Below header
Browsing Tag

heavy rainfall

ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି: ଫୁଲିଛି ନାଗାବଳୀ, ବଂଶଧାରା ଓ ଋଷିକୂଲ୍ୟା ନଦୀ

ଭୁବନେଶ୍ୱର(କେନ୍ୟୁଜ୍): ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା । ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ ଏବେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାର…

ଅବପାତରେ ପରିଣତ ହେଲା ଲଘୁଚାପ : ୩୦ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ଆର୍ଲଟ

ଭୁବନେଶ୍ୱର (କେନ୍ୟୁଜ): ଅବପାତରେ ପରିଣ ହେଲା ସୁଦୃଶ୍ୟ -ଲଘୁଚାପ କ୍ଷେତ୍ର । ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା: ସକ୍ରିୟ ମୌସୁମୀ ତଥା ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା କୁସୁମଗୁଡା ଠାରେ ସର୍ବାଧିକ ବର୍ଷା ୧୬୧ମିମି ରେକର୍ଡ ହୋଇଥିବା ବେଳେ…

ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା: ଆଗାମୀ ଦୁଇ ଦିନ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର (କେନ୍ୟୁଜ): ବର୍ଷାରେ ଭିଜୁଛି ସାରା ରାଜ୍ୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଚାଲିଛି । ଗତକାଲି ରାତିରୁ ଟ୍ଵିନ୍‌ ସିଟିରେ ଲଗାଣ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟର ଆଭ୍ୟନ୍ତରୀଣ ଓଡ଼ିଶା ଓ ଛତିଶଗଡ଼ ଯାଏ ରହିଛି…

୩ ଦିନ ପ୍ରବଳ ବର୍ଷିବ, କାଲିଠୁ ରାଜ୍ୟରେ ଛେଚିବ 

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା । ଦକ୍ଷିଣ ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ େଓ୍ଵଲ ମାର୍କ ଲୋ ପ୍ରେସର ସକ୍ରିୟ ରହିଛି । ଏହାର ପ୍ରଭାବରେ କାଲିଠାରୁ ତିନି ଦିନ ରାଜ୍ୟରେ ଭୀଷଣ ବର୍ଷା ହେବ । ଏନେଇ ସତର୍କ ସୂଚନା ଜାରି…

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଅଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା

କେନ୍ୟୁଜ୍‌: ଆଣ୍ଡାମାନ ସାଗରରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପ୍ରଭାବରେ ଅଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହୋଇଛି । କେରଳରେ ଆସନ୍ତା ୨୭ରେ ମୌସୁମୀ କେରଳ ପହଞ୍ଚିବ ବୋଲି ଆକଳନ କରିଛି ଆଇଏମଡି । ଏହାକୁ ଭିତ୍ତି କରି ଏଥର ରାଜ୍ୟରେ ଆଗୁଆ ମୌସୁମୀ ପହଞ୍ଚିବ ବୋଲି…

ଆସାମରେ ପ୍ରକୃତିର ବିପର୍ଯ୍ୟୟ: ତୁହାକୁ ତୁହା ବର୍ଷା ସାଙ୍ଗକୁ ବଜ୍ରପାତରେ ଗଲା ୧୪ ଜୀବନ

ନୂଆଦିଲ୍ଲୀ : ଉତ୍ତର ଭାରତ ସମେତ ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାପମାତ୍ରା ବଢିବା ସହିତ ପାଗ ଶୁଖିଲା ମଧ୍ୟ ଶୁଖିଲା ରହୁଛି। ଏଥି ସହିତ ତାମିଲନାଡୁ, କେରଳ ଏବଂ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ସମ୍ପ୍ରତି…

ପାଣିପାଗ ବିଭାଗ ଦେଲା ଆଶ୍ବସ୍ତିକର ଖବର: ୧୫ ତାରିଖ ଯାଏ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

କେନ୍ୟୁଜ୍(ବ୍ୟୁରୋ):ତାତିରୁ ନିସ୍ତାର ନାହିଁ । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ମୟୂରଭଞ୍ଜରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ୧୫ ତାରିଖ ଯାଏ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ, ଆଗାମୀ ୨୪ ଘଣ୍ଟାରେ ନେଇପାରେ ଗଭୀର ଅବପାତ ରୂପ

ଭୁବନେଶ୍ବର(କେନ୍ୟୁଜ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ଦ୍ୱୀପର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର…

ଇକ୍ୱାଡୋରରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ୨୪ ମୃତ, ୧୨ ନିଖୋଜ, ମାଟି ତଳେ ଫସିରହିଛି ଅନେକ ଜୀବନ

ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ। ରାଜଧାନୀ କ୍ୱିଟୋରେ ଭୂସ୍ଖଳନ ଯୋଗୁଁ ୨୪ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ଏହି ଭୂସ୍ଖଳନ ହୋଇଥିବା ଯୋଗୁଁ ଅନେକ ଘର ମଧ୍ୟନଷ୍ଟ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ କ୍ଷତି ଘଟିଛି। କ୍ୱିଟୋ ସୁରକ୍ଷା ବିଭାଗ ତରଫରୁ ଜଣାପଡିଛି ଯେ,…

ଶୀତରେ କଲବଲ କରୁଛି ଅଦିନିଆ ବର୍ଷା, ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ବରକେ (କେନ୍ୟୁଜ): ଶୀତରେ ବର୍ଷା କରୁଛି କଲବଲ । ଆଜି ବି ସକାଳୁ ସକାଳୁ ଟ୍ଵିନ୍‌ସିଟିରେ ବର୍ଷା ଲାଗି ରହିଛି। ଫଳରେ ବ୍ୟାହାତ ହୋଇଛି ଜୀବନଯାତ୍ରା। ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବଜ୍ରପାତ, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ପାଇଁ ୮…

କାଲିଠୁ ବଢ଼ିବ ବର୍ଷା ପରିମାଣ, ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଆଜି ବର୍ଷା ହୋଇଛି । କାଲିଠୁ ବଢ଼ିବ ବର୍ଷା ପରିମାଣ । ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲା ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ଜାରି ହୋଇଛି ୟେଲୋ…

ଆସନ୍ତା ୨୪ ଘଣ୍ଟାରେ ଦୁଇଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା,ସୁବର୍ଣ୍ଣରେଖାରେ ବଢ଼ିପାରେ ଜଳସ୍ତର

ଭୁବନେଶ୍ବର(କେନ୍ୟୁଜ୍): ବଙ୍ଗୋପସାଗରରେ ସକ୍ରିୟ ରହିଛି ୱେଲ ମାର୍କଡ ଲୋ-ପ୍ରେସର । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦୁଇଟି ଜିଲ୍ଲାର ଗୋଟିଏ ଦୁଇଟି…