ଦେଶରେ ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ, ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍
ନୂଆଦିଲ୍ଲୀ: ଦେଶରେ ୫୦ ହଜାର ତଳେ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୪୮ ହଜାର ୬୯୮ ଆକ୍ରାନ୍ତ ଚିହ୍ନଟ । ଆଉ ୧ ହଜାର ୧୮୩ ଲୋକଙ୍କ ଜୀବନ ନେଇଛି ଭାଇରସ୍ । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୩ଲକ୍ଷ ୯୪ ହଜାର ୪୯୩ରେ ପହଂଚିଛି।
ମୋଟ ୩ କୋଟି ୧ଲକ୍ଷ ୮୩ ହଜାର ୧୪୩ରେ ପହଂଚିଛି…