Browsing Tag

india corona death toll

ଦେଶରେ ୨୪ ଘଣ୍ଟାରେ କରୋନାରେ ୪ ହଜାର ୧୯୪ ଜଣଙ୍କ ମୃତ୍ୟୁ, ୨ ଲକ୍ଷ ୫୭ ହଜାର ୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ୪ ହଜାର ଉପରେ ରହୁଛି କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ କରୋନାରେ ୪ ହଜାର ୧୯୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଦିନକରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ପଜିଟିଭ୍‌ ସଂଖ୍ୟା ୨,୬୨,୮୯,୨୯୦କୁ ବୃଦ୍ଧି ହୋଇଛି।…

ଦେଶରେ ଗତ ୨୪ ଘଣ୍ଟାରେ ଗଲା ୩ ହଜାର ୮୮୩ ଆକ୍ରାନ୍ତଙ୍କ ଜୀବନ, ୩ ଲକ୍ଷ ୨୬ହଜାର ୩୩୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋଭିଡ ମୃତ୍ୟୁରେ ବ୍ରେକ ଲାଗୁନି । ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୮୮୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ ୩ ଲକ୍ଷ ୨୬ହଜାର ୩୩୨ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ଥିଲା ୩ ଲକ୍ଷ ୪୩ ହଜାର…

ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ଲା ଜୀବନ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ୪ ହଜାର ୧୮୭ ଜଣ । ୪୦୦୦ ଉପରେ ପ୍ରଥମ ଥର ପାଇଁ ମୃତ୍ୟୁସଂଖ୍ୟା ପହଁଚିଛି । ଆମେରିକା ଓ ବ୍ରାଜିଲ ପରେ ଭାରତରେ ୪୦୦୦ ଉପରେ ରହିଛି ମୃତ୍ୟୁସଂଖ୍ୟା । ଜାନୁଆରୀ ୧୨ ତାରିଖରେ ଆମେରିକାରେ ସର୍ବାଧିକ ୪ ହଜାର ୪୯୦ ଜଣଙ୍କ ମୃତ୍ୟୁ…

ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ଜଣ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସାଂଘାତିକ । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ । ଏପ୍ରିଲ ୩୦ ତାରିଖରେ ୪ ଲକ୍ଷ ପାର କରିଥିଲା । ଦ୍ୱିତୀୟ ଥର ପାଇଁ…

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ, ମୃତ୍ୟୁବରଣ କଲେ ୩,୬୮୯ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୩ହଜାର ୬୮୯। ସପ୍ତାହରେ ତୃତୀୟ ଥର ପାଇଁ ସାଢ଼େ ୩ ହଜାର ଟପିଲା ମୃତ୍ୟୁସଂଖ୍ୟା। ଦେଶରେ ମୋଟ କରୋନା…

ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨ ହଜାର ୭୬୬

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି ଏପ୍ରିଲ ମାସ । କ୍ରମାଗତ ୬ ଦିନ ଧରି ୩ ଲକ୍ଷ ଉପରେ ରହୁଛି ନୂଆ ସଂକ୍ରମିତ କେସ୍‌ । ସେହିଭଳି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି । ୭ ଦିନ ହେବ ୨୦୦୦ ଉପରେ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ…

ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୨ହଜାର ୮୦୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨ ହଜାର ୮୦୭ ଜଣଙ୍କ ଜୀବନ ନେଇଛି ଭାଇରସ । ବିଶ୍ୱରେ ସବୁଠୁ ଅଧିକ । ଏପ୍ରିଲ ୧୮ରୁ ୨୫ ତାରିଖ ଏହି ସପ୍ତାହେ ମଧ୍ୟରେ ୨୨ଲକ୍ଷ ୪୯ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ…

ସାରା ବିଶ୍ୱରେ ରେକର୍ଡ: ଦ୍ୱିତୀୟ ଦିନ ପାଇଁ ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ଉପରେ ନୂଆ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୦ ହଜାର ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଲଗାତର ଦ୍ୱିତୀୟ ଦିନ ପାଇଁ ୩ ଲକ୍ଷ ଉପରେ ରହିଛି ସଂକ୍ରମଣ । ଯାହାକି ସାରା ବିଶ୍ୱରେ ରେକର୍ଡ । କୌଣସି ଦେଶରେ ଲଗାତର ଦ୍ୱିତୀୟ ଦିନ ଧରି ୩ଲକ୍ଷ ଉପରେ କରୋନା ସଂକ୍ରମଣ ରହିବା ପ୍ରଥମ । ଯଦି ଏହି…

ଦେଶରେ ପୁଣି ୨ ଲକ୍ଷ ୯୪ ହଜାର ନୂଆ ପଜିଟିଭ୍‌ ଚିହ୍ନଟ, ଆଜି ପର୍ଯ୍ୟନ୍ତ ହେଉଥିବା ଦୈନିକ ସଂକ୍ରମଣରେ ଏ ସଂଖ୍ୟା…

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ଗତ ୨୪ ଘଣ୍ଟାେରେ ଦେଶରେ ୨ ଲକ୍ଷ ୯୪ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ହେଉଥିବା ଦୈନିକ ସଂକ୍ରମଣରେ ଏ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ । ଜାନୁଆରୀ ୮ ତାରିଖରେ ଆମେରିକାରେ ୩ ଲକ୍ଷ ୭ ହଜାର ୫୭୦ ପଜିଟିଭ ଚିହ୍ନଟ…

ଗତ ୧୨ ଦିନ ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ହାର ଦ୍ୱିଗୁଣିତ: ଆଜି ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଦେଶରେ ଦିନକରେ ୨ଲକ୍ଷ ୭୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନାରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି । ଲଗାତର ପଞ୍ଚମ ଦିନରେ ୨ ଲକ୍ଷ ଉପରେ ପଜିଟିଭ୍‌ ଆସୁଛି । ଏବେ…

ଦେଶରେ ୭୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ଯା: ୨୪ ଘଣ୍ଟାରେ ୬୩,୫୦୯ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ୭୨ଲକ୍ଷ ଟପିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୬୩ହଜାର ୫୦୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୩୦ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌।india ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦ରେ ପହଞ୍ଚିଛି ।…

ଦେଶରେ ୨୪ ଘଣ୍ଟାରେ ୧୧୩୩ ଜୀବନ ନେଇଛି କରୋନା ଭାଇରସ୍

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଇଛି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୧୧୩୩ ଜଣଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ଦେଶର ମୃତ୍ୟୁ ସଂଖ୍ୟା ୭୨ ହଜାର ୭୭୫ରେ ପହଞ୍ଚିଥିବା ବେଳେ ଦେଶର ମୃତ୍ୟୁ ହାର ୧ ଦଶମକି ୭୦ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୭୫ ହଜାର ୮୦୯ ଜଣ କରୋନା…