Browsing Tag

hirakud dam

ବଢୁଛି ହୀରାକୁଦ, କମୁଛି ମହାନଦୀ

କଟକ / ସମ୍ବଲପୁର (କେନ୍ୟୁଜ): କମୁଛି ମହାନଦୀର ଜଳସ୍ତର । କଟକ ମୁଣ୍ଡଳୀରେ କମୁଛି ଜଳପ୍ରବାହ। ଗତକାଲି ରାତି ୩ଟା ପରେ କମିଛି ଜଳପ୍ରବାହ। ବର୍ତ୍ତମାନ ୮ଲକ୍ଷ ୬ ହଜାର ୧୪ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଏଠାରେ ଜଳସ୍ତର ୮୯. ୮୯ ଫୁଟ ଥିବାବେଳେ ବିପତ ସଙ୍କେତ ରହିଛି ୯୫.୦୫ ଫୁଟ। ଗତକାଲି…

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୩ ଗେଟ୍, ମୋଟ୍ ୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର (କେନ୍ୟୁଜ): ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫୁଲିଛି ମହାନଦୀ । ହୀରାକୁଦରେ ବଢିଛି ଜଳସ୍ତର । ଖୋଲିଲା ଆଉ ୩ଟି ଗେଟ୍‌ । ଏବେ ମୋଟ୍‌ ୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମ ପାର୍ଶ୍ୱର ୬ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି ।…

ଲଗାଣ ବର୍ଷାରେ ବଢି ଚାଲିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ସମ୍ବଲପୁର(କେନ୍ୟୁଜ୍‌): ଉପରମୁଣ୍ଡରେ ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ ୩୭ହଜାର ୯୫୨ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୯ହଜାର ୨୮୫ କ୍ୟୁସେକ ଜଳ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି…

ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର, ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ

ଉପରମୁଣ୍ଡରେ ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୯ହଜାର ହଜାର କ୍ୟୁସେକ ଜଳ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୭ ଫୁଟ। ତେବେ ବର୍ତ୍ତମାନ…

ବଢ଼ୁଛି ହୀରାକୁଦର ଜଳସ୍ତର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳମୁଣ୍ଡକୁ ମାଡି ଆସୁଛି ପାଣି

ସମ୍ବଲପୁର (କେନ୍ୟୁଜ): ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ହୀରାକୁଦକୁ ଜଳ ପ୍ରବାହ ବଢ଼ିଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ତଳମୁଣ୍ଡକୁ ମାଡି ଆସୁଛି ପାଣି । ଆଉ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର…

ଖୋଲିବ ହୀରାକୁଦ ଗେଟ୍‌, ମହାନଦୀ ଅବବାହିକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି

କେନ୍ୟୁଜ୍(ବ୍ୟୁରୋ): ଖୋଲିବ ହୀରାକୁଦ ଗେଟ୍‌ । ଜୁନ୍‌ ପହିଲାରୁ ଯେକୌଣସି ମୁହୂର୍ତ୍ତରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ଛଡାଯାଇପାରେ । ଜୁଲାଇ ୧ ତାରିଖ ସୁଦ୍ଧା ଜଳଭଣ୍ଡାରରେ ୫୯୫ ଫୁଟ ଓ ଅଗଷ୍ଟ ୧ ତାରିଖ ସୁଦ୍ଧା ୫୯୦ ଫୁଟ ପାଣି ରହିବା କଥା । କିନ୍ତୁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ…

ଆଗକୁ ପ୍ରବଳ ବର୍ଷା ସମ୍ଭାବନା! ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌

ସମ୍ବଲପୁର(କେନ୍ୟୁଜ୍): ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଖୋଲିଛି ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ । ଗତକାଲି ପ୍ରଥମେ ୪ଟି ଗେଟ୍‌ ଖୋଲିଥିଲା । ପରେ ଆଉ ୨ଟି ଖୋଲିଛି । ବର୍ତ୍ତମାନ ମୋଟ୍‌ ୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳଭଣ୍ଡାରରୁ ପାଣି । ବର୍ତ୍ତମାନ ହୀରାକୁଦ ଡ୍ୟାମର…

ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ବନ୍ଦ, ଏବେ ୧୬ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର(କେନ୍ୟୁଜ୍):ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ବନ୍ଦ ହୋଇଛି। ବର୍ତ୍ତମାନ ହୀରାକୁଦର ୧୬ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜ। ହୀରାକୁଦର ଜଳସ୍ତର ୬୨୦.୭୧ ଫୁଟ। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୩ ବଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୪ ହଜାର…

ବନ୍ଦ ହେଲା ହୀରାକୁଦ ଡ୍ୟାମର ୮ଟି ଗେଟ, ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪ ଫୁଟ୍‌

କେନ୍ୟୁଜ୍(ବ୍ୟୁରୋ): ଆଜି ବନ୍ଦ ହେଲା ହୀରାକୁଦ ଡ୍ୟାମର ୮ଟି ଗେଟ । ଉପରମୁଣ୍ଡରୁ ଜଳ ପ୍ରବାହ କମିଥିବାରୁ ୮ଟି ଗେଟ୍‌କୁ ବନ୍ଦ କରାଯାଇଛି । ଏବେ ୩୨ଟି ସ୍ଲୁଇସ ଗେଟ୍‌ ଦେଇ ବନ୍ୟା ପାଣି ଛଡ଼ାଯାଉଛି । ଏହା ପୂର୍ବରୁ ଆଜି ପ୍ରଥମେ ୪ଟି ଗେଟ୍‌ ବନ୍ଦ ହୋଇଥିଲା । ପରେ ଅନ୍ୟ ୪ଟି ଗେଟ୍‌କୁ ବନ୍ଦ…

ହୀରାକୁଦ ଜଳଭଣ୍ଡାରକୁ କମିଛି ବନ୍ୟା ଜଳ ପ୍ରବେଶ, ବିପଦ ସଙ୍କେତ ତଳେ ମୁଣ୍ଡଳୀ ଦେଇ ପାସ୍ କରୁଛି ବନ୍ୟା ପାଣି

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦ ଜଳଭଣ୍ଡାରକୁ କମିଛି ବନ୍ୟା ଜଳ ପ୍ରବେଶ । ଏବେ ୪୦ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ଛାଡ଼ିଥିବା ୧୪ଟି ଗେଟ୍‌ର ବନ୍ୟା ପାଣି ଆଜି ମୁଣ୍ଡଳୀରେ ପହଞ୍ଚିଛି । ଏବେ ମୁଣ୍ଡଳୀ ଦେଇ ପାସ କରୁଛି ୧୦ ଲକ୍ଷ ୧୦ ହଜାର ୬୨୫ କ୍ୟୁକେସ୍‌ ବନ୍ୟା…

ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌

ଭୁବନେଶ୍ୱର(କେନ୍ୟୁଜ୍): ବନ୍ୟା ନିୟନ୍ତ୍ରଣ ପାଇଁ ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍‌। ବର୍ତ୍ତମାନ ୩୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଜଳଭଣ୍ଡାରର ୮ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା। ତଳମୁଣ୍ଡରେ ବନ୍ୟା ନିୟନ୍ତ୍ରଣ କରିବାକୁ ଗେଟ…