ବିନା ଆବେଦନ ଶୁଳ୍କରେ କରନ୍ତୁ ଆବେଦନ, ordnance factory ରେ ୧୦୦ରୁ ଅଧିକ ପଦବୀ ଖାଲି
ଅର୍ଡିନାନ୍ସ ଫ୍ୟାକ୍ଟ୍ରରେ ଚାକିରି କରିବାର ସୁଯୋଗ । ବିନା ଆବେଦନ ଶୁଳ୍କରେ କରନ୍ତୁ ଆବେଦନ । ଅଫଲାଇନରେ ପଠାନ୍ତୁ ଆବେଦନ ପତ୍ର। ଶେଷ ତାରିଖ ମେ ୫ ତାରିଖ ।
![ordance_factory](https://knewsodisha.com/wp-content/uploads/2023/04/ordance_factory.jpg)
ଚାକିରି ଖୋଜୁଥିବା ଯୁବପିଢିଙ୍କପାଇଁ ଖୁସି ଖବର । ଅର୍ଡିନାନ୍ସ ଫ୍ୟାକ୍ଟ୍ରି, ଇଟାରସୀ କେମିକାଲ ପ୍ରୋସେସ ଓ୍ଵାର୍କର ପଦବୀ ପାଇଁ ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ଆବେଦନ କରିଦିଅନ୍ତୁ । ଏଥିପାଇଁ ଅଫଲାଇନ ଆବେଦନ କରିବାକୁ ହେବ । ଏଠାରେ ୧୦୦ ପଦ ଖାଲି ପଡିଛି ।
ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଆପ୍ଲିକେସନ ଫର୍ମ ଡାଉନଲୋଡ କରିବା ପାଇଁ munitionsindia.co.in କୁ ଯାଇ ଆବେଦନ କରିପାରିବେ ।
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ମେ ୫, ୨୦୨୩ ରହିଛି । ଶେଷ ତାରିଖ ପୂର୍ବରୁ ଅଫଲାଇନ ମାଧ୍ୟମରେ ଆବେଦନ ପତ୍ର ପହଞ୍ଚିବା ଜରୁରୀ ।
ପଦବୀ ବିବରଣୀ : ୧୦୦
ଅଣସରଂକ୍ଷିତ : ୪୦
ଓବିସି: ୧୫
ଅନୁସୂଚିତ ଜାତି : ୧୫
ଅନୁସୂଚିତ ଜନଜାତି: ୨୦
EWS: ୧୦
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀNTC ସାର୍ଟିଫିକେଟ ରଖିଥିବା ଜରୁରୀ ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ହୋଇଥିବା ଜରୁରୀ ।
ଆବେଦନ ଶୁଳ୍କ : ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।
ଆବେଦନ ପତ୍ର ପଠାଇବା ଠିକଣା :
Application for the post of tenure based CPW personnel on contract basis
General Manager, Ordnance Factory, Itarsi, District – Narmadapuram, Madhya Pradesh – 461122
https://munitionsindia.co.in/wp-content/uploads/2023/04/OFI_Advt_13-4-2023.pdf