BECIL ରେ ୨୩୧ ପଦବୀ ଖାଲି, ରିଟାୟର୍ଡ କର୍ମଚାରୀ ତୁରନ୍ତ କରନ୍ତୁ ଆବେଦନ
ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । BECIL ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ୨୩୧ ପଦବୀ ପାଇଁ ଭର୍ତ୍ତି ହେଉଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏଠାରେ କଣ୍ଟେଣ୍ଟ ଏଡିଟର, ମନିଟର, ସିଷ୍ଟମ ଟେକ୍ନିସିଆନ ଇତ୍ୟାଦି ପଦବୀ ଖାଲିପଡିଛି ।…