ସମ୍ପର୍ଣ୍ଣ ହେଲା ହେରାପଞ୍ଚମୀ ନୀତି, ଅଭିମାନିନୀ ମାଆ ଲକ୍ଷ୍ମୀ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ
ପ୍ରଭୁଙ୍କ ଲୀଳାଖେଳା ଅପାର । ଜନ୍ମବେଦୀକୁ ଆସି ଅନେକ ଲୀଳା କରିଥାନ୍ତି ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀ ଜୀଉ ମାନେ ଜ୍ବରରେ ପୀଡିତ ହୋଇ ୧୫ ଦିନ ପାଇଁ ଅଣସର ଘରେ ରୁହନ୍ତି । ଏହି ସମୟରେ ଚାଲେ ଅଣସର ନୀତିକାନ୍ତି । ଫଳମୂଳ, ଔଷଧ ମୁଲିକା ଖାଇ ସୁସ୍ଥ ହେବା ପରେ ମହାପ୍ରଭୁ…