ଉତ୍ତରାଖଣ୍ଡ: ଡ୍ରଗ୍ସ ସେବନ କରୁଥିବା କିଶୋରୀଙ୍କ ସହ ସମ୍ବନ୍ଧ, ଏକସାଥୀରେ ୧୯ ଲୋକ HIV ପଜିଟିଭ୍
ଉତ୍ତରାଖଣ୍ଡରେ ଏଚଆଇଭି ସଂକ୍ରମଣ ବ୍ୟାପିବାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ନୈନିତାଲର ରାମନଗରରୁ ଆସିଥିବା ଖବର ସମସ୍ତଙ୍କ ହୋଶ୍ ଉଡ଼ାଇ ଦେଇଛି । ଜଣେ କିଶୋରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୧୯ ଜଣ ଲୋକ ଏଚଆଇଭିରେ ଆକ୍ରାନ୍ତ ହୋଇଛନ୍ତି । କିଶୋରୀଙ୍କ ସଂସ୍ପର୍ଶରେ…