Browsing Tag

hanging body found

ରାଜଧାନୀରେ ନାବାଳିକା ନବବଧୂକୁ ହତ୍ୟା ! ସ୍ୱାମୀ ଅଟକ

ଭୁବନେଶ୍ବର(କେନ୍ୟୁଜ) : ରାଜଧାନୀରେ ନାବାଳିକା ନବବଧୂକୁ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଲେ ନବବଧୂଙ୍କ ପରିବାର ଲୋକେ। ଏହି ଘଟଣାରେ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଭରତପୁର ପୋଲିସ୍। ସୂଚନା ମୁତାବକ, ଗତକାଲି ରାତିରେ ନବବଧୂଙ୍କ ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୃତଦେହ। ବର୍ଷେ…

ସ୍କୁଲ୍ ବାରଣ୍ଡାରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର

କଟକ(କେନ୍ୟୁଜ): ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଟକ ସଦର ଥାନା ଅନ୍ତର୍ଗତ ଶଙ୍ଖତ୍ରାସ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବାରଣ୍ଡାରେ ଯୁବକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି କଟକ ସଦର ପୋଲିସ ତଦନ୍ତ ଜାରି ରଖିଛି। ମୃତଦେହକୁ ଉଦ୍ଧାର କରି କଟକ SCB ମେଡିକାଲକୁ ବ୍ୟବଚ୍ଛେଦ…

ମହୁଳପାଟି ଗାଁ ପାଖ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୨ ଅଭିଯୁକ୍ତ ଗିରଫ, ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌…

କଣ୍ଟାବାଞ୍ଝି(କେନ୍ୟୁଜ୍): ମହୁଳପାଟି ଗାଁ ପାଖ ଜଙ୍ଗଲ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ତୁରେକେଲା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ କରିଛି । ଗତ ୧୫ ତାରିଖରେ ତୁରେକେଳା ଥାନା ମହୁଳପାଟି ଗାଁ ପାଖ ଜଙ୍ଗଲରୁ ଜଣେ…

ନିମ୍ବ ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ, ପାରିପାର୍ଶ୍ଵିକ ସ୍ଥିତିରୁ ହତ୍ୟା ସନ୍ଦେହ

ବଲାଙ୍ଗିିର(କେନ୍ୟୁଜ୍): ବଲାଙ୍ଗିିର ତୁରେକେଲା ଥାନା ମହୁଲପାଟି ଗାଁ ପୋଖରୀ ନିମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ତେବେ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ବୃଦ୍ଧକୁ ହତ୍ୟା କରି ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ…

କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ(କେନ୍ୟୁଜ୍): କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ହଷ୍ଟେଲରୁ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଆତ୍ମହତ୍ୟା କରିଥିବା ଅନୁମାନ କରାଯାଥିବାବେଳେ, ଏଯାଏ କାରଣ ଅସ୍ପଷ୍ଟ ରହିଛି। ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ…

OUAT ଷ୍ଟାଫ୍‌ କ୍ୱାର୍ଟରରୁ ମହିଳା ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଚାଞ୍ଚଲ୍ୟ। ଝୁଲନ୍ତା ଅବସ୍ଥାରେ ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର। OUAT ଷ୍ଟାଫ୍‌ କ୍ୱାର୍ଟରରୁ ମହିଳା ପ୍ରଫେସର ବାସନ୍ତୀ ଜେନାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ…

ଭୁବନେଶ୍ୱର GGP କଲୋନୀରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର(କେନ୍ଯୁଜ୍): ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।ଭୁବନେଶ୍ୱର GGP କଲୋନୀ କୈବଲ୍ୟ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ । ୬ବର୍ଷ ପୂର୍ବରୁ ଘନଶ୍ୟାମ ମହାନ୍ତିଙ୍କୁ ବିବାହ କରି କୈବଲ୍ୟ ନଗରରେ ରହୁଥିଲେ…

ଭୁବନେଶ୍ୱର: ଏକ ଘରୋଇ କଲ୍ୟାଣ ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଏକ ଘରୋଇ କଲ୍ୟାଣ ମଣ୍ଡପ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ପ୍ରକାଶ ବଳ । ତାଙ୍କ ଘର ଯାଜପୁର । ପ୍ରକାଶ ମଣ୍ଡପରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ । ଇନଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ…

ଯାଜପୁର ଟାଉନ: ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ

ଯାଜପୁର ଟାଉନ: ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ବିଂଝାରପୁର ଥାନା ଅନ୍ତର୍ଗତ ଟିଣା ପଂଚାୟତ ଶିଶିରଣା ଗ୍ରାମରେ। ମୃତ ଯୁବକ ହେଲେ ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲିକ । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।…

ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡ ନିକଟରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍): ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରେ ଝୁଲନ୍ତା ମୃତ ଦେହ ଉଦ୍ଧାର। ଗଛରେ ଦୌଡ଼ିରେ ଝୁଲୁଥିବା ଅବସ୍ଥାରେ ମୃତଦେହଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ ସ୍ଥାନୀୟ କିଛି ଲୋକେ।  ଏହାପରେ ପୋଲିସକୁ ଖବର ଦେଖିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବର୍ତ୍ତମାନ ଶବକୁ…

ଭୁବନେଶ୍ୱର କଳ୍ପନା ଛକ ନିକଟ ଏକ ଜିମ୍‌ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜିମ୍‌ ଭିତରେ ଝୁଲନ୍ତା ମୃତଦେହ । ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଏକ ଜିମ୍‌ ଭିତରେ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ରଣଜିତ ନାୟକ । ରଣଜିତଙ୍କ ଘର ୬ ନମ୍ବର ଅଞ୍ଚଳରେ । ରଣଜିତ୍‌ ଜିମ୍‌ରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି ।…