Browsing Tag

heavy fog

ଜୟପୁରରେ ଘନ କୁହୁଡି: ଦେଖାଯାଉନି ରାସ୍ତାଘାଟ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଜୟପୁର: ଜୟପୁରରେ ଘନ କୁହୁଡି । ଗତକାଲି ରାତିରେ ସାମାନ୍ୟ ବର୍ଷା ହୋଇଥିବାବେଳେ ଆଜି ସକାଳେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦେଖାଯାଉନି । ଗାଡି ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। କୁହୁଡି ଯୋଗୁ ଦୋକାନ ବଜାର ମଧ୍ୟ ବିଳମ୍ବରେ ଖୋଲୁଛି। ସେପଟେ…

କୁହୁଡି ଆଉ ବର୍ଷା : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଦେଖାଯିବ ଘନ କୁହୁଡ଼ି, ୨୯ ତାରିଖ ଆଡ଼କୁ…

ଭୁବନେଶ୍ବର : ରାଜ୍ୟରେ ଶୀତ କମିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ବଢ଼ିଛି। ଫଳରେ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା…

ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଟ୍ବିନ୍ ସିଟି, ୫୦ ମିଟର ଦୂରରୁ ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ

ଭୁବନେଶ୍ୱର: ରାଜ୍ୟରେ ଆଜି ବି ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା…

ରାଜ୍ୟରେ ଶୀତ ସାଙ୍ଗକୁ ପ୍ରବଳ କୁହୁଡି, ଦୃଶ୍ୟମାନ ହେଉନି ରାସ୍ତାଘାଟ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଆଜି ଟ୍ଵିନ୍ ସିଟିରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ସକାଳୁ ସକାଳୁ କିଛି ଦୃଶ୍ୟମାନ ମଧ୍ୟ ହେଉନଥିବା ଦେଖିବାକୁ ମିଳିଛି। ଯାହାଫଳରେ ଲୋକମାନଙ୍କ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ଆସନ୍ତା ୧୨ ତାରିଖରୁ ଶୀତ…

ଘନ କୁହୁଡିରେ ଲୁଚିଲା ଶ୍ରୀମନ୍ଦିର

ପୁରୀ(କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି। ପୁରୀରେ ବି ପ୍ରବଳ କୁହୁଡି। ଆଜି ପୁରୀରେ କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ, ଶ୍ରୀମନ୍ଦିର ଲୁଚି ଯାଇଥିଲା। ସକାଳୁ ସକାଳୁ ସିଂହଦ୍ୱାର ମଧ୍ୟ ଦୃଶ୍ୟମାନ ହୋଇନଥିଲା। ବଡଦାଣ୍ଡ ମଧ୍ୟ ଘନ କୁହୁଡିରେ…

ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡ଼ି, ଆଗାମୀ ୫ ଦିନ ଯାଏଁ ପାଣିପାଗରେ ନାହିଁ ବିଶେଷ ପରିବର୍ତ୍ତନ

କେନ୍ୟୁଜ୍‌: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ କୁହୁଡ଼ି। ଆଗାମୀ ୫ ଦିନ ଯାଏ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇପାରେ । ସେହିପରି ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗି ରହିବ। ଏନେଇ ଆଞ୍ଚଳିକ…

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଚାଦର, ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ୱର(କେନ୍ଯୁଜ୍): ଆଜି ସାରା ରାଜ୍ୟରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଅନୁଭୂତ ହୋଇଛି । ପ୍ରବଳ କୁହୁଡି ଯୋଗୁ ସକାଳୁ ରାସ୍ତା ଦେଖାଯାଉନଥିଲା । ଫଳରେ ଲୋକେ ଯିବା ଆସିବାରେ ଅନେକ ଅସୁବିଧା ଭୋଗିଥିଲେ । ବିଶେଷକରି…

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ନାହିଁ ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘନ କୁହୁଡି ଦେଖିବାକୁ ମିଳିଛି । ପୁରୀ, ଭୁବନେଶ୍ୱର, କଟକ ଓ ପାରାଦୀପରେ ଆଜି ଘନ କୁହୁଡି ଦେଖିବାକୁ ମିଳିଥିଲା । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।…

ଘନକହୁଡ଼ିରେ ଲୁଚିଗଲା ମା କୀଚକେଶ୍ୱରୀଙ୍କ ମନ୍ଦିର, ଆଜି ଶିମିଳିପାଳ ଅଭୟାରଣ୍ୟର ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରି…

ମୟୂରଭଞ୍ଜ : ଘନକହୁଡ଼ିରେ ଲୁଚିଗଲା ମା କୀଚକେଶ୍ୱରୀଙ୍କ ମନ୍ଦିର। ଆଜି ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଯାଇଛି। ଏଥିରେ ଖିଚିଂର ମା କିଚକେଶ୍ୱରୀ ମନ୍ଦିର ଘୋଡ଼ାଇ ହୋଇଯାଇଥିଲା। କୁହୁଡ଼ି ପାଇଁ ୪୯ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ କଷ୍ଟକର ହୋଇପଡ଼ିଥିଲା।…

ସାରା ରାଜ୍ୟରେ ଘନ କୁହୁଡ଼ିର ଚାଦର, ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର (କେନ୍ୟୁଜ୍) : ସାରା ରାଜ୍ୟରେ ଘନ କୁହୁଡ଼ିର ଚାଦର । ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପ୍ରବଳ କୁହୁଡି ଅନୁଭୂତ ହେଉଛି । ଘନ କୁହୁଡ଼ିର ବହଳିଆ ଆସ୍ତରଣ ଯୋଗୁଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୃଶ୍ୟମାନ କ୍ଷମତା କମିଆସିଥିବାରୁ ଅନେକ ସ୍ଥାନରେ…

କୁହୁଡିର ଚାଦର ତଳେ ଢାଙ୍କି ରହିଛି ନବରଙ୍ଗପୁର ସହର, ଗମନା ଗମନ ଉପରେ ପଡୁଛି ପ୍ରଭାବ

ନବରଙ୍ଗପୁର(କେନ୍ୟୁଜ୍): ସଂଧ୍ୟା ହେଉ ହେଉ ମୁହଁ ଦେଖାଯାଉନି । ସକାଳ ୯ଟା ଯାଏ ଆସ୍ତରଣ ପଡିରହୁଛି । କୁହୁଡିର ଚାଦର ତଳେ ଢାଙ୍କି ରହୁଛି ପୁରା ନବରଙ୍ଗପୁର ସହର । ଗମନା ଗମନ ଉପରେ ଏହାର ପ୍ରଭାବ ଅଧିକ ପଡୁଛି । କୁହୁଡି ଯୋଗୁ ରାସ୍ତା ଘାଟ ଦେଖାଯାଉନଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ…