Below header
Browsing Tag

Hurricane

ଆମେରିକାରେ ହରିକେନ ଇଡାଲିଆର ଧ୍ବଂସଲୀଳା: ଫ୍ଲୋରିଡା ଜଳମଗ୍ନ, ଅନ୍ଧାରରେ ଅଢ଼େଇ ଲକ୍ଷ ଲୋକ

ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର । ୨୦୦ କିଲୋମିଟରରୁ ଅଧିକ ବେଗରେ ବହିଥିଲା ପବନ । ସାମନାରେ ଯାହା…

ଆମେରିକାର କାଲିଫର୍ଣ୍ଣିଆରେ ତାଣ୍ଡବ ରଚିବ ଘୂର୍ଣ୍ଣିଝଡ ହିଲାରି, ୩ଟି ରାଜ୍ୟ ହୋଇପାରେ ବ୍ୟାପକ କ୍ଷୟକ୍ଷତି

ଆମେରିକାକୁ ମାଡି ଆସୁଛି ଘୂର୍ଣ୍ଣିଝଡ ହିଲାରି। ଫଳରେ ମେକ୍ସିକୋ ଏବଂ ଦକ୍ଷିଣ ପଶ୍ଚିମ ଆମେରିକା ଉପରେ ବିପଦ। ଆସନ୍ତାକାଲି ଲାଣ୍ଡଫଲ୍ କରିବା ପରେ ବୁଧବାର ଯାଏ ତାଣ୍ଡବ ରଚିବ ହିଲାରି ବାତ୍ୟା। ଏହାର ପ୍ରଭାବରେ ଆମେରିକାର ଦକ୍ଷିଣ ପଶ୍ଚିମ ଭାଗ ଓ କାଲିଫର୍ଣ୍ଣିଆରେ ପ୍ରବଳ ବର୍ଷିବ ।…

ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଆସନ୍ତା ୫ ସୁଦ୍ଧା ନେବ ଲଘୁଚାପର ରୂପ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ । ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୫ ତାରିଖରେ ଲଘୁଚାପର ରୂପ ନେବ । ସ୍କାଏମେଟର ଆକଳନ, ଅବପାତରେ ପରିଣତରେ ହୋଇପାରେ ଲୋ ପ୍ରେସର। ତେବେ ଏହା ସାମୁଦ୍ରିକ ଝଡ଼ର ରୂପ ନେବାର କୌଣସି ସମ୍ଭାବନା…

ପ୍ରଳୟ ରଚିଲା ହରିକେନ୍‌ ଇୟାନ: ମାଡ଼ି ଆସିଲା ୧୨ ଫୁଟର ଜୁଆର, ବଡ଼ ବଡ଼ ଗଛ ସହ ବିଦ୍ୟୁତ ଖୁଣ୍ଟକୁ ଉପାଡ଼ି ଫୋପାଡ଼ି ଦେଲା

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡ଼ାକୁ ମହାବିପତ୍ତି ଆଣିଛି ହରିକେନ୍‌ ଇୟାନ । ବ୍ୟାପକ କ୍ଷୟକ୍ଷତି ଘଟଣାଇଛି । ବହୁ ଅଞ୍ଚଳ ଛାରଖାର । ଲାଣ୍ଡଫଲ୍‌ ପରେ ପ୍ରଳୟ ରଚିଥିଲା ସାମୁଦ୍ରିକ ଝଡ଼ ଇୟାନ୍‌ । କ୍ଯାମେରାରେ କଏଦ କିଛି ଦୃଶ୍ୟ ଦର୍ଶାଉଛି କେତେ ଭୟଙ୍କର ଥିଲା ସାମୁଦ୍ରିକ ଝଡ଼ । ଘଣ୍ଟାପ୍ରତି ୨୮୦…

ଆମେରିକାର ଫ୍ଲୋରିଡ଼ାରେ ସ୍ଥଳଭାଗ ଛୁଇଁଲା ହରିକେନ୍‌ ଇୟାନ୍‌: ପ୍ରବଳ ବର୍ଷା ସହ ପବନରେ ଉପୁଡିଲା ବଡ ବଡ ଗଛ

ଫ୍ଲୋରିଡ଼ା: ଆମେରିକାର ଫ୍ଲୋରିଡ଼ାରେ ସ୍ଥଳଭାଗ ଛୁଇଁଲା ହରିକେନ୍‌ ଇୟାନ୍‌ । ଫ୍ଲୋରିଡାର ଫୋର୍ଟ ମିୟର୍ସରେ ଲାଣ୍ଡଫଲ କରିଛି ବାତ୍ୟା । ପ୍ରଭାବରେ ଘଣ୍ଟାପ୍ରତି ୨୦୮ କିଲୋମିଟର ବେଗରେ ପବନ ବୋହୁଛି । ହରିକେନ୍‌-୪ କାଟାଗୋରୀ ତୀବ୍ରତା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଓ…

କାନାଡ଼ାରେ ହରିକେନ୍‌ ଫିଓନାର ତାଣ୍ଡବ: ଲାଣ୍ଡଫଲ୍‌ କରିବା ପରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ

କେନ୍ୟୁଜ୍(ବ୍ୟୁରୋ): କାନାଡ଼ାରେ ହରିକେନ୍‌ ଫିଓନାର ତାଣ୍ଡବ । ଲାଣ୍ଡଫଲ୍‌ କରିବା ପରେ ପ୍ରଳୟ ରଚିଛି ସାମୁଦ୍ରିକ ଝଡ଼ । ଭୟଙ୍କର ରୂପ ଧାରଣ କରି ଛାରଖାର କରି ଦେଇଛି ବହୁ ଅଞ୍ଚଳ । ଇଏ ହେଉଛି ଫିଓନା ସ୍ଥଳଭାଗ ସମୟର ଦୃଶ୍ୟ । ଭୟଙ୍କର ରୂପ ଧାରଣ କରିଥିଲା ସମୁଦ୍ର । ୫୦ ଫୁଟ୍‌ ଉଚ୍ଚର ଢେଉ…

ମେକ୍ସିକୋରେ ମାଡ଼ି ଆସିଲା ତୋଫାନ ‘ଅଗାଥା’; ନେଇଗଲା ୯ ଜଣଙ୍କ ଜୀବନ, ୩୩ ନିଖୋଜ

ମେକ୍ସିକୋର ଓକ୍ସାକା ରାଜ୍ୟରେ ସୋମବାର ଦ୍ୱିପ୍ରହରରେ ତୋଫାନ 'ଅଗାଥା' ମାଡ଼ି ଆସିଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ନିଖୋଜ ଅଛନ୍ତି। ଗଭର୍ନର ଏଲେଜାନ୍ଦ୍ରୋ ମୁରତ୍‌ ବୁଧବାର ସୂଚନା ଦେଇ କହିଛନ୍ତି କି, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। କାହିଁକି ନା, ଅଗାଥାରେ ଆହୁରି ବି…

କରୋନା ତାଣ୍ଡବ ଥମିନଥିବା ବେଳେ ଆମେରିକାରେ ପ୍ରକୃତି ସାଜିଲା ଦାଉ, ଘୁର୍ଣ୍ଣିଝଡରେ ଚାଲିଗଲା ୬ ଜଣଙ୍କ ଜୀବନ

କେନ୍ୟୁଜ(ବ୍ୟୁରୋ): ବିପତ୍ତି ପିଛା ଛାଡୁନି ଆମେରିକାର। କରୋନା ମହାମାରୀ ସଂକଟରେ ତ୍ରାହି ତ୍ରାହି ଡାକୁଥିବା ଆମେରିକାରେ ଏକ ଘୁର୍ଣ୍ଣିଝଡ ଆହୁରି ଆତଙ୍କିତ କରିଦେଇଛି ଆମେରିକାର ଜନସାଧାରଣଙ୍କୁ। ଗତକାଲି ଅର୍ଥାତ ରବିବାର ଦିନ ଏକ ଝଡ ଆସି ଡିପ୍ ସାଉଥର ମେସେସେପିରେ ପାଖପାଖି ୬ ଲୋକଙ୍କ ଜୀବନ…