Below header
Browsing Tag

hot water

ଘରୋଇ ହିଂସା, ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଲା ସାବତ ମା’

ଘରୋଇ ହିଂସାର କୁପରିଣତି । ପୁଅ ଉପରକୁ ଗରମ ଡାଲି ପାଣି ଫିଙ୍ଗିଲା ସାବତ ମା’ । ଘରୋଇ ହିଂସାରେ ଘଟିଲା ଏଭଳି ଅଘଟଣ । ଜଣେ ସାବତ ମା’ ଟକ୍‌ଟକ୍‌ ଫୁଟୁଥିବା ଡାଲିର ଗରମ ପାଣିକୁ ପୁଅ ଉପରକୁ ଫୋପାଡ଼ିଛି । ପୁଅର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ତେବେ ଘରୋଇ କଳି କାହା ଘରେ ବା ନହୁଏ…

ଆପଣ ସବୁଦିନେ ଗରମ ପାଣି ପିଉଛନ୍ତି କି ? ହୋଇ ଯାଆନ୍ତୁ ସତର୍କ, ହୋଇପାରନ୍ତି ଏହି ସବୁ ରୋଗର ଶିକାର

କୋଭିଡ ଆସିବା ପରେ ଖାସ କରି ସମସ୍ତେ ଗରମପାଣି ପିଇବା ଆରମ୍ଭ କରିଦେଇଛନ୍ତି । ଏମିତିକି କିଛି ଲୋକେ ଏହାକୁ ନିତିଦିନିଆ ଅଭ୍ୟାସ କରି ସାରିଲେଣି । ବର୍ତ୍ତମାନ ଯେହେତୁ ଶୀତ ଦିନ ସମସ୍ତେ ଅଧିକ ମାତ୍ରାରେ ଗରମ ପାଣି ପିଉଛନ୍ତି । ଗରମ ପାଣି ମଣିଷ ଶରୀର ପାଇଁ ଯେତେଲାଭ ଦାୟକ ହୋଇଥାଏ ଏହାକୁ…

ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ-ସ୍ତ୍ରୀଙ୍କ ଉପରକୁ ଗରମ ପାଣି ଫୋପାଡିଲେ ପରିବାର ଲୋକେ, ଗୁୁରୁତର ଅବସ୍ଥାରେ…

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଚାଷଗୁରୁଜଙ୍ଗ ଗ୍ରାମରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଗରମ ପାଣିରେ ପୋଡ଼ି ହୋଇ ସ୍ୱାମୀ, ସ୍ତ୍ରୀ ଗୁୁରୁତର । ସୂଚନା ଅନୁଯାୟୀ, ସ୍ବାମୀ ଟିକେଶ୍ୱର ନାୟକ ଓ ସ୍ତ୍ରୀ ବାସନ୍ତୀ ନାୟକଙ୍କ ଉପରକୁ ତାଙ୍କ ଜାଆ, ଶାଶୂ, ଶଶୁର,…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅମାନୁଷିକ କାର୍ଯ୍ୟ : ଭାଉଜର ଲଙ୍କା ଗୁଣ୍ଡ ମିଶା ଗରମ ପାଣିରେ ଦିଅର ଗୁରୁତର 

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ପଞ୍ଚାୟତରେ ଏକ ଅମାନବୀୟ ଘଟଣା ଘଟିଯାଇଛି । ଭାଉଜ ଲଙ୍କାଗୁଣ୍ଡ ମିଶା ଗରମ ପାଣି ଦିଅର ଉପରେ ଢାଳିବା ଦ୍ଵାରା ଦିଅର ଗୁରୁତର ଆହତ ହୋଇଛନ୍ତି। ଏନେଇ ଭେଟେଶ୍ୱର ଗ୍ରାମର ଆହତ ଅନୁ ପଲାଇଙ୍କ ମା ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ…

ଗରମ ପାଣି ପିଇବା ହୋଇପାରେ କ୍ଷତିକାରକ, ଧ୍ଯାନରେ ରଖନ୍ତୁ ଏହି ସବୁ କଥା

ଗରମ ପାଣି ପିଇବାର ଲାଭ ବିଷୟରେ ତ ଆପଣମାନେ ଜାଣିଥିବେ। ଓଜନ କମ କରିବା ଠାରୁ ଆରମ୍ଭ କରି ଅନେକ ସ୍ବାସ୍ଥ୍ଯ ସମସ୍ଯା ପାଇଁ ଗରମ ପାଣି ଲାଭକାରୀ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଗରମ ପାଣି ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ଯ ସମସ୍ଯା ମଧ୍ଯ ଦେଖାଯାଇଥାଏ। ଏହି ବିଷୟରେ ଅନେକ ଲୋକମାନେ…

ଜାଣନ୍ତୁ ହାତ ଧୋଇବା ପାଇଁ ସବୁଠାରୁ ବେଶି ପ୍ରଭାବଶାଳୀ ଥଣ୍ଡା ପାଣି ନା ଗରମ ପାଣି

ଆଜିକାଲି ଅଧିକାଂଶ ଲୋକମାନେ ହାତ ଧୋଇବାର ମହତ୍ଵ ବୁଝିସାରିଛନ୍ତି। ଯେଉଁ ଲୋକମାନେ ବର୍ତ୍ତମାନ ମଧ୍ୟ ଅପରିଷ୍କାର ହାତରେ ଖାଦ୍ୟ ଖାଉଛନ୍ତି କିମ୍ବା ପାଣି ପିଉଛନ୍ତି ସେମାନଙ୍କ ପାଇଁ ଚଳିତ ମାସ ଡିସେମ୍ବର୧ ରୁ ୭ ତାରିଖ ପର୍ଯ୍ୟନ୍ତ ହାତ ଧୋଇ ସଫା ରଖିବା ପାଇଁ ସଚେତନତାର ସପ୍ତାହ ପାଳନ…

ଆକର୍ଷଣୀୟ ତ୍ୱଚା ଏବଂ କେଶ ଚାହୁଁଛନ୍ତି କି? ଭୁଲ୍‌ରେ ବି ଗାଧାନ୍ତୁ ନାହିଁ ଗରମ ପାଣିରେ

ଗାଧୋଇବାରେ କେବଳ ତାଜାପଣ ଆସି ନ ଥାଏ, ବରଂ ଥକ୍କାପଣରୁ ବି ମୁକ୍ତି ମିଳିଥାଏ। ଅନେକ ଲୋକ ଅଫିସରୁ ଫେରିବା ପରେ ସଙ୍ଗେ ସଙ୍ଗେ ଗାଧୋଇବା ପାଇଁ ବାଥରୁମ୍‌ ଚାଲିଯାଆନ୍ତି। କେତେକ ଲୋକ ଥକ୍କାପଣକୁ ଦୂର କରିବା ପାଇଁ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି। ଏହା ଠିକ୍‌ ଯେ ଗରମ ପାଣିରେ…

ଶୋଇବା ପୂର୍ବରୁ ଦୁଇଟି ଗୁଜୁରାତି ଖାଇବାପରେ ପିଅନ୍ତୁ ଗରମ ପାଣି, ତା’ପରେ ଦେଖନ୍ତୁ କମାଲ

ଭାରତୀୟ ରୋଷେଇ ଘରେ ସାଧାରଣ ଭାବେ ବ୍ୟବହାର କରାଯାଉଥିବା ସାମଗ୍ରୀ ମଧ୍ୟରେ ରହିଛି ଗୁଜୁରାତି। ଏହାକୁ ତରକାରୀ ରୁ ଆରମ୍ଭ କରି ଚା ପର‌୍ୟ୍ୟନ୍ତ ସବୁଥିରେ ବ୍ୟବହାର କରାଯାଇଥାଏ । ଏପରିକି ଏହାକୁ ମାଉଥଫେସନର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଆପଣ ଜାଣିଛନ୍ତି କି ଗୁଜୁରାତିକୁ ଉଷୁମ…