କେବେ ଖାଇଛନ୍ତି ପନୀର ଗୁଲାବ ଜାମୁନ, ଏଥର ଦୀପବଳିରେ ଘରେ ବନାନ୍ତୁ ଏହ ଇନଷ୍ଟାଣ୍ଟ ମିଠା
କଥା ଯେତେବେଳେ ମିଠାର ଆସେ, ସେତେବେଳେ ସର୍ବପ୍ରଥମେ ମନରେ ରସଗୋଲା,ଗୁଲାବ ଜାମୁନ ଆସିଥାଏ। କୌଣସି ବି ପର୍ବ ହେଉ କିମ୍ବା ଖୁସିର ମଉକା, ମୁହଁ ମିଠା କରିବା ପାଇଁ ରସଗୋଲା ପ୍ରଥମ। ତେଣୁ ଆଜି ଆମେ ଆଣିଛୁ ପନୀର ଗୁଲାବ ଜାମୁନ। ଯାହାକୁ ବନାଇବାକୁ ବହୁତ କମ୍ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା…