Below header
Browsing Tag

heavy heat wave in odisha

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଡହ ଡହ ଖରା । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି । ୨ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ଆଜି ମଧ୍ୟ ବି ଅତ୍ୟଧିକ ଗରମରୁ ନାହିଁ ତ୍ରାହି । ଅତିଭୀଷଣ ଗ୍ରୀଷ୍ମ ଲହରୀ ନେଇ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଓ ଗ୍ରୀଷ୍ମଲହରୀ…

ଅସହ୍ୟ ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ, ୪୩ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର (କେନ୍ୟୁଜ): କଲବଲ କଲାଣି ତାତି । ସକାଳୁ ଟାଇଁ ଟାଇଁ ଖରା । ସକାଳ ୯ଟାରୁ ବଢୁଛି ଆକାଶରୁ ଅଗ୍ନି ବର୍ଷିଲା ଭଳି ଲାଗୁଛି ।  ଆଗକୁ ତାତି ଆହୁରି ସାଂଘାତିକ ହେବ ।  ୩-୪ ଦିନରେ ପାରଦ ଛୁଇଁ ଯାଇପାରେ ୪୩ ଡିଗ୍ରୀ ସେଲସିୟସ୍ । ଉପକୂଳଠୁ ପଶ୍ଚିମ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ସାରା ଓଡ଼ିଶା…

ତାତିରୁ ମିଳିବନି ନିସ୍ତାର : ୧୧ରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ, ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳିବନି ନିସ୍ତାର, ୧୧ରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ  । ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ବୃଦ୍ଧି ହେବ ତାପମାତ୍ରା ।  ଆଗାମୀ ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଏବେ ରାତିର…

ଖରାରେ ସିଝୁଛି ଓଡ଼ିଶା: ସବୁଠୁ ଉତ୍ତପ୍ତ ସହର ସୋନପୁର! କାଳବୈଶାଖୀ ପାଇଁ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେଉଁଠି ତାତି ତ କେଉଁଠି ବର୍ଷା। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାରେ ସିଝୁଛି ଅଧା ଓଡ଼ିଶା । ୧୫ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ସେଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ…

ଆଜିଠୁ ବଢ଼ିବ ତାତି, ସିଝିବ ଅଧା ଓଡ଼ିଶା: ଆସନ୍ତା ୩ଦିନ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ବଢ଼ିବ ତାତି । ଆଗାମୀ ୩ଦିନ ଯାଏ ତତଲା କଡେଇରେ ସିଝିବ ଅଧା ଓଡ଼ିଶା । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବ । ଫଳରେ ଆଜିଠୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟେଓ୍ଵଭ୍‌ ସମ୍ଭାବନା ରହିଛି । କିଛି ସ୍ଥାନରେ ପାରଦ…

ରାଜ୍ୟରେ ପାଗରେ ଅସ୍ୱାଭାବିକ ପରିବର୍ତ୍ତନ: ୧୦ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ପାରା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଛି । ଅସହ୍ୟ ଖରା ସାଙ୍ଗରୁ ତାତି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ବର୍ଷା ବଦଳରେ ଟାଇଁ ଟାଇଁ ଖରା । ଅସହ୍ୟ ଖରା ତାତିକୁ ନେଇ ଘରୁ ବାହାରିବା କଷ୍ଟସାଧ୍ଯ ହୋଇପଡିଛି। ମିଳିଥିବା ସୂଚନା…