Browsing Tag

groom

ଯୌତୁକ ନେବାକୁ ଅରାଜି ହେଲେ ଶିକ୍ଷକ ବର, ଶଶୁରଘର ଦେଲେ ଲକ୍ଷେ ଟଙ୍କାର ବହି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଜଣେ ଶିକ୍ଷକକୁ ଶଶୂର ଘର ଲୋକେ ଯୌତୁକରେ ୧ଲକ୍ଷ ଟଙ୍କାର ଏକ ହଜାର ବହି କିଣି ଦେଇଛନ୍ତି ।ଶିକ୍ଷକ ସୂର୍ଯ୍ୟକାନ୍ତ ବରିକ ବାହାଘରରେ ଯୌତୁକ ନନେବା ପାଇଁ ସର୍ତ୍ତ ରଖିଥିଲେ । କିନ୍ତୁ ବାହାଘର ଦିନ ଶଶୁରଘର ଲୋକେ ୧ହଜାର ବହି ଦେଇ ତାଙ୍କୁ ଆଶ୍ଚର୍ଯ୍ୟଚକିତ…

ଲେକାତନ୍ତ୍ରର ପର୍ବରେ ସାମିଲ ହେବା ପାଇଁ ବେଦୀ ଛାଡି ବୁଥରେ ପହଞ୍ଚିଲେ ବର, ଆଉ ଦେଲେ ଏମିତି ବାର୍ତ୍ତା

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସରା ଦେଶରେ ଭୋଟର ମାନଙ୍କ ମଧ୍ୟରେ ଦେଖାଦେଇଥିଲା ଏକ ଅଦ୍ଭୁତପୁର୍ବ ଉତ୍ସାହ । ସବୁ ବର୍ଗର ବ୍ୟକ୍ତିବିଶେଷ ଏହି ଭୋଟ ଦାନ ଉତ୍ସବରେ ସାମିଲ ହେବା ପାଇଁ ଆଗ୍ରହ ସହକାରେ ଅପେକ୍ଷା କରି ରହିଥିବାର ଦେଖା ଯାଇଥିଲା ।  ବିଶେଷ କରି ନୂଆ ପିଢ଼ିର ଭୋଟର ଏହାକୁ ବେଶ…

ରୋଡ଼ ରୋଲରେ କନିଆଁ ନେବାକୁ ଆସିଲେ ବର : ଲୋକ ଦେଖି ହେଲେ ଆଶ୍ଚର୍ଯ୍ୟ

ଲୋକ ନିଜର ବିବାହାକୁ ସ୍ମରଣୀୟ କରିବା ପାଇଁ ନାହିଁ ନଥିବା କାମ କରିଥାନ୍ତି। ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ ମଧ୍ୟ କରିଥାନ୍ତି। ଏହିପରି ନିଜ ବିବାହକୁ ସ୍ମରଣୀୟ ଏବଂ ଭିନ୍ନ କରିବା ପାଇଁ ଜଣେ ବ୍ୟକ୍ତି ଏପରି ଏକ କାମ କରିଛନ୍ତି ଯାହାକୁ ଦେଖି ଆପଣ ହେବେ ଆଶ୍ଚର‌୍ୟ୍ୟ। ପଶ୍ଚିମ ବଙ୍ଗଳା…

ମତେ Apache ଦରକାର . . . ପସନ୍ଦର ଗାଡି ନମିଳିବାରୁ ବିବାହ ପାଇଁ ଅରାଜି ହେଲା ପୁଅ, ଆଉ ତାପରେ କଣ ହେଲା ଦେଖନ୍ତୁ

ଯୌତୁକ ଗାଡି ପସନ୍ଦ ଆସିଲାନି । ତେଣୁ ବିବାହ ପାଇଁ ମନା କରିଦେଲା ବର । ଝିଅ ଘର ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ମାନିଲାନି ପୁଅ । ତାପରେ ଯାହା ହେଲା ଘଟିଲା ପାଲଟିଗଲା ଗଣମାଧ୍ୟମର ଖବର । ଅମାନିଆ ବର ପାଖରେ ଧର‌୍ୟ୍ୟ ହାରି ଶେଷରେ ଝିଅ ଘର ଲୋକ ପୁଅକୁ କଲେ ଲଣ୍ଡା । ଘଟଣାଟି ଘଟିଛି…