Browsing Tag

help

ଆପଣଙ୍କ ସାହାଯ୍ଯ ଅପେକ୍ଷାରେ ତୁଷାର, ଅର୍ଥ ଅଭାବରୁ ହସ୍ପିଟାଲ୍ ବେଡରେ ଜୀବନ ସହ କରୁଛି ସଂଘର୍ଷ

କେନ୍ଯୁଜ୍ ଓଡିଶା : ହସ୍ପିଟାଲ୍ ବେଡରେ ଜୀବନ ସହ ସଂଗ୍ରାମ କରୁଛି ୧୩ ବର୍ଷର ତୁଷାର। ଭଲ ନାଁ ତୁଷାର ରଞ୍ଜନ ସା। ବରଗଡ଼ ଜିଲ୍ଲା ବିଜେପୁର , ଯୋଖିପାଲୀ ଗ୍ରାମରେ ଘର । ବାପା ଗିରିଶ ଚନ୍ଦ୍ର ସା ଜଣେ ପିଇଟି ଶିକ୍ଷକ। ବାପାଙ୍କ ସହ ସବୁଦିନେ ସ୍କୁଲ ଯିବା ଆସିବା କରୁଥିଲା ତୁଷାର। । ଶିଶୁମନ୍ଦିର…

ବାପା-ମାଆ ଏବଂ ଝିଅ HIVକୁ ସାଙ୍ଗରେ ଧରି ଜିଉଁଥିଲେ ଜୀବନ, କିନ୍ତୁ ଏବେ ମରଣ ସହ ସଂଗ୍ରାମ କରୁଛି ଝିଅ

ଭଦ୍ରକ (କେନ୍ୟୁଜ) : ମାଆ ଆଖିରେ ସୁଖୁନି ଲୁହ, ବାପା ବି ଝିଅର ଅବସ୍ଥା ଦେଖି ଏକଦମ୍‌ ଅବାକ୍‌। ଏପଟେ ଯନ୍ତ୍ରଣା ଯେମିତି ଖାଇଚାଲିଛି ଝିଅକୁ। କାନ୍ଦ ବୋବୋଳିରେ ଘର ଫାଟି ପଡୁଛି। ଯେଉଁ ଘରେ ଦିନେ ବୋଉ ବୋଉ କହି ଝିଅ ଘରକୁ କମ୍ପଉଥିଲା ଆଜି ସେହି ଝିଅ ପଡିଛି ବିଛଣାରେ। ହାଉଲ ମାଉଲ ହୋଇ…

ପୁଣି ସାହାଯ୍ଯର ହାତ ବଢାଇଲା କିସ୍ ଫାଉଣ୍ଡେସନ, ଗୋଆ ରୁ ମାଲକାନଗିରି ଫେରିଲେ ଓଡ଼ିଆ ଗର୍ଭବତୀ ପ୍ରବାସୀ

ମାଲକାନଗିରି: ପୁଣି ସାହାଯ୍ଯର ହାତ ବଢାଇଲା କିସ ଫାଉଣ୍ଡେସନ। ପୁଣି ଅସହାୟ ମୁହଁକୁ ହସ ଫେରାଇଲା । ଦର୍ଶକବନ୍ଧୁ ଆପଣ ସଭିଏଁ ଜାଣନ୍ତି କି, କିସ ଫାଉଣ୍ଡେସନ ସବୁବେଳେ ଅସହାୟ ଆଉ ଗରିବ ଆଦିବାସୀଙ୍କ ସାଥିରେ ରହି ଆସିଛି। ପ୍ରତି ମୁହୂର୍ତ୍ତରେ ସେମାନଙ୍କ ପଛରେ ଠିଆହୋଇ ରହିଛି । ଆଉ…

ଭଞ୍ଜନଗର: ମାନବିକତା ବଞ୍ଚିଛି ଏମାନଙ୍କ ଯୋଗୁଁ, ନିଜ ଲୋକ ପର କରିଥିବା ମୃତଦେହକୁ କଲେ ସତ୍କାର

ଭଞ୍ଜନଗର (କେନ୍ୟୁଜ୍‌) : ମୃତ ଦେହକୁ ନେଲେ ନାହିଁ ପରିବାର ଲୋକେ କୋଭିଡ୍ କେୟାର ସେଣ୍ଟରରେ ଦୀର୍ଘ ସମୟ ଧରି ପଡ଼ି ରହିବା ପରେ ପହଞ୍ଚିଥିଲେ କିଛି ଯୁବ ସ୍ବେଛାସେବୀ । ଜୀବନ ଥିବା ସମୟରେ ସବୁ ନିଜର ଥିଲେ ହେଲେ ଶବ ହୋଇଗଲା ପରେ ନିଜ ଲୋକ ବି ମଲାଦେହ ପାଖକୁ ଆସିଲେ ନାହିଁ । ଶବ ନେବା ପାଇଁ…

ଗରିବ, ଭିକ୍ଷୁକ ଓ ଭିନ୍ନକ୍ଷମଙ୍କ ପାଇଁ ସାହାର ପାଲଟିଛନ୍ତି ରେଳ ବିଭାଗର କର୍ମଚାରୀ

ଖୋର୍ଦ୍ଧା : ଜଟଣୀ ଖୋର୍ଦ୍ଧା ରୋଡ ରେଳ ଡିଭିଜନର କର୍ମଚାରୀ ମାନେ ଗରିବ,ଭିକ୍ଷୁକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସାହାର ପାଲଟିଛନ୍ତି ।ବଢାଇଛନ୍ତି ସହାୟତାର ହାତ।  ମାସ ମାସ ଧରି ସେମାନଙ୍କୁ ଯୋଗାଉଛନ୍ତି ଖାଇବା। ଜଟଣୀ ସହରର ୧୦୦ ରୁ ଉର୍ଦ୍ଧ୍ୱ ଗରିବ,ମାନସିକ ବିକାରଗ୍ରସ୍ଥ…

ଅଭିନେତାଙ୍କ ମହାନତା, ଗୁରୁତର ଆହତ ପୋଲିସ କର୍ମଚାରୀଙ୍କୁ ନିଜ ଗାଡିରେ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର: ଅଭିନେତାଙ୍କ ମହାନତା । ଗୁରୁତର ଆହତ ପୋଲିସ କର୍ମଚାରୀଙ୍କୁ ନେଲେ ଡାକ୍ତରଖାନା। ପୋଲିସ କର୍ମଚାରୀ ଜଣଙ୍କ କଟକ ଜିଆରପିରେ କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟର ଗୁଲାମ ଅଲ୍ଲୀ । ସୂଚନା ଅନୁଯାୟୀ ଗୁଲାମ ଅଲ୍ଲୀଙ୍କୁ ଭୁବନେଶ୍ୱର ପଳାଶୁଣୀ ଓଭର ବ୍ରିଜ୍‌ ଉପରେ ଏକ କାର ଧକ୍କା ଦେଇଥିଲା।…

ଜାଣନ୍ତୁ କାହିଁକି ଅମିତାଭ ଦେଉଛନ୍ତି ଏହି ବ୍ୟକ୍ତିମାନଙ୍କୁ ୨ କୋଟି ଟଙ୍କା !

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଘୋଷଣା କରିଛନ୍ତି , ସେ ଭାରତୀୟ ସେନାରେ ଶହୀଦ ଜବାନଙ୍କ ବିଧବା ସ୍ତ୍ରୀ ଏବଂ ଦେଶର କୃଷକ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ । ଅମିତାଭ ବଚ୍ଚନ ଏହିଭଳି ସମାଜିକ କାର୍ୟ୍ୟରେ ବହୁତ ଦିନରୁ ଜଡିତ ଅଛନ୍ତି । ବିଗ ବି ପୋଲିଓ ନିବାରଣ,ଟିବି ନିରୋଧକ ଅଭିଯାନ,ଏବଂ…