ଆଜି ଦେଶରେ ୪ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କୋଉଠୁ କେତେ

ନୂଆଦିଲ୍ଲୀ : ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଛି। ଦେଶରେ ଲଗାତର ୪ ଦିନ ଧରି ୪ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଦ୍ୱିତୀୟ ଦିନ ପାଇଁ ୪ ହଜାର ଉପରେ ରହିଛି ମୃତ୍ୟୁସଂଖ୍ୟା । ସେହିପରି ଗତ ୨୪ ଘଣ୍ଟାରେ ୪ ହଜାର ୧୩୫ ଜଣଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ୮୬୪ ଜଣ ପ୍ରାଣ ହରାଇଛନ୍ତି । ଦିଲ୍ଲୀରେ ପ୍ରାଣ ହରାଇଛନ୍ତି ୩୩୨ ଜଣ । ଉତ୍ତରପ୍ରଦେଶରେ ୨୯୮ ଜଣଙ୍କ ମୃତ୍ୟୁ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.