Browsing Tag

high court

ଭୋଟ ଦେବା ଅଧିକାର ମିଳିବା ପରେ ହିଁ ସୋସିଆଲ ମିଡିଆ ବ୍ୟବହାର କରିବେ ପିଲା , ହାଇକୋର୍ଟଙ୍କ ବୟାନ

ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହେଲା ବଡ଼ ବୟାନ । ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଖରେ କେବଳ ଫୋନ ରହୁଛି ତାହା ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପିଲାମାନଙ୍କର ନିଜର ଆକ୍ସେସ ମଧ୍ୟ ରହୁଛି । କିନ୍ତୁ ପିଲାମାନଙ୍କ ସୋସିଆଲ ମିଡିଆ ଆକ୍ସେସର ଏକ ନିର୍ଦ୍ଦିଷ୍ଟ ବୟସ…

ଦେଶ, ଧର୍ମ, ସମାଜ କିମ୍ବା ମାତାପିତା…ଜୀବନସାଥୀ ବାଛିବାରେ କେହି ବି ଅଟକାଇ ପାରିବେ ନାହିଁ: ଦିଲ୍ଲୀ ହାଇକୋର୍ଟ

ନିଜ ଇଚ୍ଛାରେ ଜୀବନସାଥୀ ବାଛିବା ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଆସ୍ଥା ଏବଂ ଧର୍ମ କାହାକୁ ନିଜ ଇଚ୍ଛା ମୁତାବକ ଜୀବନସାଥୀ ବାଛିବାରେ ରୋକିପାରିବ ନାହିଁ। ହାଇକୋର୍ଟଙ୍କ କହିବା ହେଲା, ବିବାହ କରିବାର ଅଧିକାର ହେଉଛି ମାନବ…

ହାଇକୋର୍ଟରେ ପର୍ସନାଲ ଆସିଷ୍ଟାଣ୍ଟ ପଦବୀ ଖାଲି, ଦରମା ମାସକୁ ୧ ଲକ୍ଷରୁ ଅଧିକ

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ପାଟନା ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ପର୍ସନାଲ ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଅଫିସିଆଲ ସାଇଟ୍‌ patnahighcourt.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଶେଷ…

ହାଇକୋର୍ଟରେ ଅନୁଷ୍ଠିତ ହେଲା ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୯୭ଟି ମାମଲାର ଆପୋଷ ବୁଝାମଣାରେ ହେଲା ଫଏସଲା

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟରେ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୯୭ଟି ମାମଲାର ଆପୋଷ ବୁଝାମଣାରେ ଫଏସଲା କରାଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର,…

ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଶ୍ବସ୍ତି: ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ (କେନ୍ୟୁଜ): ପୂର୍ବତନ ବିଧାୟକ ରାମମୂର୍ତ୍ତିଂକୁ ଆଶ୍ବସ୍ତି । ଜାମିନ ପ୍ରଦାନ କଲେ ହାଇକୋର୍ଟ । ପତ୍ନୀହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ। ଏହାକୁ ଚାଲେଞ୍ଜ କରି ଅପିଲରେ ହାଇକୋର୍ଟ ଆସିଥିଲେ ରାମମୂର୍ତ୍ତି ଗମାଙ୍ଗ। ୧୯୯୫ ମସିହା ଅଗଷ୍ଟ ୨୯…

ଓଡିଶା ହାଇକୋର୍ଟର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ନାମ,…

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଆଜି ଅଵସର ନେଇଛନ୍ତି। ଦୀର୍ଘ ୩୧ ମାସ ମଧ୍ୟରେ ଓଡିଶା ହାଇକୋର୍ଟରେ ସେ ଆଣିଥିବା ପରିବର୍ତ୍ତନ ପାଇଁ ଓଡିଶା ହାଇକୋର୍ଟର ଇତିହାସରେ ତାଙ୍କର ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ସେ କହିଥିଲେ,…

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ: ହାଇକୋର୍ଟରେ ସତ୍ୟପାଠ ଜରିଆରେ ଅବଗତ କଲା ପ୍ରତ୍ନତତ୍ୱ ବିଭାଗ

କଟକ(କେନ୍ୟୁଜ୍):  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ରତ୍ନଭଣ୍ଡାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି…

ହାଇକୋର୍ଟ ବୁଲିବେ ସାଧାରଣ ଲୋକ: ଆଜିଠାରୁ ଆରମ୍ଭ ହେଲା ରେଜିଷ୍ଟ୍ରେସନ

କଟକ (କେନ୍ୟୁଜ): ହାଇକୋର୍ଟ ବୁଲିବେ ସାଧାରଣ ଲୋକ। ସାଧାରଣ ଲୋକଙ୍କ ପାଇଁ ଖୋଲିବ ଓଡିଶା ହାଇକୋର୍ଟ। ପୂର୍ବରୁ ହାଇକୋର୍ଟ ଭିତରକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ ବାରଣ ରହି ଆସିଛି। ଏଥର କିନ୍ତୁ ପ୍ରତ୍ୟେକ ଶନିବାର ସରକାରୀ ଛୁଟି ଦିନ ବ୍ୟତୀତ ଲୋକମାନେ ହାଇକୋର୍ଟ ବୁଲି ପାରିବେ। ପ୍ରତ୍ୟେକ…

ଆଳୁ ବେପାରୀରୁ ବନିଥିବା ଗ୍ୟାଙ୍ଗଷ୍ଟର ଟିଟୋ ପୁଣି ଯିବ ଜେଲ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  ପୁଣି ଜେଲ ଯିବ ଟିଟୋ । କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀ ସର୍ତ୍ତମୂଳକ ଜାମିନରେ ଥିଲା । ଜାମିନର ସର୍ତ୍ତ ଖିଲାପ କରିଛି ଏହି ଗ୍ୟାଙ୍ଗଷ୍ଟାର । ତାକୁ ପୁଣି ଜେଲକୁ ପଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜଷ୍ଟିସ ସଙ୍ଗମ କୁମାର…

ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଉପଲକ୍ଷେ: ଆଜି ଗୋଟିଏ ଦିନରେ ପ୍ରକାଶ ପାଇଛି ୭୫ ଟି ରାୟ

କେନ୍ୟୁଜ୍(ବ୍ୟରୋ): ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବ୍ୟବହିତ ପୂର୍ବରୁ ଆଜି ଗୋଟିଏ ଖଣ୍ଡପୀଠରେ ଗୋଟିଏ ଦିନରେ ପ୍ରକାଶ ପାଇଛି ୭୫ ଟି ରାୟ। ହାଇକୋର୍ଟର ବିଚାରପତି ଜଷ୍ଟିସ ଦେଵବ୍ରତ ଦାସ ଓ ଡ଼କ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି…

ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା ଦୁର୍ଘଟଣା ମାମଲା: ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ

କଟକ(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ନଦୀ ଓ ଜଳଭଣ୍ଡାରରେ ଡଙ୍ଗା/ବୋଟ ଦୁର୍ଘଟଣାକୁ ନେଇ ଆଗତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଥିବା ବେଳେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବାଣିଜ୍ୟ ଓ ପରିଵହନ ବିଭାଗ ପକ୍ଷରୁ ଏକ ବିସ୍ତ୍ରୁତ ସତ୍ୟପାଠ ଦାଖଲ କରାଯାଇଛି। ଓଡିଶା ବୋଟ ରୂଲ ୨୦୦୪ ଅନୁଯାୟୀ…

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ବାଲେଶ୍ଵର ସାଂସଦ ମିଥ୍ୟା ଓ ଅସମ୍ପୂର୍ଣ୍ଣ ସତ୍ୟପାଠ ଦାଖଲ କରିଥିବା ଏହି ମାମଲା ଜଣେ ଭୋଟର ଯଦୁନାଥ ସେଠୀଙ୍କ ପକ୍ଷରୁ ରୁଜୁ ହୋଇଥିଲା।…