Browsing Tag

hair care tips

କେଶ ସାମ୍ପୁ କରିବା ବେଳେ ସବୁବେଳେ ଭୁଲ କରିଥାନ୍ତି ମହିଳା, ଜାଣନ୍ତୁ ମୁଣ୍ଡ ସଫା କରିବାର ଠିକ୍‌ ଶୈଳୀ

ମହିଳାମାନେ କେଶକୁ ଚମକଦାର କରିବା ପାଇଁ ସବୁବେଳେ କିଛି ନା କିଛି ଉପାୟ ଆପଣାଇଥାନ୍ତି। ଏଥିପାଇଁ କିଏ କେଶରେ ତେଲ ଲଗାଏ ତ ଆଉ କିଏ ମେଥି ଦେଇ ସଫା କରେ। ସେହିପରି ଆଉ କିଏ ସାମ୍ପୁ ମଧ୍ୟ କରିଥାଏ। କିନ୍ତୁ ଭୁଲ ଉପାୟରେ ସାମ୍ପୁ କରିବା ଯୋଗୁ ମହିଳାଙ୍କ କେଶ ଚମକଦାର ହେବା ବଦଳରେ ପ୍ରବଳ ଝଡ଼େ।…

Moto One Fusion + ପ୍ରଥମ ସେଲ୍‌ ଆଜି ଆରମ୍ଭ, ମିଳୁଛି ବମ୍ପର କ୍ୟାସବ୍ୟାକ୍‌ ସହିତ ଡିସକାଉଣ୍ଟ

ପପ ଅପ ସେଲ୍ଫି କ୍ୟାମେରା ସହ Moto One Fusion + ସ୍ମାର୍ଟଫୋନ ପ୍ରଥମ ସେଲ ଆଜି ଭାରତରେ ଆରମ୍ଭ ହେଉଛି। ଗତ କିଛି ଦିନ ତଳେ ଏହାକୁ ଭାରତରେ ଲଞ୍ଚ କରାଯାଇଥିଲା। ଗ୍ରାହକ ଏହି ଫୋନ କିଣିବାରେ ବମ୍ପର କ୍ୟାଶବ୍ୟାକ୍‌ ଏବଂ ଡିସକାଉଣ୍ଟ ମିଳିବ। ଏହାସହିତ ଏହି ଫୋନରେ ନୋ କଷ୍ଟ ଇଏମ୍‌ଆଇ ଭଳି…

ଭୃସଙ୍ଗ ପତ୍ର ପେଷ୍ଟ କେଶକୁ କରିଥାଏ ଲମ୍ବା, ଜାଣନ୍ତୁ କେମିତି କରିବେ ବ୍ୟବହାର

ଲମ୍ବା କେଶ ସମସ୍ତ ଯୁବତୀ କିମ୍ବା ମହିଳାଙ୍କର ଇଚ୍ଛା ରହିଥାଏ। ଏଥିପାଇଁ ସେମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରିଥାନ୍ତି। ମହଙ୍ଗା ବିୟୁଟି ପ୍ରଡକ୍ଟସ ଏବଂ କସମେଟିକ ଆଇଟମ ବ୍ୟବହାର କରି ଅନେକ ଯୁବତୀଙ୍କର ଲମ୍ବା କେଶ ପରିବର୍ତ୍ତେ କେଶ…

କେଶର ତେଲିଆ ଏବଂ ଦୁର୍ଗନ୍ଧ ସମସ୍ୟା ହେବ ଦୂର, ବ୍ୟବହାର କରନ୍ତୁ ହୋମମେଡ ହେୟାର ପରଫ୍ୟୁମ

ଖରାଦିନ ଆସିଯିବା ମାତ୍ରେ କେଶ ସମସ୍ୟା ବଢିଯାଏ। ଏଥିପାଇଁ ଗରମଦିନ କେଶର ଅଧିକ ଧ୍ୟାନ ରଖିବା ଜରୁରୀ। ଗ୍ରୀଷ୍ମ ଦିନରେ ତ୍ୱଚାର ଯେତିକି ଯତ୍ନ ନେବା ଉଚିତ, ସେତିକି ଯତ୍ନ କେଶର ନେବା ମଧ୍ୟ ଉଚିତ। ଗରମ ଦିନରେ ଚୁଟିରେ ଝାଳ ଯୋଗୁଁ ଚିପଚିପାପଣ ଏବଂ ଦୁର୍ଗନ୍ଧ ବାହାରିଥାଏ। ଏମିତିରେ ଅନେକ ଲୋକ…

କେବଳ ଚା’ପତି ପାଣି ବ୍ୟବହାର କରି ପାଆନ୍ତୁ କେଶ ସମ୍ପର୍କିତ ସମସ୍ତ ସମସ୍ୟାରୁ ମୁକ୍ତି, ଜାଣନ୍ତୁ କିପରି କରିବେ…

ସାଧାରଣତଃ ଅଧିକାଂଶ ଲୋକଙ୍କର କେଶକୁ ନେଇ ଅନେକ ସମସ୍ୟା ରହିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ସହଜ ଉପାୟ ନେଇ ଆସିଛୁ ଯାହା ଶୁଣିବା ପରେ ଆପଣ ଖୁସି ହୋଇଯିବେ ତାହା ହେଉଛି ଚା'ପତି । ଆଜ୍ଞା ହଁ ଚା'ପତି ର ପାଣିକୁ ବ୍ୟବହାର କରି ଆପଣ ନିଜର ବାଳକୁ ସୁନ୍ଦର୍ କରିବା ସହିତ, କେଶ…