ଭୋର ସାଢେ ୪ଟାରେ ବାପାଙ୍କୁ ଭିଡିଓ କଲ୍ କରି କାନ୍ଦିଲେ ଯଶସ୍ୱୀ, ପଚାରିଲେ ‘ବାପା ଆପଣ ଖୁସି ତ’
ମଣିଷର ଭାଗ୍ୟ କେତେବେଳେ କାହାକୁ କେଉଁଠି ପହଞ୍ଚାଇଦେବ, ତା’ ହୁଏତ କେହି ଜାଣିନଥିବେ । ମୁମ୍ବାଇ ରାସ୍ତାରେ ଗୁପଚୁପ୍ ବିକୁଥିବା ସାଧାରଣ ପିଲା ଆଜି ଭାରତର ଟେକ ରଖିଛି । ଯଶସ୍ୱୀ ଜୟସଓ୍ଵାଲ ଡେବ୍ୟୁ ମ୍ୟାଚରେ ୧୭୧ ରନ୍ କରି ରେକର୍ଡ କରିଛନ୍ତି । ଡୋମିନିକରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ…