Below header
Browsing Tag

hirakud dam

ସ୍ଥିତି ଦେଖି ହୀରାକୁଦରରେ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯିବ: ବିଜୟ ମିଶ୍ର

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦର ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ଲାଗି ରହିଛି । ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯିବ । କାଶୀନଗର ନିକଟରେ ବଂଶଧାରା ନଦୀର ଜଳସ୍ତର ବଢିଛି। ଆଖୁଆପଦାଠାରେ ବୈତରଣୀ ବଢିବା ସହ ଜଳକା ନଦୀର ବି ଜଳସ୍ତର ବଢୁଛି। ଉପରମୁଣ୍ଡରେ ପାଣି ଆସିବା…

ଉପରମୁଣ୍ଡରେ ଲଗାଣ ବର୍ଷା ପରେ ଫୁଲିଛି ମହାନଦୀ: ହୀରାକୁଦର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର(କେନ୍ୟୁଜ୍): ଉପରମୁଣ୍ଡରେ ଲଗାଣ ବର୍ଷା ପରେ ଫୁଲିଛି ମହାନଦୀ । ହୀରାକୁଦର ଖୋଲିଲା ଆଉ ୪ ଗେଟ୍‌ । ମୋଟ ୨୪ଟି ଗେଟ୍‌ ଦେଇ ଏବେ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମପାର୍ଶ୍ୱରୁ ୧୬ଟି ଗେଟ୍‌ ଖୋଲାଯାଇଥିବାବେଳେ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍‌ ଖୋଲାଯାଇଛି। ଏବେ ହୀରାକୁଦ…

ହୀରାକୁଦ ଏବେ କେତେ ଗଭୀର, ମାପିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ସମ୍ବଲପୁର(କେନ୍ଯୁଜ୍): ହୀରାକୁଦ ଜଳଭଣ୍ଡାରର ଗଭୀରତା ମାପ ପ୍ରକ୍ରିୟା ଆରମ୍ଭ। ଜଳଭଣ୍ଡାରରୁ ପଟୁମାଟି ପୋତି ହେବା ନେଇ ବିଭିନ୍ନ ସମୟରେ କରାଯାଇଥିବା ସର୍ଭେରୁ ଜଣାପଡିଛି। ଏନେଇ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ପଟୁ ମାଟି ପୋତି ହୋଇଛି ତାହା ଜଳଭଣ୍ଡାରର ଗଭୀରତା ମାପ ଦ୍ୱାରା ସ୍ପଷ୍ଟ…

ଉବୁଟୁବୁ ହୀରାକୁଦ: ମ୍ୟାଜିକ ନମ୍ବର ୬୩୦ ଫୁଟ୍ ଛୁଇଁଲା ଜଳସ୍ତର

ସମ୍ବଲପୁର: ଉବୁଟୁବୁ ହୀରାକୁଦ । ହୀରାକୁଦରେ ମ୍ୟାଜିକ ନମ୍ବର ଛୁଇଁଲା ଜଳସ୍ତର । ଚଳିତ ବର୍ଷ ପ୍ରଥମ କରି ହୀରାକୁଦ ଜଳସ୍ତର ସର୍ବୋଚ୍ଚ ସୀମା ଛୁଇଁଛି । ଗତକାଲି ଦିନ ୩ଟା ପରେ ଜଳସ୍ତର ମ୍ୟାଜିକ ନମ୍ବର ୬୩୦ ଫୁଟ ଛୁଇଁଛି। ରାତି ୯ଟା ସୁଦ୍ଧା ଜଳଭଣ୍ଡାରକୁ ୪୬ ହଜାର ୮୩୩ କ୍ୟୁସେକ୍‌ ଜଳ…

କମୁଛି ହୀରାକୁଦ ଜଳସ୍ତର, ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ ଲକ୍ଷ ୯ ହଜାର ୩୮୩ କ୍ୟୁସେକ ଜଳ

ସମ୍ବଲପୁର(କେନ୍ଯୁଜ୍): କମୁଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ବର୍ଷା ପରିମାଣ କମିଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୨୮.୨୯ । ସେପଟେ ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୭୧ ହଜାର ୨୬୪ କ୍ୟୁସେକ ପାଣି…

ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌, ସମୁଦାୟ ୨୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ଯୁଜ୍): ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ଜଳସ୍ତର ବୃଦ୍ଧି ପାଉଥିବାରୁ ପର୍ଯ୍ୟାୟକ୍ରମେ ହୀରାକୁଦ ଡ୍ୟାମର ଗେଟ୍‌ ଖୋଲାଯାଉଛି। ବର୍ତ୍ତମାନ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର…

ଲଗାଣ ବର୍ଷା ଯୋଗୁ ଫୁଲୁଛି ମହାନଦୀ: ବର୍ତ୍ତମାନ ହୀରାକୁଦ ଡ୍ୟାମରେ ୨୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ଯୁଜ୍): ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ଜଳସ୍ତର ବୃଦ୍ଧି ପାଉଥିବାରୁ ପର୍ଯ୍ୟାୟକ୍ରମେ ହୀରାକୁଦ ଡ୍ୟାମର ଗେଟ୍‌ ଖୋଲାଯାଉଛି। ବର୍ତ୍ତମାନ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୨୮.୩୯ ଫୁଟ୍‌। ହୀରାକୁଦ…

ଡରାଉଛି ଲଗାଣ ବର୍ଷା: ବଢୁଛି ମହାନଦୀ ଓ ତାର ଶାଖାନଦୀ

:ଲଗାଣ ବର୍ଷାରେ ବଢୁଛି ମହାନଦୀ ଓ ତାର ଶାଖାନଦୀ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ସହ ମହାନଦୀ ଅବବାହିକାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ହୀରାକୁଦ ଜଳଭଣ୍ଡାର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳଭଣ୍ଡାରରେ ୬୨୪.୪୫ ଫୁଟ…

ଖୁବ୍ ଶୀଘ୍ର ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ବନ୍ୟା ଜଳ, ପ୍ରକ୍ରିୟା ଆରମ୍ଭ କଲେ ବନ୍ଧ କର୍ତ୍ତୃପକ୍ଷ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବନ୍ଧ କର୍ତ୍ତୃପକ୍ଷ । ଆସନ୍ତା ଜୁନ ଏକ ତାରିଖ ପରେ ଯେକୌଣସି ସମୟରେ ସ୍ଥିତିକୁ ଦେଖି ମହାନଦୀରେ ବନ୍ୟା ଜଳ ନିଷ୍କାସନ କରାଯିବ । ବନ୍ୟା ଜଳ ନିଷ୍କାସନ ସମୟରେ ମହାନଦୀ ଅବବାହିକାକୁ ଯେପରି ସମ୍ପୂର୍ଣ୍ଣ…

କମୁଛି ହୀରାକୁଦ ଜଳସ୍ତର: ଗତବର୍ଷ ଠାରୁ ୧୦ ଫୁଟ ତଳକୁ ଖସି ଆସିଛି ପାଣି

ସମ୍ବଲପୁର: ଛାନିଆ କଲାଣି ହୀରାକୁଦ ଜଳଭଣ୍ଡାର। ଉପର ମୁଣ୍ଡରୁ ଆସୁନି, କମୁଛି ଜଳସ୍ତର। ଗତବର୍ଷ ଠାରୁ ୧୦ ଫୁଟ ତଳକୁ ପାଣି ଖସି ଆସିଛି। ଗତବର୍ଷ ଆଜିର ଦିନରେ ୬୨୪. ୧୨ ଫୁଟ ଥିବାବେଳେ ଆଜି ୬୧୪.୭୯ ଫୁଟରେ ପହଁଚିଛି। ପ୍ରତିଦିନ ପ୍ରାୟ ୦.୨୦ ଫୁଟ ହାରରେ ପାଣି କମୁଛି। ସ୍ଥିତି ଏପରି ହେଲାଣି…

ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା, ୨୧ଟି ଟିମ୍‌ ସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ସାମିଲ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ୍‌ ସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। ହୀରାକୁଦ ଜଳଭଣ୍ଡାରରେ ୧୮ଟି ଏବଂ ପାୱାର ଚ୍ୟାନେଲରେ ୩ଟି ଟିମ୍‌ ଗଣନାରେ…

ହୀରାକୁଦର ଆଉ ୪ଟି ଗେଟ୍‌ ବନ୍ଦ: ବର୍ତ୍ତମାନ ୨୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର : ହୀରାକୁଦର ଆଉ ୪ଟି ଗେଟ୍‌ ବନ୍ଦ।  କମିଛି ବନ୍ୟା ପାଣି ପ୍ରବେଶ । ଖସୁଛି ମହାନଦୀର ଜଳସ୍ତର । ଏବେ ହୀରାକୁଦର ମୋଟ୍ ୨୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଏବେ ଜଳସ୍ତର ୬୨୫.୯୧ ଫୁଟ୍‌ ରହିଛି। ହୀରାକୁଦ…