Browsing Tag

greatness

ବସ୍ କଣ୍ଡକ୍ଟରଙ୍କ ମହାନତା: ଯାତ୍ରା କରୁଥିବା ଯାତ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଫେରାଇଲେ ବ୍ୟାଗ୍ ସହ…

ବ୍ରହ୍ମପୁର(କେନ୍ୟୁଜ୍): ଆଜି ବି ବଞ୍ଚିଛି ମାନବିକତା , ବଞ୍ଚିଛି ସାଧୁତା। ଲୋଭ ମାୟା ଠାରୁ ଊର୍ଦ୍ଧ୍ବରେ ଅଛନ୍ତି ଅନେକ ମଣିଷ । ଏମିତି ଜଣେ ମଣିଷ ଯିଏ ସମ୍ମାନ ଓ ମଣିଷପଣିଆ ଆଗରେ ସବୁ ତୁଚ୍ଛ ବୋଲି ମନେ କରନ୍ତି। ସେ ହେଉଛନ୍ତି ବସ୍ କଣ୍ଡକ୍ଟରସ ସରୋଜ କୁମାର ଦାଶ । ଏମିତି ଏକ ଘଟଣା…

ମହିଳାଙ୍କୁ ସହାୟତା କରି ଚର୍ଚ୍ଚାରେ ଆନ୍ଧ୍ର ଟେକିଲି ଥାନା ଏସଆଇ

ପାରଳାଖେମୁଣ୍ଡି : ପୋଲିସ ଏସ୍‌ଆଇଙ୍କ ମହାନତା । ଜଣେ ମହିଳାଙ୍କୁ ସହାୟତା କରି ଚର୍ଚ୍ଚାରେ ଆନ୍ଧ୍ର ଟେକିଲି ଥାନା ଏସଆଇ ଏନ. ଚନ୍ଦ୍ର ଶେଖର । ହାଇଦ୍ରାବାଦରୁ ଏକ କାର ଯୋଗେ ମହିଳା ଜଣକ ସ୍ୱାମୀଙ୍କ ସହ ବାଲେଶ୍ୱର ଯାଉଥିବା ବେଳେ ବାଟରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । କରୋନାରେ ତାଙ୍କର…

ସ୍ବାସ୍ଥ୍ୟ କେନ୍ଦ୍ରର ବିତ ପରିଚାଳକ ଓ ବ୍ଲକ ଅଧକ୍ଷଙ୍କ ମହାନତା: କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସମ୍ପନ୍ନ କଲେ…

ମାହାଙ୍ଗା: କରୋନା ପଜେଟିଭଙ୍କ ମୃତ୍ୟ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ମୃତକଙ୍କ ପୁଅ,ଝିଅ,ବ୍ଲକ ଅଧ୍ୟକ୍ଷ, ମାହାଙ୍ଗା ମେଡିକାଲ ବିତ ପରିଚାଳକ ଓ ସିକ୍ୟୁରିଟି ଗାର୍ଡ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ l ଶ୍ରୀକୃଷ୍ଣ ପୁର…

ରାଜଧାନୀରେ ମହାନତା ଦେଖାଇଲେ ମହିଳା ଟ୍ରାଫିକ ପୋଲିସ୍ , ଦୁର୍ଘଟଣାରେ ଆହତ ମହିଳାଙ୍କୁ ଯୋଗାଇଲେ ପ୍ରାଥମିକ ଚିକିତ୍ସା

ଭୁବନେଶ୍ବର: ରାଜଧାନୀରେ ମହିଳା ଟ୍ରାଫିକ ପୋଲିସଙ୍କ ମହାନତା । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ଚିକିତ୍ସା କଲେ ଟ୍ରାଫିକ କର୍ମଚାରୀ । ରାସ୍ତାକଡ଼ରେ ତାଙ୍କୁ ନିଜେ ଚିକିତ୍ସା କଲେ ମହିଳା ଟ୍ରାଫିକ କର୍ମଚାରୀ । ଆହତ ମହିଳାଙ୍କ ପ୍ରାଥମିକ ଚିକତ୍ସା କଲେ ଟ୍ରାଫିକ କର୍ମଚାରୀ ।…

ପୁଣି ମହାନତା ଦେଖାଇଲେ ଯବାନ, ବନ୍ଯା ପାଣିରେ ପଶି ଏମିତି ଯୋଗାଇଲେ ସେବା

ମାଲକାନଗିରି(କେନ୍ଯୁଜ୍): ଅନୁକୂଳ ପରିବେଶ ହେଉ କି ପ୍ରତିକୂଳ ସମୟକୁ ଏକ କରି ଯବାନ ତାର ଲକ୍ଷ୍ୟରେ ଆଗକୁ ବଢିଥାଏ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜାଗରଗୁଣ୍ଡା ଜଙ୍ଗଲରେ। ଆମ ଯବାନ ଏକ ବଡ଼ ଧରଣର ଅପରେସନରେ ସଫଳ ହୋଇ ୪…