Browsing Tag

healthy lifestyle

ମର୍ଣ୍ଣିଙ୍ଗ ୱାକରୁ ଫେରିବା ପରେ ପ୍ରଥମ ମିଲ୍ କ’ଣ ହେବା ଉଚିତ୍? ସହଜରେ କମ ହେବ ଓଜନ

ମର୍ଣ୍ଣିଙ୍ଗ ୱାକ ହେଉ କିମ୍ବା ଅନ୍ୟ କୌଣସି ଫିଟନେସ୍ ଏକ୍ସସରସାଇଜ ହେଉ, ଯେତେବେଳେ ଆପଣ ନିଜ ଡାଏଟର ଯତ୍ନ ନେବେ ସେତେବେଳେ ଆପଣଙ୍କୁ ସଠିକ୍ ଫଳାଫଳ ମିଳିବ । କିଛି ଲୋକ, ମର୍ଣ୍ଣିଙ୍ଗ ୱାକରୁ ଫେରିବା ମାତ୍ରେ ଏପରି ଜିନିଷ ଖାଆନ୍ତି ଯାହା ଓଜନ କମ କରିବା ପରିବର୍ତ୍ତେ ଓଜନ ବଢାଇ ଦେଇଥାଏ ।…

ନବରାତ୍ରୀରେ ଖାଆନ୍ତୁ ଏହି ସବୁ ଜିନିଷ, ଖୁବ ଶୀଘ୍ର କମିବ ଓଜନ

ନବରାତ୍ରୀ ସମୟରେ ମା ଦୁର୍ଗାଙ୍କ ପ୍ରତି ଭକ୍ତି ଏତେ ଶକ୍ତି ଦେଇଥାଏ ଯେ ଆପଣ ସମଗ୍ର ୯ ଦିନ ପାଇଁ ସହଜରେ ଉପବାସ କରିପାରିବେ । ଯଦି ଆପଣ ଉପବାସ ମାଧ୍ୟମରେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଏପରି ଖାଦ୍ୟକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ, ଯାହା ଖୁବ ଶୀଘ୍ର ଓଜନ ହ୍ରାସ କରିବ…

ବ୍ରେକଫାଷ୍ଟରେ ତିଆରି କରନ୍ତୁ ହେଲଦି ଓ ଟେଷ୍ଟି ଚିଲା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଜଳଖିଆରେ ପ୍ରାୟ ସମସ୍ତେ ସୁସ୍ଥ ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଚାହାଁନ୍ତି। ଆମେ ଆପଣଙ୍କୁ ଚିଲା ରେସିପି ବିଷୟରେ କହିବାକୁ ଯାଉଛୁ। ଏହା ଏକ ସରଳ ଏବଂ ସ୍ୱାଦିଷ୍ଟ ଖାଦ୍ୟ, ଯାହା ପିଲାମାନଙ୍କ ପାଇଁ ଓ ବୟସ୍କମାନେ ମଧ୍ୟ ପସନ୍ଦ କରନ୍ତି। ପ୍ରୋଟିନ୍ ଯୁକ୍ତ ମସୁର ଡାଲି ଏବଂ ଅନ୍ୟାନ୍ୟ ଜିନିଷରେ…

କୋଷ୍ଠକାଠିନ୍ୟ ଦୂର କରିବା ସହିତ ଏହି ଗୋଟିଏ ଖାଦ୍ୟ ହ୍ରାସ କରିବ ଆପଣଙ୍କ ଓଜନ

ନିଜର ଓଜନ କମାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରଣାଳୀ ଆପଣାଇଥାନ୍ତି, ହେଲେ ବର୍ତମାନ ଆପଣ କେବଳ ଗୋଟିଏ ଜିନିଷ ଖାଇବା ଦ୍ୱାରା ନିଜର ଓଜନ ହ୍ରାସ କରିପାରିବେ। କେବଳ ଓଜନ ନୁହେଁ ଆପଣ କୋଷ୍ଠକାଠିନ୍ୟରୁ ମଧ୍ୟ ଆରାମ ପାଇବେ। ଓଜନ ହ୍ରାସ ପାଇଁ ଇସାବାଗଲ୍ ଅର୍ଥାତ ଭୁଷି ପିଇପାରିବେ।…

ପ୍ରତିଦିନ ୧ ଚୁଟ୍‌କି କଳା ଲୁଣ ଆପଣଙ୍କୁ ସବୁ ପ୍ରକାର ସମସ୍ୟାରୁ ଛୁଟକାରା ଦେବ! ଜାଣନ୍ତୁ ଏହାର ଅଜବ ଫାଇଦା…

ଭାରତୀୟ ରୋଷେଇରେ କଳା ଲୁଣ କାହିଁ କେଉଁ କାଳରୁ ବ୍ୟବହାର ହୋଇଆସୁଛି। ଏହାକୁ ମୁଖ୍ୟତଃ ସାଲାଡ୍‌, ଫଳ, ଜୁସ୍‌ ଆଦିରେ ବ୍ୟବହାର କରାଯାଇଥାଏ। କିନ୍ତୁ ଅନେକ ଘରୋଇ ଉପଚାରରେ ମଧ୍ୟ କଳା ଲୁଣ ବେଶ୍‌ ଲାଭଦାୟକ ହୋଇଥାଏ। କଳା ଲୁଣ ଖାଦ୍ୟର ସ୍ୱାଦ ବଢ଼ାଇବା ସାଙ୍ଗକୁ ଆମ ସ୍ୱାସ୍ଥ୍ୟକୁ ବିଭିନ୍ନ…

ସପ୍ତାହ ଶେଷରେ ଖାଲି ଶୁଅନ୍ତୁ ନାହିଁ; ଏମିତି ଭାବେ କରନ୍ତୁ ନିଜ ଓ୍ଵିକେଣ୍ଡକୁ ହେଲ୍‌ଦି

ସପ୍ତାହର କାର୍ଯ୍ୟ ଦିବସ ପରେ ଲୋକଙ୍କର ଓ୍ଵିକେଣ୍ଡ ଉପରେ ନଜର ରହିଥାଏ। ୫ ଦିନ କାମ କରି ଲୋକମାନେ ଓ୍ଵିକେଣ୍ଡକୁ ଅପେକ୍ଷା କରି ଥାଆନ୍ତି। କିନ୍ତୁ ସପ୍ତାହ ଶେଷରେ ଅତ୍ୟଧିକ କାମ ହେତୁ ଅନେକ ଲୋକ ଚାପଗ୍ରସ୍ତ ଅନୁଭବ କରନ୍ତି, ଯାହାଫଳରେ କି ସେମାନେ ନିଜ ସପ୍ତାହନ୍ତ ବା ଓ୍ଵିକେଣ୍ଡକୁ ଭଲ…

ଅଧିକ ଅଙ୍ଗୁର ଖାଉଥିଲେ ସାବଧାନ, ପେଟ ଜନିତ ହୋଇପାରେ ଏହି ବଡ଼ ସମସ୍ୟା

ଅନେକ ଲୋକଙ୍କ ମନ ପସନ୍ଦ ସ୍ୱାଦ ଭିନ୍ନ ଭିନ୍ନ ରହିଥାଏ ଯେମିତିକି କାହାକୁ ମିଠା ପସନ୍ଦ ହାଇଥାଏ ତ ଆଉ କାହାକୁ ଖଟା। ଅନ୍ୟ କିଛି ଜଣଙ୍କୁ ରାଗ ବି ପସନ୍ଦ ଆସିଥାଏ। ତେବେ କିଛି ଜଣଙ୍କ ମୁଡ ଉପରେ ମଧ୍ୟ ସବୁ କିଛି ନିର୍ଭର କରେ। ଅନେକ ମିଠା ଖାଇବା ପାଇଁ ସ୍ୱାଦିଷ୍ଟ ମିଠେଇ ମାନେ ସ୍ୱିଟ ଡିସ୍‌…

ପ୍ରତିବର୍ଷ ନିଦ୍ରା ଅଭାବରୁ Dementia ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ୧ କୋଟିରୁ ଅଧିକ ଲୋକ

ଖାଦ୍ୟ ଏବଂ ପାଣି ସହିତ ମଣିଷ ପାଇଁ ନିଦ୍ରା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ପ୍ରତିଦିନ ଉତ୍ତମ ନିଦ୍ରା ଶରୀର ଉପରେ ଖୁବ ଭଲ ପ୍ରଭାବ ପକାଇଥାଏ । ପର୍ଯ୍ୟାପ୍ତ ପରିମାଣର ନିଦ ମସ୍ତିଷ୍କକୁ ସୁସ୍ଥ ରଖିଥାଏ । ରିପୋର୍ଟରୁ ସୂଚନା ମିଳିଛି ଯେ, ଯେଉଁମାନେ ଅନିଦ୍ରା…

ଶରୀରକୁ ପ୍ରୋଟିନର ଆବଶ୍ୟକତା ରହିବାର କାରଣ ସମ୍ପର୍କରେ ଜାଣନ୍ତୁ ବିଶେଷ ତଥ୍ୟ

ପ୍ରୋଟିନ ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥାଏ । ଏହା ଜଟିଳ ଅଣୁମାନଙ୍କ ସମାହାର । ଯାହା ଶରୀରର ସମସ୍ତ ଜରୁରୀ ସମସ୍ୟାର ସମାଧାନ କରିଥାଏ । ଏହା କେଶ, ନଖ, ହାଡ଼ଗଣ୍ଠି ଏବଂ ମାଂସପେଶୀକୁ ମଜବୁତ ରଖିଥାଏ । ଏହା ଶରୀରରେ ସବୁ ଅଙ୍ଗକୁ କାର୍ଯ୍ୟକରିବା କ୍ଷମତା ପ୍ରଦାନ କରେ । ତେବେ ଆଜି ଆମେ…