Browsing Tag

india coronavirus update

ଦେଶରେ ୭୧ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ଯା, ୨୪ ଘଣ୍ଟାରେ ଆଉ ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ଟପିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୬ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି…

ଦେଶରେ ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ନୂଆ ଆକ୍ରାନ୍ତ ଚିହ୍ନଟ, ୭୫୭ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ମୃତ୍ୟୁସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୮ ହଜାର ୯୧୬ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୭୫୭ ଜଣଙ୍କର ଜୀବନ ନେଇଛି ଭାଇରସ୍‌। ଦେଶରେ ୧୩ ଲକ୍ଷ ୩୬ ହଜାର ୮୬୧…

ଦେଶରେ ୨୪ ଘଣ୍ଟାରେ ୩୭ ହଜାର ୧୪୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସମୁଦାୟ ମୃତ୍ୟୁସଂଖ୍ୟା ୨୮ହଜାର ୮୪କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ଯା । ଗତ ୨୪ ଘଣ୍ଟା ଭିତରେ ୩୭ ହଜାର ୧୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୫୮୭ଜଣଙ୍କର ଜୀବନ ନେଇଛି ଭାଇରସ୍‌। ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ୮୪କୁ ବୃଦ୍ଧି ପାଇଛି। ସେହିପରି…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର୍, ମାତ୍ର ୮ ଦିନରେ ଅଢେଇ ଲକ୍ଷ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍‌ । ସଂକ୍ରମଣ ଥମିବାର ନାଁ ଧରୁନି । ୧୩୭ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୦ ଲକ୍ଷ ପାର କରିସାରିଲାଣି । ପ୍ରଥମ ଅଢେଇ ଲକ୍ଷ ଆକ୍ରାନ୍ତ ଛୁଇଁବାକୁ ୯୮ ଦିନ ସମୟ ଲାଗିଥିଲା । ଏବେ ମାତ୍ର ୮…

ଦେଶରେ ୪୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇସାରିଲାଣି ମାରାତ୍ମକ ଭାଇରସ୍‌

ନୂଆଦିଲ୍ଲୀ: ଦେଶରେ ଲାଗୁନି କରୋନା ବ୍ରେକ୍‌ । ୪୯ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୬ଶହ ୯୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ଏବେ ବି ୩୩ ହଜାର ୫୧୪ ଟି ଆକ୍ଟିଭ କେସ୍‌ ରହିଛି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ରହିଛି । ପଜିଟିଭଙ୍କ ସଂଖ୍ୟା ୧୫ ହଜାର ୫୨୫ରେ ପହଞ୍ଚିଛି । ୫୮୩ ଜଣଙ୍କ…