Browsing Tag

gujurat

ପେଟ ନା ହାର୍ଡଓ୍ଵାର ଷ୍ଟୋର, ଯୁବକଙ୍କ ପେଟରୁ ବାହାରିଲା ସେପ୍ଟିପିନ, ଲୁହା କଣ୍ଟା, ନେଲ କଟର ଓ ହେୟାର ପିନ ପରି ୪୫୨…

ପେଟ ନା ହାର୍ଡଓ୍ଵାର ଷ୍ଟୋର ? ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟା ସତ । ଏଭଳି କିଛି ଜିନିଷ ଜଣେ ଯୁବକଙ୍କ ପେଟରୁ ବାହାରିଛି । ସେପ୍ଟିପିନ, ଲୁହା କଣ୍ଟା, ନେଲ କଟର ଓ ହେୟାର ପିନ ପରି ୪୫୨ ଖଣ୍ଡ ଲୁହା ପେଟରୁ ବାହାରିଛି । ଗୁଜୁରାଟ ଅହମ୍ମଦାବାଦରେ ଏପରି ଅଜବ ଘଟଣା…

୩୭୦ ଉଚ୍ଛେଦ ହେବାପରେ ନିଆର ଢଙ୍ଗରେ ଖୁସି ମନାଉଛନ୍ତି ଏହି ଦୋକାନୀ, ଜାଣନ୍ତୁ କେମିତି

ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ସାରା ଦେଶରେ ଚାଲିଛି ସେଲିବ୍ରେସନ୍‌ । ସରକାରଙ୍କ ନିଷ୍ପତ୍ତିକୁ ଲୋକେ ସ୍ୱାଗତ କରିଛନ୍ତି । ଗୁଜୁରାଟ ଭଦୋଦରାର ଜଣେ ଦୋକାନୀ ନିଆରା ଢଙ୍ଗରେ ଖୁସି ମନାଇଛନ୍ତି। ସେ ଲୋକମାନଙ୍କୁ ମାଗଣାରେ ଢୋକଲା ବାଣ୍ଟିଛନ୍ତି। କାଶ୍ମୀରର ଲୋକଙ୍କୁ ମଧ୍ୟ…

ଦେଢବର୍ଷର ଶିଶୁ ପାଇଁ ବସୁଦେବ ସାଜିଲେ ଏହି ପୋଲିସ୍ ଅଫିସର, ଫଟୋ ଦେଖି ମନେପଡିଲେ ଭଗବାନ୍ ଶ୍ରୀକୃଷ୍ଣ

ବର୍ଷା ଯୋଗୁଁ ଗୁଗୁରାଟ ବଡୋଦ୍ରାର ଚେହରା । ପାଣି ପାଣି ହୋଇଯାଇଛି ପୁରା ସହର । ଏଯାଏ ପ୍ରାୟ ୬ ଜଣଙ୍କ ଜୀବନ ନେଇସାରିଲାଣି ବର୍ଷା । ଯେତେବେଳେ କି ୪୦୦୦ ଲୋକଙ୍କୁ ସୁରକ୍ଷି ସ୍ଥାନକୁ ପହଂଚା ସରିଛି । ଲୋକଙ୍କ ସୁରକ୍ଷା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଚଲାଇଛି ପ୍ରଶାସନ । ତେବେ ଏହା ମଧ୍ୟରେ ଜଣେ…

ପରୀକ୍ଷାରେ ସାମୁହିକ ନକଲର ସବୁଠାରୁ ବଡ଼ ମାମଲା, ଗୋଟିଏ ପ୍ରଶ୍ନର ଗୋଟିଏ ପ୍ରକାର ଭୁଲ୍ ଉତ୍ତର ଲେଖିଛନ୍ତି ୯୫୯…

ପରୀକ୍ଷାରେ ସାମୁହିକ ନକଲର ଏକ ବଡ଼ ମାମଲା ଆସିଛି ଗୁଜୁରାଟରୁ । ଦ୍ବାଦଶ ପରୀକ୍ଷାରେ ପ୍ରାୟ ୯୫୯ ଜଣ ପରୀକ୍ଷାର୍ଥୀ ସାମୁହିକ ନକଲ କରିଛନ୍ତି । ଗୁଜୁରାଟ ସେକେଣ୍ଡାରୀ ଆଣ୍ଡ ହାୟର ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ଇତିହାସରେ ନକଲର ଏହା ସବୁଠାରୁ ବଡ଼ ମାମଲା ବୋଲି କୁହାଯାଉଛି । ମାମଲାଟି…

ଗାଁର ଯେଉଁ ସରକାରୀ ସ୍କୁଲରେ ପଢ଼ିଥିଲେ ପାଠ, ଏବେ ତାହାର ପ୍ରତ୍ୟେକ ଶ୍ରେଣୀରେ ଏସି ଲଗାଇଛନ୍ତି ବାବୁଭାଇ

ଅହମଦାବାଦ : କୁହାଯାଇଥାଏ ଲୋକଙ୍କୁ କେବେ ମଧ୍ୟ୍ ନିଜର ମୂଳଦୁଆକୁ ଭୁଲିବା ଉଚିତ୍ ନୁହଁ। ଗୁଜରାତର ବାବୁଭାଇ ମେରାଡିୟା ଏହି କଥାକୁ ପୁଣିଥରେ କରିଛନ୍ତି ପ୍ରମାଣ। ସେ ନିଜର ମୂଳ ଯେଉଁଠାରୁ ସେ ତାଙ୍କ ଜୀବନର ଶିକ୍ଷା ଅର୍ଜନ କରିଛନ୍ତି ତାକୁ ଭୁଲି ନାହାନ୍ତି। ଏହି କଥାକୁ ଧ୍ୟାନରେ ରଖି…

କଣ ସତରେ ଏ ଗାଁ ! ଭାରତର ଏମିତି ଏକ ଗ୍ରାମ ଯେଉଁଠାରେ ମିନେରାଲ ୱାଟର ସହ  ମିଳିଥାଏ ମାଗଣା ୱାଇଫାଇ

ଏକ ଏଭଳି ଗାଁ ଯେଉଁଠି ଲୋକ ପିଅନ୍ତି ମିନରାଲ ଓ୍ଵାଟର୍‌ । ୱାଇଫାଇ ବ୍ୟବହାର କରନ୍ତି ଗ୍ରାମବାସୀ । ଘରେ ଘରେ ଶୌଚାଳୟ, ଜାଗା ଜାଗାରେ ସିସିଟିଭି । ଏଠି ସେ ସମସ୍ତ ସୁବିଧା ଉବଲବଧ ଯାହା ଦେଖିବାକୁ ମିଳେ ବଡ ବଡ ସହରରେ । ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଜଣେ ସରପଞ୍ଚଙ୍କୁ ଭେଟାଇବୁ, ଯିଏ ନିଜ…

ସର୍ବସାଧାରଣରେ Pubg ଖେଳିବା ହେଲା କାଳ, ଗୁଜରାତରେ ୧୦ ଜଣଙ୍କୁ ପୋଲିସ କଲା ଗିରଫ

ରାଜକୋଟ : ଗୁଜରାତ ରାଜକୋଟ କଲେଜର ୧୦ଜଣ ଛାତ୍ରଙ୍କୁ ସାର୍ବଜନିକ ସ୍ଥଳରେ ପବଜି ଖେଳିବା ମହଙ୍ଗା ପଡିଛି । ଏନେଇ ସ୍ଥାନିୟ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପରବର୍ତ୍ତି ସମୟରେ ତାଙ୍କୁ ଜାମିନ ଦିଆଯାଇଛି । ଗୁଜରାତରେ ପାଞ୍ଚ ଦିନ ପୂର୍ବେ ପୋଲିସ ପବଜି ଗେମ୍‌ ଖେଳିବାକୁ ବ୍ୟାନ୍‌ କରିବା…

ଗୁଜରାଟରେ ଗୁରଗାଓଁର ପୁନରାବୃତ୍ତି: ସ୍କୁଲ ଟଏଲେଟ୍‌ରୁ ଛାତ୍ରଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର

ଗୁଜରାଟ : ଗୁଜରାଟରେ ଗୁରଗାଓଁର ପୁନରାବୃତ୍ତି । ସ୍କୁଲ ଟଏଲେଟ୍‌ରୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଛି । ପେଟରେ ଛୁରୀ ଭୁଷି ଛାତ୍ରଙ୍କୁ ହତ୍ୟା କରାଯାଇଛି । ଘଟଣା ଘଟିଛି ଗୁଜରାଟ ବଦୋଦରାର ଏକ ସ୍କୁଲରେ । ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ…