ଅର୍ଶଦୀପଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଆଇସିସି, କଟିଲା ମ୍ୟାଚ୍ ଫିର ୧୫ ପ୍ରତିଶତ
ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଅର୍ଶଦୀପ ସିଂଙ୍କ ଉପରେ ଆଇସିସି ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ଆଇସିସି ଅର୍ଶଦୀପ ସିଂଙ୍କ ଉପରେ ଜରିମାନା ଲଗାଇଛି । ନ୍ୟୁଜିଲାଣ୍ଡ ସହିତ ଭାରତ ଖେଳିଥିବା ଟି୨୦ ବିଶ୍ବକପ ଫାଇନାଲରେ ଅର୍ଶଦୀପ ନ୍ୟୁଜିଲାଣ୍ଡ ବ୍ୟାଟର ମିଚେଲଙ୍କୁ ବଲ୍ ମାରିଥିଲେ । ଯାହାକୁ ନେଇ…