Browsing Tag

illegal mining

ବେଆଇନ ଖଣି ଖନନ ମାମଲାରେ ୬ ଅଧିକାରୀ ନିଲମ୍ବିତ

ନୟାଗଡ଼ (କେନ୍ୟୁଜ୍):  ବେଆଇନ ଖଣି ଖନନ ମାମଲାରେ ୬ ଅଧିକାରୀ ନିଲମ୍ବିତ । ନୟାଗଡ଼ ଜିଲ୍ଲା ରଣପୁର ତହସିଲ୍‌ ମୟୂରଝାଲିଆରେ ବେଆଇନ ମାଙ୍କଡ଼ା ପଥର ଖଣି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ l ମୟୂରଝାଲିଆରେ ଥିବା ମାଙ୍କଡା ଖଣିରେ ବେଆଇନ ଖନନ,…

ରାଜ୍ୟରେ ଚାଲିଥିବା ବେଆଇନ ଖଣି କାର୍ଯ୍ୟକଳାପ ଉପରେ ଲାଗିବ ରୋକ୍‌, ଦଣ୍ଡ ବ୍ୟବସ୍ଥାକୁ କରାଗଲା ଅଧିକ କଠୋର

ଭୁବନେଶ୍ବର: ବେଆଇନ ଖଣି କାର୍ଯ୍ୟକଳାପ ଉପରେ ଲାଗିବ ରୋକ୍‌ । ରାଜ୍ୟରେ ଚାଲିଥିବା ବେଆଇନ ଖଣି କାର୍ଯ୍ୟକଳାପ, ଖଣିଜ ଚୋରି ଓ ଚୋରା ଚାଲାଣ ଉପରେ ରୋକ୍‌ ଲଗାଯିବ । ଏଥିପାଇଁ ପୂର୍ବରୁ ଥିବା OMPTS ରୁଲ୍‌ ୨୦୨୧ରେ ଥିବା ଦଣ୍ଡ ବ୍ୟବସ୍ଥାକୁ ଅଧିକ କଠୋର କରାଯାଇଛି । ଜେଲ ଦଣ୍ଡର ଅବଧିକୁ…

ରାଉରକେଲା ମୋଚିକୁଦା ଗାଁରେ କ୍ରାଇମବ୍ରାଞ୍ଚ ଟିମ୍, ବେଆଇନ ଖଣି ଖନନ କରି ବିକ୍ରି କରିବା ଅଭିଯୋଗରେ ତଦନ୍ତ ଆରମ୍ଭ

ରାଉରକେଲା ବିଶ୍ରା ବ୍ଲକ୍ ମୋଚିକୁଦା ଗାଁରେ କ୍ରାଇମବ୍ରାଞ୍ଚ ଟିମ୍ । ବେଆଇନ ଖଣି ଖନନ କରି ବିକ୍ରି କରିବା ଅଭିଯୋଗରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଚାଷ ଜମି ନିକଟରେ ଥିବା ପଥର ପାହାଡ଼ ଖଣିକୁ ଖନନ କରି ଜଣେ ବ୍ୟକ୍ତି ଦୀର୍ଘ ୧୦ ବର୍ଷ ହେବ କୋଟି କୋଟି ଟଙ୍କାର ବେପାର କରିଆସୁଥିବା…

ବେଆଇନ୍‌ ଖଣି ଖନନ, ଡେଲାଙ୍ଗରେ ଜବତ ହେଲା ଜେସିବି, ଟ୍ରାକ୍ଟର ଓ ଟ୍ରକ୍‌

ପିପିଲି (କେ ନ୍ୟୁଜ୍‌) : ବେଆଇନ୍‌ ଖଣି ଖନନକୁ ରୋକିଲେ ପ୍ରଶାସନ ଓ ପୋଲିସ୍‌ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଯମୁନା ଅଞ୍ଚଳରେ ବେଆଇନ୍ ଖଣି ଖନନ ଦୀର୍ଘ ଦିନ ଧରି ଚାଲୁ ରହିଥିଲା । ଖବର ପାଇ ଆଜି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ସହିତ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ…