Browsing Tag

heavy rainfall

ଗଭୀର ଅବପାତ ଫଳରେ ଲକ୍ଷ୍ମୌରେ ଲଗାଣ ବର୍ଷା ଜାରି, ସହରର ସମସ୍ତ ସ୍କୁଲ୍ ବନ୍ଦ

ଲକ୍ଷ୍ମୌ: ଗଭୀର ଅବପାତ ଫଳରେ ଗତ ୨୪ଘଣ୍ଟା ହେବ ଲକ୍ଷ୍ମୌରେ ଲଗାଣ ବର୍ଷା ଜାରି ରହିଛି । ଯାହା ଫଳରେ ସାଧାରଣ ଲୋକେ ବହୁତ ସମସ୍ୟା ଦେଇ ଗତି କରୁଛନ୍ତି। ସହରର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ରାସ୍ତା ଘାଟରେ ପାଣି ଭରି ରହିଛି। ଉତ୍ତରପ୍ରଦେଶର ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ ରଖିବ…

ଅବପାତ ପ୍ରଭାବରେ ତୁହାକୁ ତୁହା ଚାଲିଛି ବର୍ଷା, ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୬୭ ମିଲିମିଟର ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋପ ସାଗରରେ ଅବପାତ ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା ହୋଇଛି । ତୁହାକୁ ତୁହା ଭୀଷଣ ବର୍ଷାରେ ଭିଜିଛି ଓଡ଼ିଶା । ଏବେ ଅବପାତ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି । ବର୍ତ୍ତମାନ ଭବାନୀପାଟଣାଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୧୯୦ କିଲୋମିଟର ଦୂରେ କେନ୍ଦ୍ରୀଭୂତ ରହିଛି…

ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ୪୪୪.୫ ମିମି ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ୨୪ ଦିନରେ ୪୪୪.୫ ମିଲିମିଟର ବର୍ଷା। ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ୪୪୪.୫ ମିମି ବର୍ଷା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି। କନ୍ଧମାଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ୭ ଜିଲ୍ଲାରେ ସ୍ୱାଭାବିକ…

ମନସୁନ ଟ୍ରପ୍ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର : ମନସୁନ ଟ୍ରପ୍ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏ ବର୍ଷା ଲାଗି ରହିବ । ଆସନ୍ତାକାଲି ଉପକୂଳ ଓଡ଼ିଶା ଓ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କନ୍ଧମାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୩ରେ ବଢ଼ିବ ବର୍ଷା ପରିମାଣ । ୨୩ ତାରିଖରେ ପ୍ରବଳ ବର୍ଷା ପାଇଁ…

ଦୀର୍ଘ ୯ ଦିନ ବ୍ୟବଧାନ ପରେ ଭୁବନେଶ୍ୱରରେ ଦେଖାଗଲା ସୂର୍ଯ୍ୟ, ଅବପାତ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ କମିଛି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ସକ୍ରିୟ ରହିଛି ଅବପାତ । ସକ୍ରିୟ ଅବପାତ ଘଣ୍ଟାପ୍ରତି ୩୪ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ୱବର୍ତ୍ତୀ ଉତ୍ତର ଛତିଶଗଡ଼ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଝାରସୁଗୁଡ଼ାଠାରୁ…

ସୁନ୍ଦରଗଡ଼ରେ ଲଗାଣ ବର୍ଷା ଯୋଗୁ ସହରର ଅନେକ ଲୋକଙ୍କ ଘରେ ପଶିଛି ପାଣି

ସୁନ୍ଦରଗଡ଼(କେନ୍ୟୁଜ୍): ବର୍ଷାରେ ବେହାଲ ସୁନ୍ଦରଗଡ଼ । ଲଗାଣ ବର୍ଷା ଯୋଗୁ ସହରର ଅନେକ ଲୋକଙ୍କ ଘରେ ପଶିଛି ପାଣି । ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପାଣି ଜମିରହିଛି । ରକ୍ତ ଭଣ୍ଡାର ମଧ୍ୟରେ ଏକ ଫୁଟର ପାଣି ରହିଛି । ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଘରେ ପାଣି…

ବନ୍ୟା ଆଁରେ ଅନୁଗୁଳର ଟିକରପଡା ଅଞ୍ଚଳ, ୪ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୁଳ(କେନ୍ୟୁଜ୍): ବନ୍ୟା ଆଁରେ ଅନୁଗୁଳର ଟିକରପଡା । ହୀରାକୁଦରେ ୩୪ଟି ଗେଟ ଖୋଲିବା ପରେ ଟିକରପଡ଼ାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ଅଂଚଳର ୪ଟି ଗାଁ ଗଇନ୍ଦି, ବେହେରାସାହି,ମଝିପଡା,ଘାଟସାହି ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ପାଣି ଭିତରେ ବୁଡି ରାସ୍ତା ବୁଡିରହିଥିବାରୁ…

କଟକରେ ଲଗାଣ ବର୍ଷା ଜାରି: ସ୍ଥିତି ଅନୁଧ୍ୟାନ କଲେ ମେୟର ଓ ସିଏମସି କମିଶନର

କଟକ(କେନ୍ୟୁଜ୍): କଟକର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । ଆଜି କଟକ ମେୟର, ସିଏମସି କମିଶନର, ସିଏମସି ଅଧିକାରୀ, ଜାଇକା ଅଧିକାରୀ ଓ କର୍ପୋରେଟର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସହର ଭିତରେ କେଉଁଠି ଜଳବନ୍ଦୀ ସମସ୍ୟା ଉପୁଜି ନାହିଁ । ୨୫୦ରୁ ଉର୍ଦ୍ଧ୍ୱ…

ପ୍ରବଳ ବର୍ଷା ପାଇଁ ଟ୍ଵିନସିଟିକୁ ସତର୍କତା ଜାରି, କଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କଲେ ଜିଲ୍ଲାପାଳ

ଭୁବନେଶ୍ୱର/କଟକ(କେନ୍ୟୁଜ୍): ପ୍ରବଳ ବର୍ଷା ପାଇଁ ଟ୍ଵିନସିଟିକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ତୁହାକୁ ତୁହା ବର୍ଷା ସହ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇପାରେ । ଖୋର୍ଦ୍ଧା ଅରେଞ୍ଜ ଓ୍ଵାର୍ଣ୍ଣିଂରେ ଥିବା ବେଳେ କଟକକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ହୋଇଛି । କଟକ…

ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ, ଦଉଡ଼ି ସାହାଯ୍ୟରେ ପାର୍…

ଘଟଗାଁ(କେନ୍ୟୁଜ୍): ଲଗାଣ ବର୍ଷା ପରେ ମାଡ଼ି ଆସିଲା ପାଣି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସନ୍ଧ୍ୟାଠାରୁ ବ୍ରିଜ୍‌ ଉପରେ ପାଣି ଚାଲୁଛି ।…

ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ୍‌…

ଭୁବନେଶ୍ୱର(କେନ୍ୟୁଜ୍): ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା । ୩୦ଟି ଯାକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି ।…

୧୫ ଯାଏ ଲାଗି ରହିବ ବର୍ଷା, ୧୩ ରେ ଆଉ ଏକ ଘୁର୍ଣ୍ଣି ବଳୟ ସମ୍ଭାବନା

ଭୁବନେଶ୍ୱର : ୧୫ ତାରିଖ ଯାଏ ରାଜ୍ୟରେ ଲାଗି ରହିବ ଲଗଣା ବର୍ଷା । ଏମିତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ । ଏହାପରେ…