Browsing Tag

india corona positive cases

ଦେଶରେ ୨୪ ଘଣ୍ଟାରେ ୧ଲକ୍ଷ ୬୩୬ ସଂକ୍ରମିତ, ୨ହଜାର ୪୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ। ଧୀରେ ଧୀରେ ସମସ୍ତ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଉତ୍ତର ଭାରତର ଅଧିକାଶଂ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପିକ୍‌ରୁ ଦୁଇ ଗୁଣ କମିଛି। ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର…

ଦେଶରେ ଗତ ୨୪ ଘଣ୍ଟାରେ ଗଲା ୩ ହଜାର ୮୮୩ ଆକ୍ରାନ୍ତଙ୍କ ଜୀବନ, ୩ ଲକ୍ଷ ୨୬ହଜାର ୩୩୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋଭିଡ ମୃତ୍ୟୁରେ ବ୍ରେକ ଲାଗୁନି । ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୮୮୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ ୩ ଲକ୍ଷ ୨୬ହଜାର ୩୩୨ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ଥିଲା ୩ ଲକ୍ଷ ୪୩ ହଜାର…

ଆଜି ଦେଶରେ ୪ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କୋଉଠୁ କେତେ

ନୂଆଦିଲ୍ଲୀ : ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଛି। ଦେଶରେ ଲଗାତର ୪ ଦିନ ଧରି ୪ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଦ୍ୱିତୀୟ ଦିନ ପାଇଁ ୪ ହଜାର ଉପରେ ରହିଛି…

ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ଜଣ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସାଂଘାତିକ । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ । ଏପ୍ରିଲ ୩୦ ତାରିଖରେ ୪ ଲକ୍ଷ ପାର କରିଥିଲା । ଦ୍ୱିତୀୟ ଥର ପାଇଁ…

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ, ମୃତ୍ୟୁବରଣ କଲେ ୩,୬୮୯ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୩ହଜାର ୬୮୯। ସପ୍ତାହରେ ତୃତୀୟ ଥର ପାଇଁ ସାଢ଼େ ୩ ହଜାର ଟପିଲା ମୃତ୍ୟୁସଂଖ୍ୟା। ଦେଶରେ ମୋଟ କରୋନା…

ଦେଶରେ ୪ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ, ପ୍ରାଣ ହରାଇଛନ୍ତି ୩ ହଜାର ୪୭୧ ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ଏପ୍ରିଲ ମାସରେ ଦେଶରେ କେବଳ ଚିହ୍ନଟ ହୋଇଛନ୍ତି ୬୯ ଲକ୍ଷ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ଏହି ତିନି ମାସରେ ୬୪ ଲକ୍ଷ ୯୦ ହଜାର ମାମଲା ରିପୋର୍ଟ ହୋଇଥିଲା । ଏବେ ଗୋଟିଏ…

ଦେଶରେ କରୋନା ସ୍ଥିତି ଅସମ୍ଭାଳ, ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସ୍ଥିତି ଅସମ୍ଭାଳ । ରେକର୍ଡ କରିଛି କରୋନା । ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା…

ଦେଶରେ ୧ କୋଟି ପାର୍ କଲା କରୋନା ପଜିଟିଭ୍ କେସ୍‌, ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦେଶରେ ୧ କୋଟି ପାର କଲା କରୋନା କେସ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ପାର କରିବାରେ ଆମେରିକା ପରେ ଭାରତ ଦ୍ୱିତୀୟ ଦେଶ ହୋଇଛି । ମାତ୍ର ୨୯ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ପ୍ରଥମ ୧୦ ଲକ୍ଷ ଆକ୍ରାନ୍ତ ଛୁଇଁବା ପାଇଁ ଲାଗିଥିଲା ୧୩୭ ଦିନ । ଏହା…

ଦେଶରେ ଆଜି ବି ଦିନକରେ ୯୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ବି ଦ୍ୱିତୀୟ ଦିନରେ ଦେଶରେ ୯୦ ହଜାର ଉପରେ କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଦେଶରେ ୯୦ ହଜାର ୮୦୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ହଜାରେ ୧୬ ଜଣଙ୍କ ପ୍ରାଣ ନେଇଛି କରୋନା । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ…

ଦେଶରେ ୪୦ହଜାର ଟପିଲା କରୋନା ମୃତ୍ଯୁସଂଖ୍ୟା, ୨୪ଘଣ୍ଟାରେ ୫୬ହଜାର ୨୮୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  କରୋନା କବଳରେ ସାରା ଦେଶ। ଗତ ୨୪ଘଣ୍ଟାରେ ୫୬ହଜାର ୨୮୨ ଆକ୍ରାନ୍ତ ହୋଇଛନ୍ତି। ୯୦୪ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍‌। ନୂଆ ମୃତକଙ୍କୁ ମିଶାଇ ଦେଶରେ ୪୦ହଜାର ଟପିଛି ମୃତକଙ୍କ ସଂଖ୍ୟା। ମୋଟ ମୃତ୍ୟୁସଂଖ୍ୟା ରହିଛି ୪୦ହଜାର ୬୯୯। ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୯ଲକ୍ଷ ୬୪ହଜାର…

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା ଭାଇରସ୍ : ୧୪ ଲକ୍ଷ ପାର୍ କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗୁଛି କରୋନା । ଗୋଟିଏ ଦିନରେ ସର୍ବାଧିକ ୪୯ ହଜାର ୯୩୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ । ୭୦୮ ଜଣଙ୍କ ଜୀବନ ଯାଇଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ପାର କରିଛି । ଏହାକୁ ମିଶାଇ ମୋଟ୍‌ ୧୪ ଲକ୍ଷ ୩୫ ହଜାର ୪୫୩ ଜଣ…

ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ୭୫୭ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମୃତ୍ୟୁସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୭୫୭ ଜଣଙ୍କର ଜୀବନ ନେଇଛି ଭାଇରସ୍‌। ଦେଶରେ ୧୩ ଲକ୍ଷ ୩୬ ହଜାର ୮୬୧…