Browsing Tag

India-New Zealand

ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ, ୩-୦ରେ ସିରିଜ୍ ବିଜୟୀ

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତର କ୍ଲିନ୍‌ ସୁଇପ । ତୃତୀୟ ତଥା ଅନ୍ତିମ ଦିନିକିଆରେ ହାରିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଭାରତ । ଆଜିର ମ୍ୟାଚ ଜିତି ଭାରତ ସିରିଜକୁ ୩-୦ରେ ପୋଛିନେଇଛି । ଡେଭନ କନ୍‌େଓ୍ଵଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ହାରିଲା କିଓ୍ଵି ଦଳ । ୨୯୫…

ସିରିଜ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ: ଆଜି ରାୟପୁରରେ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ମୁକାବିଲା

ସିରିଜ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ଆଜି ରାୟପୁରରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ । ରାୟପୁରରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ । ହାଇଦ୍ରାବାଦରେ ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ଭାରତ ୧୨ ରନରେ ବିଜୟୀ ହୋଇଥିଲା । ତିନିଟିକିଆ…

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ, ଅପରାହ୍ନ ସାଢ଼େ ଗୋଟାଏରେ ଆରମ୍ଭ ହେବ ମ୍ୟାଚ୍‌

ହାଇଦ୍ରାବାଦ: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅପରାହ୍ନ ସାଢ଼େ ଗୋଟାଏରେ ଖେଳାଯିବ ମ୍ୟାଚ୍‌ । ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ଜିତିଥିବାରୁ ରୋହିତ ବାହିନୀର ମନୋବଳ ଦୃଢ଼ ରହିଛି । ବିଜୟରୁ ଅଭିଯାନ ଲକ୍ଷ୍ୟରେ ରହିଛି…

କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନ, ୧୨୯ ରନ୍‌ରୁ ଖେଳ ଆରମ୍ଭ କରିବ କିଓ୍ଵି ଟିମ

କାନପୁରରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନ । ଗତକାଲିର ଅସମାପ୍ତ ୧୨୯ ରନ୍‌ରୁ ଖେଳ ଆରମ୍ଭ କରିବ କିଓ୍ଵି ଟିମ । ଓପନର ବ୍ୟାଟ୍ସମ୍ୟାନ ଟମ୍‌ ଲାଥାମ୍‌ ଓ ୱିଲ୍‌ ୟଙ୍ଗ ଆଜି ପାଳି ଆରମ୍ଭ କରିବେ । ୱିଲ୍‌ ୟଙ୍ଗ ୭୫ ଏବଂ ଟମ୍‌ ଲାଥାମ୍‌ ୫୦ ରନ କରି ଅପରାଜିତ ଅଛନ୍ତି । ଭାରତ ଠାରୁ…

ବର୍ଷା କାରଣରୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ଚତୁର୍ଥ ଦିନ ବାତିଲ୍‌, ଷଷ୍ଠ ଦିନକୁ ମ୍ୟାଚ ଯିବା ନିଶ୍ଚିତ

ଇଂଲଣ୍ଡ: ବର୍ଷା କାରଣରୁ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚର ଚତୁର୍ଥ ଦିନ ଖେଳ। ଫଳରେ ସଂରକ୍ଷିତ ଧାର୍ଯ୍ୟ ଥିବା ଷଷ୍ଠ ଦିନକୁ ମ୍ୟାଚ ଯିବା ନିଶ୍ଚିତ ହୋଇଛି। ସୋମବାର ମ୍ୟାଚ ଧୋଇଯିବା ପରେ ଏବେ ଫଳାଫଳ ବାହାରିବା ପାଇଁ ସର୍ବାଧିକ ୧୯୬ ଓଭର…