Browsing Tag

hollywood actor

ଆଉ ନାହାଁନ୍ତି ‘ବ୍ୟାଟମ୍ୟାନ୍’ ଫେମ୍ ଭାଲ୍ କିଲମର, ୬୫ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ

ହଲିଉଡର ଚର୍ଚ୍ଚିତ ଅଭିନେତା ଭାଲ୍ କିଲମରଙ୍କ ବିଷୟରେ ବଡ଼ ଦୁଃଖ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ତାଙ୍କର ୬୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଲସ୍ ଆଞ୍ଜେଲସରେ ଶେଷ ନିଶ୍ବାସ୍ ତ୍ୟାଗ କରିଛନ୍ତି । ତାଙ୍କ ମ୍ରୁତ୍ୟୁ ଖବର ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଦେଇଛି । ସୋସିଆଲ୍ ମିଡିଆରେ…

ହଲିଉଡ ଫିଲ୍ମ “ହ୍ୟାରୀ ପୋଟର”ର ଅଭିନେତାଙ୍କ ପରଲୋକ, ସାଇମନଙ୍କ ପାଇଁ ଶୋକ ପ୍ରକାଶ କଲେ ଫ୍ୟାନ୍ସ

ହଲିଉଡ ଜଗତକୁ ନେଇ ଏକ ଦୁଃଖଦ ଖବର ଆସିଛି । ଯାହା ପୁରା ହଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । “ହ୍ୟାରୀ ପୋଟର”ଫିଲ୍ମର ପ୍ରସିଦ୍ଧ ଅଭିନେତା ସାଇମନ୍ ଫିଶରଙ୍କର ୬୩ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । ସେ ଭେଟି ଦେଇଥିବା ଫିଲ୍ମକୁ ମନେ ପକାଇ ସୋସିଆଲ ମିଡିଆରେ ଶୋକ ପ୍ରକାଶ…

ଏହି ବିଦେଶୀ ଅଭିନେତାଙ୍କ ସ୍ୱପ୍ନରେ ଆସୁଥିଲା ମୃତ ପୁଅ, ପରେ ହରିଦ୍ୱାରରେ କରିଥିଲେ ଶ୍ରାଦ୍ଧ

ଚଳିତ ବର୍ଷ ୧୭ ସେପ୍ଟେମ୍ବରରୁ ଶ୍ରାଦ୍ଧ ପକ୍ଷ ଆରମ୍ଭ ହୋଇ ଅକ୍ଟୋବର ୨ ଅର୍ଥାତ ଆଜି ସର୍ବପିତୃ ଅମାବାସ୍ୟା ସହିତ ସମାପ୍ତ ହେବ । ଶାସ୍ତ୍ରରେ ପିତୃ ପକ୍ଷର ବିଶେଷ ଗୁରୁତ୍ୱ ଉଲ୍ଲେଖ କରାଯାଇଛି । କୁହାଯାଏ ଯେ ପିତୃ ପକ୍ଷ ସମୟରେ ଆମ ପୂର୍ବପୁରୁଷମାନେ ଆଶୀର୍ବାଦ କରିବାକୁ ପୃଥିବୀକୁ ଆସନ୍ତି ।…

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ ମୃତ୍ୟୁ ହୋଇଛି । ତମାୟୋ ଫିଲ୍ମ ‘ପାଇରେଟସ ଅଫ ଦ କ୍ୟାରିବିୟନ’ ପାଇଁ ଲୋକପ୍ରିୟ ହୋଇଥିଲେ । ଖବର ମୁତାବକ, ୨୩ ଜୁନ୍‌ ପାଇଁ ହଓ୍ଵାଇ ଦ୍ୱୀପରେ ଓହୁ ପାଖରେ ଅଭିନେତାଙ୍କୁ…

ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭର ଏବଂ ୨ ଝିଅ ବିମାନ ଦୁର୍ଘଟଣାରେ ମୃତ

ହଲିଉଡ ଅଭିନେତା କ୍ରିଷ୍ଟିଆନ୍‌ ଓଲିଭର ଏବଂ ତାଙ୍କ ପରିବାର ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ଏକ ଛୋଟ ବିମାନରେ ଉଡାଣ ଭରିବାର ତୁରନ୍ତ ପରେ କ୍ୟାରବିୟାନ ସାଗରରେ ତାଙ୍କ ବିମାନ ଦୁର୍ଘଟଣା ହୋଇଥିଲା । ରୟାଲ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ ପୋଲିସ ଅନୁସାରେ, କ୍ରିଷ୍ଟିଆନ…

ମାଥ୍ୟୁ ପେରୀଙ୍କ ଦେହାନ୍ତ, ଘରେ ହଟ୍‌ ଟବରେ ବୁଡି ମୃତ୍ୟୁ ହୋଇଥିବା ସୂଚନା

ଆମେରିକା-କାନାଡିଆନ ଅଭିନେତା ମାଥ୍ୟୁ ପେରୀଙ୍କ ୫୪ ବର୍ଷରେ ଦେହାନ୍ତ ହୋଇଛି । ଅଭିନେତା ଜଣକ ଲସ ଏଞ୍ଜେଲସ ଘରେ ମୃତ ମିଳିଛନ୍ତି । ମାଥ୍ୟୁଙ୍କ ମୃତ୍ୟୁ ହଟଟବରେ ବୁଡିବା ଯୋଗୁଁ ହୋଇଥିବା ପୋଲିସ ଅନୁମାନ କରୁଛି । ଟିଭିର ସିଟକମ୍‌ ‘ଫ୍ରେଣ୍ଡସ ଲାଇକ ଅସ’ ପାଇଁ ବେଶ୍‌ ଜଣାଶୁଣା । ଏଥିରେ ଚେଡଲର…

୯୦ ବର୍ଷ ବୟସରେ ଲୋକପ୍ରିୟ ସ୍କଟିସ୍ ଅଭିନେତା ଡେଭିଡ ମ୍ୟାକକାଲୁମ୍‌ଙ୍କ ଦେହାନ୍ତ

ସ୍କଟ୍‌ଲାଣ୍ଡ୍‌ର NCIS ଫେମ ଅଭିନେତା ଡେଭିଡ ମ୍ୟାକକାଲୁମଙ୍କର ଗତକାଲି ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ନିଧନ ଖବର ଶୁଣି ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ତାଙ୍କୁ ମନେ ପକାଇ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଡେଭିଡଙ୍କ ବିୟୋଗରେ…

ବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି, ହଠାତ୍‌ ଚାଲିଗଲା ଆଙ୍ଗୁସ କ୍ଲାଉଡଙ୍କ ଜୀବନ

ବାପାଙ୍କ ମୃତ୍ୟୁକୁ ସହିପାରିଲେନି ୟୁଫୋରିୟା ଅଭିନେତା ଆଙ୍ଗୁସ କ୍ଲାଉଡ । ମାତ୍ର ୨୫ ବର୍ଷ ବୟସରେ ମୃତ୍ୟୁକୁ ଆଲିଙ୍ଗନ କଲେ । ତେବେ ତାଙ୍କର କେମିତି ମୃତ୍ୟୁ ହୋଇଛି, ତାହା ଜଣାପଡିନି । କିନ୍ତୁ ବାପାଙ୍କ ମୃତ୍ୟୁକୁ ମାନସିକ ଭାବେ ଗ୍ରହଣ କରିପାରିନଥିଲେ । ଅଭିନେତାଙ୍କ ମୃତ୍ୟୁରେ ଫ୍ୟାନ୍ସ…

ହଲିଉଡ ଅଭିନେତା ତଥା ଡ୍ୟାନ୍ସର ଷ୍ଟିଫେନ ବସ୍‌ଙ୍କ ଆତ୍ମହତ୍ୟା, ପ୍ରିୟଙ୍କା ସେୟାର କଲେ ଭାବବିହ୍ଵଳ ପୋଷ୍ଟ

ଦି ଏଲିନ ଡି ଜନସ ଏବଂ ଶୋ ୟୁ ଥିଙ୍କ ୟୁ କ୍ୟାନ୍‌ ଡ୍ୟାନ୍ସ ଭଳି ଲୋକପ୍ରିୟ ଶୋରେ ଅଭିନୟ କରିଥିବା ଷ୍ଟିଫେନ ବସ୍‌ ଆତ୍ମହତ୍ୟା କରିଛନ୍ତି। ଡିସେମ୍ବର ୧୩ ତାରିଖର ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି । ଷ୍ଟିଫେନଙ୍କ ମୃତ୍ୟୁରେ ହଲିଉଡ ଠାରୁ ଆରମ୍ଭ କରି…

ଆତ୍ମହତ୍ୟା କଲେ ପାଓ୍ଵାର ରେଞ୍ଜର୍ସ ଷ୍ଟାର ଜେସନ ଡେଭିଡ, ଟମି ଓଲିଭର ଭୂମିକାରେ ଆସିଥିଲେ ନଜର

ଅରିଜନଲ ପାୱାର ରେଞ୍ଜର୍ସ ଷ୍ଟାର ଜେସନ ଡେଭିଡ ଫ୍ରାଙ୍କଙ୍କର ନିଧନ। ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୪୯ ବର୍ଷ ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ତାଙ୍କ ମୃତ୍ୟୁରେ ପାୱାର ରେଞ୍ଜର୍ସର କୋ-ଷ୍ଟାର ୱାଲ୍ଟର ଇ ଜୋନ୍ସ ଇନଷ୍ଟାଗ୍ରାମରେ ଦୁଃଖ ପ୍ରକାଶ କରିଛନ୍ତି।…

୧୪ ବର୍ଷୀୟ ଲୋକପ୍ରିୟ କଳାକାର ମା’ଙ୍କୁ କଲେ ହତ୍ୟା; କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ

‘ରିଭରଡେଲ୍‌’ ଓ ‘ଡାଏରୀ ଅଫ୍‌ ଏ ଓ୍ଵିମ୍ପି’ର କିଡ୍‌ ଷ୍ଟାର ରୟାନ ଗ୍ରାନ୍ଥମ୍‌ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମା’ ବାରବରା ହ୍ଵାଇଟ୍‌ଙ୍କୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ତାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦ ସେପ୍ଟେମ୍ବରରେ କୋର୍ଟ ଶୁଣାଣି…

ନ୍ଯୁୟର୍କ ଆପାର୍ଟମେଣ୍ଟରୁ ମିଳିଲା ହଲିଉଡ ଅଭିନେତା ମାଇକେଲ କେ ୱିଲିୟମ୍ସଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ହଲିଉଡର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ମାଇକେଲ କେ ୱିଲିୟମ୍ସଙ୍କ ପରଲୋକ ହୋଇଛି। ସୁପର ହିଟ୍ ଧାରାବାହିକ ‘The Wire’ ରେ ଓମାର ଲିଟିଲ ଭୂମିକାରେ ଅଭିନୟ କରିଥିଲେ। ୫୪ବର୍ଷ ବୟସରେ ନ୍ୟୁୟର୍କ ସିଟି ଆପାର୍ଟମେଣ୍ଟରୁ ମିଳିଛି ଅଭିନେତାଙ୍କ ମୃତଦେହ। ନ୍ୟୁୟର୍କ ପୋଲିସ ରାତି ପ୍ରାୟ ୨ଟା…