ହେଲେ ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚାରେ ଜମା ଏପଟ ସେପଟ ନାହିଁ। ଯଦି ଜ୍ୱାଇଁ…