Below header
Browsing Tag

hyderabad

ପଶୁଙ୍କ ମଧ୍ୟରେ ବ୍ୟାପୁଛି କରୋନା ଭାଇରସ! ହାଇଦ୍ରାବାଦ ଚିଡିଆଖାନାରେ ୮ ସିଂହଙ୍କଠାରେ ଦେଖାଗଲା ଲକ୍ଷଣ

ସାରା ଦେଶ ଏବେ କରୋନା କବଳରେ। ଏହାରି ଭିତରେ ଖବର ଆସିଛି କି, କରୋନାର ଲକ୍ଷଣ ଜୀବଜନ୍ତୁଙ୍କ ଠାରେ ବି ଦେଖିବାକୁ ମିଳୁଛି। ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ୮ ଏସୀୟ ସିଂହଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଛି। କୁହାଯାଉଛି, ୨୯ ଏପ୍ରିଲରେ ସେଣ୍ଟର ଫର ସେଲ୍ୟୁଲର ଆଣ୍ଡ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ପାର୍ସଲ ଡେଲିଭରୀ ଠିକଣା, ହାଇଦ୍ରାବାଦର ‘ସଲିମ ଲାଲା’ଙ୍କ ଘର ଆଡ୍ରେସ୍‌ ପଢି ଆପଣ…

ଯେବେଠୁ କରୋନା ମହାମାରୀ ବ୍ୟାପିଲାଣି, ଲୋକେ ନିଜର ସବୁ ଜିନିଷ ଅନ୍‌ଲାଇନ ମାଗିବା ଆରମ୍ଭ କରିଦେଇଛନ୍ତି। ଖାଦ୍ୟଠୁ ଆରମ୍ଭ କରି କପଡ଼ା, ଗ୍ରୋସରୀ, ଏ ସବୁ ଆମେ ଘରେ ବସି ପାଇଯାଉଛେ। କିନ୍ତୁ ଗୋଟିଏ ପଟେ ଯେଉଁଠି ଲୋକଙ୍କ କାମ ସହଜ ହେଇଯାଉଛି, ସେଠି ଡେଲିଭରୀ ବୟଜ୍‌ଙ୍କ ପାଇଁ କାମ ବହୁତ…

ରମଜାନ ଅବସରରେ ତେଲେଙ୍ଗାନା ସରକାରଙ୍କ ବିଶେଷ ଘୋଷଣା, ମୁସଲମାନ କୋଭିଡ-19 ରୋଗୀଙ୍କ ଖାଦ୍ୟ ତାଲିକାରେ ସାମିଲ ହେଲା…

ମୁସଲମାନ ସମ୍ପ୍ରଦାୟଙ୍କ ପବିତ୍ର ରମଜାନ ପର୍ବ ପାଳନ ଅବସରରେ ତେଲେଙ୍ଗାନା ସରକାର ଏକ ବିଶେଷ ନିଷ୍ପତ୍ତି ନେଇଛନ୍ତି । ଏହି ସମୟ ମଧ୍ୟରେ ଇଛୁକ ଥିବା କୋଭିଡ-19 ରୋଗୀ ମାନଙ୍କୁ ପୌଷ୍ଟିକ ଆହାର ଯୋଗାଇବା ନେଇ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତେଲେଙ୍ଗାନା ସରକାର । ଏହି…

ଲକ ଡାଉନ ଯୋଗୁଁ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେଇ ପାରୁନାହାନ୍ତି ପୁଅ ବୋହୂ, ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ…

ଶ୍ୱଶୁରଙ୍କ ସୁଦ୍ଧିକ୍ରିୟାରେ ଯୋଗ ଦେବାକୁ ହାଇଦ୍ରାବାଦ ବାହାରିଛନ୍ତି ଟାଟାରେ ରହୁଥିବା ବୋହୂ ଅଳକା । କିନ୍ତୁ ଲକଡାଉନର କଡା କଟକଣା ପ୍ରତିବନ୍ଧକ ସାଜିଛି । ଏଥିପାଇଁ ଅଳକାଙ୍କ ସ୍ୱାମୀ ସୁଯ୍ୟର୍ପଦ ମହାନ୍ତି ପ୍ରଧାନମନ୍ତ୍ରୀ, ଅମିତ ଶାହ, ଓଡିଶା ମୁଖ୍ୟମନ୍ତ୍ରୀ, ଆନ୍ଧ୍ରପ୍ରଦେଶ,…

୩୫ ହଜାର ଲୋକଙ୍କୁ ଖାଦ୍ୟ ଖୁଆଉଛି ମୋବାଇଲ୍‌ କ୍ୟାଣ୍ଟିନ, ଏବେ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚାଇବ ଗରମ ଖାଦ୍ୟ

ମାତ୍ର ୫ ଟଙ୍କାରେ ଅନ୍ନପୂର୍ଣ୍ଣା ଭୋଜନ ଯୋଜନା ଆରମ୍ଭ କରିଥିବା ସହର ହାଇଦ୍ରାବାଦରେ ମଙ୍ଗଳବାର ଅନ୍ନପୂର୍ଣ୍ଣା ମୋବାଇଲ୍‌ କ୍ୟାଣ୍ଟିନ୍‌ର ଶୁଭାରମ୍ଭ ହୋଇଛି। ଏହି ସୁବିଧା ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେଶନ(GHMC) ଆରମ୍ଭ କରିଛି। ମୁଖ୍ୟତଃ ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ…

ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି, ଦିଲ୍ଲୀରେ ମାମଲାର ତଦନ୍ତ କରିବେ ସୁପ୍ରିମକୋର୍ଟର…

କେନ୍ୟୁଜ୍(ବ୍ୟୁରୋ): ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି। ଏନକାଉଣ୍ଟରର ବିଭିନ୍ନ ଦିଗ ଉପରେ ତେଲଙ୍ଗାନା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଏସଏ ବୋବଡେ। ତେଲଙ୍ଗାନା ସରକାରଙ୍କ ପାଇଁ ମୁକୁଲ ରୋହତଗୀ ପକ୍ଷ ରଖିଛନ୍ତି। ଦିଲ୍ଲୀରେ ମାମଲାର ତଦନ୍ତ…

ହାଇଦରାବାଦ ଏନକାଉଣ୍ଟର ସହ ଜଡିତ ସମସ୍ତ ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରିବ କର୍ଣ୍ଣି ସେନା

ହରିୟାଣା ବିଜେପି ପ୍ରଦେଶ ପ୍ରବକ୍ତା ତଥା କର୍ଣ୍ଣି ସେନା ପ୍ରମୁଖ ସୁରଜ ପାଲ ଅମ୍ମୁ ହାଇଦରାବାଦ ଏନ୍କାଉଣ୍ଟର ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତିକି ମାନବଅଧିକାର କର୍ମୀ ମାନେ ନିଜ ହରତାଳ ବନ୍ଦ କରନ୍ତୁ । ନଚେତ ଆମ ସେନା ତାଙ୍କ କଥା ବୁଝିବ । ସେ…

ହାଇଦରାବାଦ ହିରୋ ଏନକାଉଣ୍ଟର ସ୍ପେସାଲିଷ୍ଟ ବି ସି ସଜ୍ଜନାର, ଜାଣନ୍ତୁ ତାଙ୍କ ବିଷୟରେ କିଛି

କିଛିଦିନ ହେବ ସାରା ଦେଶରେ ତେଲେଙ୍ଗାନା ଭେଟେନାରୀ ଡାକ୍ତରଙ୍କ ସାମୁହିକ ଦୁଷ୍କର୍ମ ଓ ହତ୍ୟା ମାମଲା ଚହଳ ସୃଷ୍ଟି କରିଛି । ଆରୋପି ମାନଙ୍କୁ ନେଇ ସାଧାରଣ ଲୋକେ ଏକ ପ୍ରକାର ରକ୍ତ ଚାଉଳ ଚବାଉଥିବା ବେଳେ ଆଜି ହୁଏତ ଲୋକଙ୍କ ହୃଦୟକୁ କିଛିଟା ଶାନ୍ତି ମିଳିଛି । ଏହି ମାମଲାର ୪ ଦୋଷୀଙ୍କୁ…

ଏନ୍‌କାଉଣ୍ଟର ପରେ ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାରଙ୍କ ପ୍ରେସମିଟ, ଗଣମାଧ୍ୟମକୁ ବିସ୍ତୃତ ବିବରଣୀ

କେନ୍ୟୁଜ୍(ବ୍ୟୁରୋ): ଚେତାବନୀ ପରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାର । ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ୪…

ହାଇଦ୍ରାବାଦ ଏନକାଉଣ୍ଟର ଘଟଣାରେ ଏଭଳି ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

କେନ୍ୟୁଜ୍(ବ୍ୟୁରୋ): ହାଇଦ୍ରାବାଦ ଏନକାଉଣ୍ଟର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେମାନେ ଦୋଷୀ। ସେମାନଙ୍କୁ କଠୋର ଦଣ୍ଡ ମିଳିବାର ଥିଲା। ଅନ୍ୟ ଦେଶରେ ଧର୍ଷଣକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ଅଛି। ସେଠାରେ ରାସ୍ତାରେ ସେମାନଙ୍କୁ ଗୁଳି…

ଫ୍ଲାଏଓଭରରୁ ହଠାତ୍‌ ଉଡି ଆସିଲା କାର ଆଉ ତା’ ପରେ, ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଲୋମ

ମୃତ୍ୟୁ କାହାକୁ, କେଉଁଠି, କେତେବେଳେ ଅପେକ୍ଷା କରିଥାଏ, ତାହା କାହାକୁ ଜଣାନଥାଏ। ହୁଏତ ରାସ୍ତାରେ ଆପଣଙ୍କର କିଛି ଭୁଲ ନଥିବା ସତ୍ତ୍ୱେ ଆପଣଙ୍କ ପ୍ରାଣ ମଧ୍ୟ ଚାଲିଯାଇପାରେ। ବେଳେ ବେଳେ ରାସ୍ତାରେ ଏପରି କିଛି ଘଟଣା ଘଟେ, ଯାହା ବିଷୟରେ କେବେ ବି ଆପଣ କଳ୍ପନା କରିନଥିବେ। ଠିକ୍‌ ଏପରି ଏକ…

କାମ ଛୋଟ କି ବଡ ନୁହେଁ: ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଫୂଡ଼ ଡେ଼ଲିଭରି ଏଜେଣ୍ଟ ହେଲେ ହାଇଦରାବାଦର ଏହି ମହିଳା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ କୌଣସି କାମ ଛୋଟ ନୁହେଁ । ସମସ୍ତେ ସବୁ କାମ ସ୍ୱାଧୀନ ଭାବେ କରିପାରିବେ । ସେ ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ସମସ୍ତଙ୍କର ସବୁ କାମ କରିବା ପାଇଁ ସମସ୍ତଙ୍କର ସମାନ ଅଧିକାର ଅଛି । ଛୋଟ ବଡ,ଧନୀ ଗରିବ ବା ଲିଙ୍ଗଗତ ଭେଦ ଭାବ ନରଖି କାମ କରିଲେ ସମସ୍ତ…