Below header
Browsing Tag

heeraben modi

ପଞ୍ଚଭୂତରେ ଲୀନ ହୀରାବେନ, ଭାଇଙ୍କ ସହ ମିଶି ମୁଖାଗ୍ନି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍:ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନରେ ହୀରବେନଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଭାଇଙ୍କ ସହ ମିଶି ମୁଖାଗ୍ନି ଦେଇଥିଲେ ମୋଦି। ଘରୁ ମା’ଙ୍କୁ କାନ୍ଧ ଦେଇଥିଲେ ମୋଦି । Image credit: ANI ୧୦୦ ବର୍ଷ…

ମା’ ହୀରାବେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସନ୍ତାକାଲି ଅହମ୍ମଦାବାଦରେ ଦେବେ ଭୋଟ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମା’ ହୀରାବେନ ମୋଦିଙ୍କୁ ଭେଟିବା ପାଇଁ ଗାନ୍ଧିନଗରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ୫ ଡିସେମ୍ବରରେ ଗୁଜରାଟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେବେ। ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାବରମତୀ ବିଧାନସଭା…

ଜୁନ୍‌ ୧୮ରେ ମୋଦିଙ୍କ ମା’ ହୀରାବେନ୍‌ଙ୍କୁ ଛୁଇଁବ ୧୦୦ ବର୍ଷ, ଜନ୍ମଦିନ ଅବସରରେ ମା’ଙ୍କ ସହିତ ରହିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ଆସନ୍ତା ଜୁନ୍‌ ୧୮ରେ ୧୦୦ ବର୍ଷରେ ପଦାର୍ପଣ କରିବେ। ଏହି ଖାସ୍‌ ଅବସରରେ ପିଏମ୍‌ ମୋଦି ମା’ଙ୍କ ସହିତ ରହିବେ। ହୀରବେନ୍‌ଙ୍କ ୧୦୦ତମ ଜନ୍ମଦିନରେ ଭଡନଗରସ୍ଥିତ ହାଟକେଶ୍ୱର ମନ୍ଦିରରେ ବିଶେଷ ପୂଜାର ଆୟୋଜନ କରାଯାଇଛି। ଏଥିରେ ପିଏମ୍‌ ମୋଦି…

ପୁଅର ଅପିଲ ପରେ 9 ମିନିଟ ହାତରେ ଦୀପ ଧରି ବସିଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ

କରୋନା ସଂକଟରୁ ମୁକୁଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏକଜୁଟ ହେବାକୁ ଆହ୍ୱାନ କରିଥିଲେ। ଏହାକୁ ସମର୍ଥନ ଜଣାଇ ରବିବାର ରାତି 9ଟାରେ ତାଙ୍କ ମାଆ ହୀରାବେନ ଗୁଜରାଟସ୍ଥିତ ବାସଭବନରେ ହାତରେ ଦୀପ ଜଳାଇ ବସିଥିଲେ। ମାତ୍ର କିଛି ସମୟ ଭିତରେ ଭାଇରଲ ହୋଇଥିବା ଏହି…