RSS କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସରକାରୀ କର୍ମଚାରୀ, କେନ୍ଦ୍ର ସରକାର ହଟାଇଲେ ୫୮ ବର୍ଷ ପୁରୁଣା ପ୍ରତିବନ୍ଧକ
ଏବେ RSS କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସରକାରୀ କର୍ମଚାରୀ । କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି । ତେବେ ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ଶାସକ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ବେଚ୍ଛାସେବୀ ସଂଗଠନ (ଆରଏସଏସ) ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନୁହେଁ ବୋଲି କୁହାଯାଉଛି ।…