Browsing Tag

india biotech

ଦେଶର ପ୍ରଥମ ନାଜାଲ ଭ୍ୟାକସିନ ୨୬ ଜାନୁଆରୀରେ ହେବ ଲଞ୍ଚ, ଭାରତ ବାୟୋଟେକ୍‌ ଚେୟାରମ୍ୟାନ୍‌ ଦେଲେ ସୂଚନା

ଦେଶରେ ଆସନ୍ତା ଜାନୁଆରୀ ୨୬ରେ ଲଞ୍ଚ ହେବ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍ ନାଜାଲ ଟିକା। ଭାରତ ବାୟୋଟେକ ନାକରେ ପଡ଼ି ପାରୁଥିବା କୋଭିଡ୍ ଟିକା INCOVACC କୁ ଲଞ୍ଚ କରିବ। ଏନେଇ ଆଜି କମ୍ପାନୀ ଚେୟାରମ୍ୟାନ ତଥା ଏମଡି କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି। ଚୀନରେ କରୋନା…

ନାଜାଲ ଭ୍ୟାକସିନ iNCOVACC ଦାମ୍‌ ସ୍ଥିର କଲେ ସରକାର, ମାତ୍ର ୮୦୦ ଟଙ୍କାରେ ନେଇପାରିବେ ବୁଷ୍ଟର ଡୋଜ

ଚୀନ ସମତେ ସମଗ୍ର ଦୁନିଆର ଅନେକ ଦେଶରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ନେଇ ଭାରତ ସରକାର ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଟିକାର ବୁଷ୍ଟର ଡୋଜ୍ ନେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପରିକି ନାଜାଲ୍ ଭ୍ୟାକସିନ୍କୁ…

ଖୁସି ଖବର! ପୂରା ହେଲା ଭାରତର ପ୍ରଥମ ନାଜାଲ ଭ୍ୟାକ୍‌ସିନ୍‌ର ଟ୍ରାଏଲ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦେଶକୁ କରୋନା ଯୁଦ୍ଧରେ ବଡ଼ ସଫଳତା ମିଳିଛି। ଭାରତ ବାୟୋଟେକ୍‌ କରୋନାର BBV-154 ଇଣ୍ଟ୍ରାନାଜାଲ ଭ୍ୟାକ୍‌ସିନ୍‌ର ତୃତୀୟ କ୍ଲିନିକାଲ ଟ୍ରାଏଲ ପୂରା କରିଛି। ଏହି ଭ୍ୟାକ୍‌ସିନ୍‌କୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରାଯାଇପାରେ। ସୂଚନା ମୁତାବକ,…

କୋଭାକ୍ସିନରେ ବାଛୁରୀ ସିରମ ବ୍ୟବହାରକୁ ନେଇ ଉଠିଲା ବିବାଦ, ପେଟା ଇଣ୍ଡିଆ ତରଫରୁ ଲାଗିଲା ଅଭିଯୋଗ

କୋଭାକ୍ସିନକୁ ନେଇ ଏକ ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । କିଛିଦିନ ପୂର୍ବରୁ ଭାରତ ବାୟୋଟେକ କୋଭାକ୍ସିନରେ ବାଛୁରୀର ସିରମ ବା ରକ୍ତ ବ୍ୟବହାର କରୁଥିବାର ଅଭିଯୋଗ ସାମ୍ନାକୁ ଆସିଥିଲା । ଏଥିପାଇଁ ସରକାର ଏକ ସ୍ପଷ୍ଟିକରଣ ଜାରୀ କରି ଏ ସବୁ ଭାଇରାଲ ଖବରଠୁ ଦୂରେଇ ରହିବା ପାଇଁ କହିଥିଲେ । ଏବେ…