Browsing Tag

HSRP

HSRP ନମ୍ବର ଲଗାଇନଥିବା ଲୋକ ହୋଇଯାଆନ୍ତୁ ସାବଧାନ, ୨୩ ପରେ କଟିବ ଚାଲାଣ

କେନ୍ୟୁଜ୍(ବ୍ୟୁରୋ): ହାଇ ସିକ୍ୟୁରିଟି ନମ୍ବର ନଲଗାଇଥିବା ଲୋକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଜୁନ ୨୩ ପରେ କଟିବ ଚାଲାଣ । ଆଜି ଏପରି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପରବହନ ବିଭାଗ। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିବହନ ବିଭାଗ କହିଛି,  ଓଡିଶା ରେଜିଷ୍ଟ୍ରେନସ ମାର୍କଥିବା ୧/୦୪/୨୦୧୯…

ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର ରେଜିଷ୍ଟ୍ରେସନ୍‌ ଅବଧି, ନଜର ପକାନ୍ତୁ କେବେ ଯାଏଁ କରିପରିବେ ଆବେଦନ

କେନ୍ୟୁଜ୍(ବ୍ୟୁରୋ):ବଢ଼ିଲା HSRP ପଞ୍ଜିକରଣ ଅବଧି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ ପଞ୍ଜିକରଣ ଅବଧି ବୃଦ୍ଧି କଲେ ରାଜ୍ୟ ସରକାର। ଅବଧି ବୃଦ୍ଧି ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଡ଼ି ନମ୍ବର ଶେଷ ଅଙ୍କ ଅନୁସାରେ ଅବଧି ବୃଦ୍ଧି କଲା ପରିବହନ ବିଭାଗ।…

HSRP ନମ୍ବର ପ୍ଲେଟ ପାଇଁ ଲୋକଙ୍କ ଭାବନାକୁ ନେଇ ପ୍ରତିକ୍ରିୟା ରଖିଲେ ପରିବହନ କମିଶନର

ଭୁବନେଶ୍ବର(କେନ୍ୟୁଜ୍):  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଗାଡ଼ିରେ ଲଗାଯାଉଛି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା । ସେ କହିଛନ୍ତି, କିଛି ଲୋକ ଭାବୁଛନ୍ତି ନମ୍ବର ପ୍ଲେଟ…

ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ, HSRP ବୁକିଂକୁ ଡେଡଲାଇନକୁ ନେଇ ନାପସନ୍ଦ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ହାଇକୋର୍ଟରେ ହାଇ ସିକୁରିଟ ନମ୍ବର ପ୍ଲେଟ ମାମଲାରେ ନମ୍ବର ପ୍ଲେଟ ଲଗାଇବାକୁ ସୁବ୍ୟବସ୍ଥିତ ନ କରି ବିଭାଗ ପକ୍ଷରୁ ଡେଡ଼ ଲାଇନ ଦିଆଯିବାକୁ ନାପସନ୍ଦ କରିଛନ୍ତି ଓଡିଶା ହାଇକୋର୍ଟ। ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନ ଥିବା ବେଳେ HSRP ରେ ବୁକିଂ କରିବା…

ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆସିଲା ନୂଆ ନିୟମ: ସ୍ଲିପ ଦେଖାଇଲେ ଚେକିଂରୁ ଛାଡ଼

ଭୁବନେଶ୍ବର(କେନ୍ୟୁଜ୍): ଗାଡ଼ିର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟHSRP ପାଇଁ ଆସିଲା ନୂଆ ନିୟମ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଅନଲାଇନରେ ସ୍ଲଟ ବୁକିଂ କରିଥିଲେ ଲାଗିବନି ଫାଇନ । ଗାଡ଼ି ଚେକିଂ ବେଳେ ଏସଂକ୍ରାନ୍ତ ବୁକିଂ ସ୍ଲିପ ଦେଖାଇଲେ ଫାଇନରୁ ଛାଡ଼ ପାଇବେ । ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ…

କିପରି ବନାଇବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, ଜାଣନ୍ତୁ ଏହାର ପ୍ରକ୍ରିୟା ଏବଂ କେତେ ରହିବ ଦାମ

ଦିଲ୍ଲୀର ସମସ୍ତ ବାହନ ନିର୍ମାତାଙ୍କ ପାଇଁ high security registration plates (HSRP) ବାଧ୍ୟତାମୂଳକ ହୋଇଛି । ଯାନ ନିର୍ମାତା କମ୍ପାନୀଗୁଡ଼ିକୁ ମଧ୍ୟ ଏକ ତୃତୀୟ ପଞ୍ଜୀକରଣ ଚିହ୍ନ ସୃଷ୍ଟି କରିବାକୁ ପଡିବ । ତେବେ ବର୍ତ୍ତମାନ ଦିଲ୍ଲୀରେ ଡ୍ରାଇଭରମାନଙ୍କୁ ଉଚ୍ଚ ସୁରକ୍ଷା ନମ୍ବର ପ୍ଲେଟ…