Below header
Browsing Tag

heavy rain

୧୭ରୁ ପୁଣି ବଡ଼ ବର୍ଷା: ୧୮ ବେଳକୁ ପ୍ରବଳ କାଚିବ, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ୍): ୧୭ରୁ ପୁଣି ବଡ଼ ବର୍ଷା। ୧୮ରୁ ବଢିବ ବର୍ଷାର ପରିମାଣ। ୧୮ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ସହ ଉତ୍ତର ଓ ପଶ୍ଚିମରେ ଅତିପ୍ରବଳ ବର୍ଷା…

ଦଶରଥପୁର ଅଞ୍ଚଳ ପରିଦର୍ଶନ କଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବନ୍ୟା ପରିସ୍ଥିତିର କଲେ ସମୀକ୍ଷା

ଯାଜପୁର ଟାଉନ: ଗତକାଲି ଠାରୁ ଯାଜପୁର ଜିଲ୍ଲାରେ ପ୍ରବାହିତ ହେଉଥିବା ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ପ୍ରଭାବିତ ହୋଇଛି। ବିଶେଷକରି ଦଶରଥପୁରରେ ବିପଦ ସଂକେତ ଉପରେ ବୈତରଣୀ ନଦୀ ପ୍ରବାହିତ ହେବା ଫଳରେ କେତେକ ସ୍ଥାନରେ ନଦୀ…

ସୁବର୍ଣ୍ଣପୁରରେ ଲଗାଣ ବର୍ଷା ଜାରି, ବୀରମହାରାଜପୁର ରାସ୍ତାର ବିଜେପୁର ବ୍ରିଜ୍ ଉପରେ ୬ ଫୁଟ ଉଚ୍ଚରେ ପାଣି ପ୍ରବାହିତ

ସୁବର୍ଣ୍ଣପୁର(କେନ୍ୟୁଜ୍): ସୁବର୍ଣ୍ଣପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା । ବୀରମହାରାଜପୁର ରାସ୍ତାର ବିଜେପୁର ବ୍ରିଜ ଉପରେ ୬ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ପୋଲ ଉପରେ ପାଣି ଯାଉଥିବାରୁ ଯାତାୟତରେ ବାଧାପ୍ରାପ୍ତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନଦୀ ଫୁଲୁଥିବାରୁ…

ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ, ଦଉଡ଼ି ସାହାଯ୍ୟରେ ପାର୍…

ଘଟଗାଁ(କେନ୍ୟୁଜ୍): ଲଗାଣ ବର୍ଷା ପରେ ମାଡ଼ି ଆସିଲା ପାଣି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସନ୍ଧ୍ୟାଠାରୁ ବ୍ରିଜ୍‌ ଉପରେ ପାଣି ଚାଲୁଛି ।…

ଆସୁଛି ଆଉ ଏକ ଲଘୁଚାପ: ପଶ୍ଚିମ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ଅତି ପ୍ରବଳ ବର୍ଷା ପାଇଁ…

ଭୁବନେଶ୍ୱର(କେନ୍ୟୁଜ୍): ଆସୁଛି ଆଉ ଏକ ଲଘୁଚାପ । ପଶ୍ଚିମ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଚି ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨୪…

ଆସନ୍ତା ଦୁଇ ଦିନ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ପୁଣି ବଢିବ ବର୍ଷାର ପରିମାଣ । ୧୩ ଓ ୧୪ ତାରିଖରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୫ ତାରିଖ ଯାଏ…

ଲଗାଣ ବର୍ଷାରେ ଭିଜୁଛି ସାରା ଓଡ଼ିଶା , ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ଲଗାଣ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା। ପଶ୍ଚିମ ମିଆଁମାର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ…

ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ, ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର

ଆନନ୍ଦପୁର (କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା। ଫୁଲୁଛି ବୈତରଣୀ। ଆନନ୍ଦପୁର ରାଜଘାଟଠାରେ ବୈତରଣୀ ନଦୀ ଜଳସ୍ତର ୩୫.୭୪୦ ମିଟର ରହିଛି। ଏଠାରେ ବୈତରଣୀ ନଦୀର ସତର୍କ ସୂଚନା ୩୭.୪୪୫ ମିଟର ଥିବାବେଳେ ବିପଦ ସଙ୍କେତ ରହିଛି ୩୮.୩୬୦ ମିଟର। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି…

ଗଜପତି କାଶୀନଗର ଠାରେ ସତର୍କ ସଙ୍କେତ ଟପିଲା ବଂଶଧାରା

ଗଜପତି(କେନ୍ୟୁଜ୍): ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା । ଗଜପତି ଜିଲ୍ଲା କାଶୀନଗର ଠାରେ ସତର୍କ ସଙ୍କେତ ଟପିଲା ବଂଶଧାରା । ସତର୍କ ସଂକେତ ୫୪.୧୦ ମିଟର ଥିବା ବେଳେ ବର୍ତ୍ତମାନ ୫୪.୧୬ ମିଟରରେ ପ୍ରବାହିତ ହେଉଛି ବଂଶଧାରା । କାଶୀନଗର ଠାରେ ବିପଦ ସଂକେତ ରହିଛି ୫୪.୬୦ ମିଟର । ଜିଲ୍ଲାରେ…

ପୋଲ ଉପରେ ଚାଲିଛି ୫ ଫୁଟ୍‌ର ବର୍ଷା ପାଣି, ଯାତାୟତ ଠପ୍‌

ମାଲକାନଗିରି (କେନ୍ୟୁଜ): ସୁକମା-ମାଲକାନଗିରିକୁ ଯୋଗାଯୋଗ ବିଛିନ୍ନ। ମଲାକାନଗିରି ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଲଗାଣ ବର୍ଷା ପ୍ରଭାବରେ ମାଲକାନଗିରିରୁ ସୁକମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଝାପରା ପୋଲ ଉପରେ ପ୍ରାୟ…

ରାଜ୍ୟରେ ତୁହାକୁ ତୁହା ବର୍ଷା, ଆଜି ଅବପାତରେ ପରିଣତ ହେବ ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା ଚାଲିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶକ୍ତିଶାଳୀ ହେବାରେ ଲାଗିଛି । େଓ୍ଵଲ ମାର୍କଡ ଲୋ ପ୍ରେସର ଆଜି ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ…

ପୋଲ ଉପରେ ପାଣି,ପହଞ୍ଚି ପାରିଲାନି ଡାକ୍ତରୀ ଟିମ୍‌: ପଲିଥିନ୍‌ରେ ଔଷଧକୁ ବାନ୍ଧି ନଦୀ ଆରପଟକୁ ଫୋପାଡି ଦେଲେ

ନବରଙ୍ଗପୁର(କେନ୍ୟୁଜ୍): ବର୍ଷା ସାଜିଲା ପ୍ରତିବନ୍ଧକ। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ତୁଳସୀପଦର ଗାଁରେ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍‌। ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କଲେ। ତା ସହ ଔଷଧକୁ ପଲିଥିନ୍‌ରେ ବାନ୍ଧି ନଦୀର ଆରପଟକୁ ଫୋପାଡି ପହଞ୍ଚାଇଥିଲେ। ନବରଙ୍ଗପୁର ଜିଲ୍ଲାରେ…