ଭାରତର କେଉଁ ରାଜ୍ୟର ଲୋକ ସବୁଠାରୁ ଅଧିକ ବିଦେଶ ଯାଉଛନ୍ତି? କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କୋଟି କୋଟି ଭାରତୀୟ ବିଦେଶ ଯିବାର ସ୍ୱପ୍ନ ଦେଖନ୍ତି , କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଦେଶ ଛାଡି ବିଦେଶରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶ ଛାଡି ବିଦେଶରେ ବସବାସ କରୁଥିବା ଅଧିକାଂଶ ଲୋକ ସେହି ରାଜ୍ୟରୁ ଆସିଛନ୍ତି…